୧୪ତମ ରାଜ୍ୟ ଜୁନିୟର ଖୋ ଖୋ ଚାମ୍ପିଅନସିପ୍: କିସ୍ ଓ ସ୍ପୋର୍ଟସ୍ ହଷ୍ଟେଲ ପୁରୀ ଚାମ୍ପିଅନ
ପୁରୀ: ପୁରୀ ଜିଲ୍ଲା କ୍ରୀଡ଼ା କମ୍ପ୍ଲେକ୍ସସ୍ଥିତ ଖୋ ଖୋ ଏକାଡେମୀଠାରେ ଅଗଷ୍ଟ ୧ ରୁ ୪ ତାରିଖ ପର୍ୟ୍ୟନ୍ତ ଆୟୋଜିତ ୧୪ତମ ଓଡ଼ିଶା ରାଜ୍ୟ ଜୁନିୟର ଖୋ ଖୋ ଚାମ୍ପିଅନସିପ୍-୨୦୨୬ରେ ‘ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟର’ ର ଆଥଲେଟମାନେ ଅସାଧାରଣ ପ୍ରଦର୍ଶନ…