ପୋଖରୀ ଭିତରେ ପଶିଗଲା ବରଯାତ୍ରୀ କାର୍; ୫ ମୃତ
ମୋଟଙ୍ଗା: ଢେଙ୍କାନାଳରେ ଘଟିଯାଇଛି ଏକ ଦୁଃଖଦ ଘଟଣା।ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଛାଟିଆ ଗ୍ରାମ ନିକଟରେ ପୋଖରୀ ଭିତରେ କାର୍ ପଶିଯିବାରୁ ୫ ବରଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ରିପୋର୍ଟ…