ଗାଜାରେ ଖାଦ୍ୟ ସଙ୍କଟ: ସାତ ଜଣଙ୍କ ପାଇଁ ଗୋଟିଏ ଓଳିର ଆହାର
ଗାଜା: ଇସ୍ରାଏଲ-ହମାସ ସଂଘର୍ଷ ଏବଂ ନିରନ୍ତର ଅବରୋଧ ଯୋଗୁଁ ଗାଜା ଷ୍ଟ୍ରିପ୍ରେ ଖାଦ୍ୟ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ ରିପୋର୍ଟ ଅନୁସାରେ, ଅଲ-ବାଲା ର ସରଣାର୍ଥୀ ଶିବିରରେ ରହୁଥିବା ମେରଭାଟ୍ ରାଦୱାନ୍ ଙ୍କ ପରିବାର ଏବେ ମାତ୍ର ଗୋଟିଏ ଓଳିର ଖାଦ୍ୟ ଯୋଗାଡ଼ ପାଇଁ କଠିନ ସଂଗ୍ରାମ…