ପୁଣି ନାଟକ କରିପାରନ୍ତି ନକବୀ : ମହିଳା ଏସିଆ କପ୍ ଫାଇନାଲରେ ମୁଖ୍ୟ ଅତିଥି !
ମୁମ୍ବାଇ: ମହିଳା ଏସିଆ କପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍ରେ ପୁଣି ଥରେ ଟ୍ରଫି ପ୍ରଦାନକୁ ନେଇ ବିବାଦ ଦେଖାଦେବାର ଆଶଙ୍କା ପ୍ରକାଶ ପାଇଛି। ଏସିଆନ୍ କ୍ରିକେଟ୍ କାଉନ୍ସିଲ୍ ର ସଭାପତି ତଥା ପାକିସ୍ତାନ କ୍ରିକେଟ୍ ବୋର୍ଡ ର ଅଧ୍ୟକ୍ଷ ମୋହସିନ୍ ନକଭୀ ସେପ୍ଟେମ୍ବର ୧୩ରେ ଦୁବାଇରେ ଅନୁଷ୍ଠିତ ହେବାକୁ…