Latest Odisha News

BREAKING NEWS

Yearly Archives

2026

ରାସ୍ତାକଡ଼କୁ ଓଲଟିଲା OSRTC ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ

ଭୁବନେଶ୍ୱର: ଆଜି ସକାଳେ ସୁନ୍ଦରଗଡ଼ରୁ ପୁରୀ ଯାଉଥିବା ଏକ OSRTC ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ବସଟି ଅନୁଗୁଳର ସମଲ ଥାନାର କଣିହା ବ୍ଲକ୍ ଅନ୍ତର୍ଗତ ଜାତୀୟ ରାଜପଥ ୧୪୯ର ବୁରୁକୁନା ଛକ ନିକଟରେ ଓଲଟି ପଡ଼ିଥିଲା। ସୂଚନା ଅନୁଯାୟୀ, ବସ୍ ରେ ୩୮ ଜଣ ଯାତ୍ରୀ ଥିଲେ। ସେମାନଙ୍କ…

ଅଣଶିକ୍ଷକ କର୍ମଚାରୀ ପ୍ରସଙ୍ଗ, ପ୍ରିନ୍ସିପାଲଙ୍କଠାରୁ ନିଯୁକ୍ତି କ୍ଷମତା ପ୍ରତ୍ୟାହାର କଲେ ସରକାର

ଭୁବନେଶ୍ୱର: ସରକାରୀ ମହାବିଦ୍ୟାଳୟ ଓ ଶିକ୍ଷକ ଶିକ୍ଷାନୁଷ୍ଠାନରେ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ଆଦେଶ ଅନୁସାରେ, ଏଣିକି ସରକାରୀ କଲେଜ ଏବଂ ଶିକ୍ଷକ ଶିକ୍ଷାନୁଷ୍ଠାନର…

ଆଣ୍ଡି ବର୍ନହାମ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଣ୍ଡି ବର୍ନହାମ। ଗତ ୧୦ ବର୍ଷ ମଧ୍ୟରେ ସେ ବ୍ରିଟେନର ସପ୍ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ଦେଶର ରାଜନୈତିକ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ପ୍ରମୁଖ ପରିବର୍ତ୍ତନ ଆଣିବାର ପ୍ରତିଶ୍ରୁତି ଦେଇ କହିଥିଲେ ଯେ…

ସିକ୍କିମରେ ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ି ୭ ମୃତ, ଅନେକ ଫସି ରହିଛନ୍ତି…

ଗ୍ୟାଙ୍ଗଟକ୍: ସିକ୍କିମର ନାମଚି ଜିଲ୍ଲାର ଝୋଲୁଙ୍ଗେ ସମରଡୁଙ୍ଗ ନିକଟରେ ନିର୍ମାଣାଧୀନ ଏକ ଟନେଲ ଭୁଶୁଡ଼ି ପଡ଼ିଛି। ଫଳରେ ଫସି ରହିଥିବା ଆଠ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଯେତେବେଳେ କି ଅନ୍ୟ ୧୯ ଜଣଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ତିସ୍ତା ଷ୍ଟେଜ୍-୬ ଜଳବିଦ୍ୟୁତ୍…

ରଥଯାତ୍ରାରେ ୨ ଭକ୍ତଙ୍କ ମୃତ୍ୟୁ ଘଟଣା; ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ ରଥଯାତ୍ରା ସମୟରେ ମୃତ୍ୟୁବରଣ କରିଥିବା ଦୁଇ ଭକ୍ତଙ୍କ ପରିବାର ପାଇଁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଶ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଏନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି। ଗତ ଜୁଲାଇ ୧୬ ତାରିଖରେ…

ସ୍ନାତକ ଆଡ଼ମିଶନ: ଦ୍ଵିତୀୟ ମେଧା ତାଲିକାରେ ୪୧,୫୭୮ ଛାତ୍ରଛାତ୍ରୀ ମନୋନୀତ

ଭୁବନେଶ୍ୱର: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଦ୍ଵିତୀୟ ମେଧା ତାଲିକା ପ୍ରକାଶିତ ହୋଇଛି। ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁଯାୟୀ, ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସର୍ବମୋଟ ୨,୮୭,୫୧୯ଟି ସିଟ୍ ରହିଛି। ସ୍ନାତକ ପାଠ୍ୟକ୍ରମ ଫେଜ-୧ ଆଡ଼ମିଶନରେ ୨,୮୭,୫୧୯ଟି ସିଟ୍ ପାଇଁ ୨,୩୭,୨୦୦ ଜଣ…

ସଂଶୋଧିତ ଇଂରାଜୀ ବନାନର ତ୍ଵରିତ କାର୍ଯ୍ୟକାରୀ ପାଇଁ ରାଜସ୍ୱ ବିଭାଗର ନିର୍ଦ୍ଦେଶ; ସମସ୍ତ ଜିଲ୍ଲାପାଳଙ୍କୁ ଚିଠି…

ଭୁବନେଶ୍ୱର:ରାଜ୍ୟର ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ୍ ଏବଂସହରାଞ୍ଚଳମାନଙ୍କର ନାମର ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜସ୍ୱ ଓ…

ପୁରୀରୁ ଚୋରି ହୋଇଥିଲା, ଭୁବନେଶ୍ୱରରେ ମିଳିଲା: ପ୍ରକୃତ ମାଲିକଙ୍କୁ ୩୦୦ରୁ ଊର୍ଦ୍ଧ୍ୱ ମୋବାଇଲ୍ ଫେରାଇଲା ପୋଲିସ

ଭୁବନେଶ୍ୱର: ପୁରୀରେ ଗହଳିର ସୁଯୋଗ ନେଇ ଲୁଟେରାମାନେ ଲୁଟି ନେଇଥିଲେ ମୋବାଇଲ୍ ଫୋନ୍। ଆଉ ନିଜର ଦାମିକିଆ ଫୋନ୍ ହରାଇ ନିରାଶ ହୋଇପଡ଼ିଥିଲେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ। କିନ୍ତୁ ଏବେ ସେହି ହଜିଲା ମୋବାଇଲ୍ ନିଜ ପ୍ରକୃତ ମାଲିକଙ୍କ ହାତକୁ ଫେରିଛି। ପୋଲିସର ତତ୍ପରତା ଓ କଡ଼ା କାର୍ଯ୍ୟାନୁଷ୍ଠାନ…

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୫ମୃତ, ୧୦ ଗୁରୁତର

ଭୁବନେଶ୍ବର:ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଏହି ବଜ୍ରାଘାତ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ କେନ୍ଦୁଝର, ମୟୂରଭଞ୍ଜ, କଟକ ଓ ବାଲେଶ୍ୱରରୁ ମୃତାହତଙ୍କ ସୂଚନା ମିଳିଛି। ସୂଚନାଥାଉକି, କେନ୍ଦୁଝର ଜିଲ୍ଲାର ଘଟଗାଁ ଓ…

ଘରୋଇ କ୍ରିକେଟରେ ଏହି ସବୁ ନିୟମ ଲାଗୁ କରିବ ବିସିସିଆଇ

ନୂଆଦିଲ୍ଲୀ: ମେରୀଲେବୋନ କ୍ରିକେଟ କ୍ଲବ କେତେକ ନୂତନ ନିୟମ ଲାଗୁ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ଏବେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏହି ସବୁ ନିୟମ ଘରୋଇ କ୍ରିକେଟରେ ଲାଗୁ କରିବା ପାଇଁ ନିଷ୍ପତି ନେଇଛି । ଆସନ୍ତୁ ନଜର ପକାଇବା କେଉଁ କେଉଁ ସବୁ ନୂତନ ନିୟମ ଲାଗୁ ହେବ । ୧.ନୂଆ…