Latest Odisha News

BREAKING NEWS

Yearly Archives

2026

ପାକିସ୍ତାନକୁ ପ୍ରତିରକ୍ଷା ଜ୍ଞାନକୌଶଳ ନଦେବାକୁ ଭାରତକୁ ବେଲଜିୟମର ପ୍ରତିଶ୍ରୁତି

ନୂଆଦିଲ୍ଲୀ: ପାକିସ୍ତାନ ସହିତ କୌଣସି ପ୍ରକାରର ସାମରିକ କିମ୍ବା ପ୍ରତିରକ୍ଷା ସହଯୋଗ କରାଯିବ ନାହିଁ ଏବଂ କୌଣସି ସମ୍ବେଦନଶୀଳ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର କରାଯିବ ନାହିଁ ବୋଲି ବେଲଜିୟମ ଭାରତକୁ ସ୍ପଷ୍ଟ ଆଶ୍ୱାସନା ଦେଇଛି। ନୂଆଦିଲ୍ଲୀଠାରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ…

ଏସିଆନ ଗେମ୍ସ: ୩ ନେଟ୍ ବୋଲରଙ୍କ ପାଇଁ ଲକ୍ଷ୍ମଣଙ୍କ ଅନୁରୋଧ

ନୂଆଦିଲ୍ଲୀ: ୨୦୨୬ ଏସିଆନ ଗେମ୍ସ ପାଇଁ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ପ୍ରସ୍ତୁତି ଜୋରଦାର ଚାଲିଛି। ଏହି କ୍ରମରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱରେ ଥିବା ଭିଭିଏସ୍ ଲକ୍ଷ୍ମଣ ଅଭ୍ୟାସ ସେସନ୍ ପାଇଁ ଅତିରିକ୍ତ ନେଟ୍ ବୋଲରଙ୍କୁ ଜାପାନ ପଠାଇବାକୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ…

ଅଧା ଶିକ୍ଷାବର୍ଷ ବିତିଲାଣି, ତଥାପି ପିଲାଙ୍କ ହାତରେ ପହଞ୍ଚିନି ବହି: ଷାଣ୍ମାସିକ ପରୀକ୍ଷା ନେଇ ବଢ଼ୁଛି ଚିନ୍ତା

ଭୁବନେଶ୍ୱର: ନୂତନ ଶିକ୍ଷାବର୍ଷର ଆରମ୍ଭରେ ନୂଆ ଶ୍ରେଣୀ ଓ ନୂଆ ବହିକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଯେଉଁ ଉତ୍ସାହ ଥିଲା, ତାହା ଏବେ ନିରାଶା ତଥା ଉଦ୍‌ବେଗରେ ପରିଣତ ହୋଇଛି । ସମଗ୍ର ଓଡ଼ିଶାରେ ଛାତ୍ରଛାତ୍ରୀମାନେ ଏବେ ପାଠ୍ୟପୁସ୍ତକ ଅଭାବ, ଶିକ୍ଷକ ମରୁଡ଼ି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି…

କଟକରେ ଗଣେଶ ପୂଜା ପ୍ରସ୍ତୁତି ବୈଠକ: ବିସର୍ଜନ ବେଳେ ଡିଜେ ମ୍ୟୁଜିକ୍ ଓ ଲେଜର ଲାଇଟ୍ ଉପରେ କଟକଣା

କଟକ: ଆସନ୍ତା ଗଣେଶ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଟକରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଭିନ୍ନ ପୂଜା କମିଟି, ଶାନ୍ତି କମିଟି ଏବଂ କ୍ଲବ୍ କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ ଗଣେଶ ଭସାଣି…

ଟାଟା କେମିକାଲ୍ସକୁ କେନିୟାରୁ ବାହାରିଯିବାକୁ କଡ଼ା ନିର୍ଦ୍ଦେଶ:’ଆମେ ଅନ୍ୟର ଦାସ କି?’ ପ୍ରଶ୍ନ କଲେ…

ନାଇରୋବି: କେନିୟା ଗତ ୧୦୦ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ଭାରତୀୟ ଶିଳ୍ପସଂସ୍ଥା 'ଟାଟା କେମିକାଲ'ର କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବା ସହ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନିୟା ରାଷ୍ଟ୍ରପତି ବିଲିୟମ୍ ରୁଟୋ। ସ୍ଥାନୀୟ କାଜିଆଡୋ ଜିଲ୍ଲାର ମାଗାଡି ହ୍ରଦ ଅଞ୍ଚଳରେ…

ରାଉରକେଲା ରେଳ ଷ୍ଟେସନରେ ଲଜ୍ଜା: କନଫର୍ମ ଟିକେଟ୍ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ

ରାଉରକେଲା: ସ୍ଥାନୀୟ ରେଳ ଷ୍ଟେସନରେ ଏକ ଅତ୍ୟନ୍ତ ଲଜ୍ଜାଜନକ ତଥା ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି । ବେଙ୍ଗାଲୁରୁ ଯିବା ପାଇଁ ଟ୍ରେନ୍‌କୁ ଅପେକ୍ଷା କରିଥିବା ଜଣେ ଯୁବତୀଙ୍କୁ ଷ୍ଟେସନ ପରିସରରେ ଦୁଷ୍କର୍ମ କରାଯାଇଥିବା ନେଇ ସଙ୍ଗିନ ଅଭିଯୋଗ ହୋଇଛି । ଖୋଦ୍ ଜଣେ ରେଳବାଇ କର୍ମଚାରୀ ଏହି…

ଭରା ସଭାରେ ଯୋଗାଣ ମନ୍ତ୍ରୀଙ୍କ କ୍ଷୋଭ: ଚାଉଳ ଉଠାଉନି ଏଫସିଆଇ, ଅନ୍ୟ ରାଜ୍ୟ ପ୍ରତି କେନ୍ଦ୍ରର ଦରଦ କାହିଁକି?

ଭୁବନେଶ୍ୱର: ରାଜ୍ୟରୁ ଠିକ୍ ସମୟରେ ଉଦ୍‌ବୃତ୍ତ ଚାଉଳ ଉଠାଣ କ୍ଷେତ୍ରରେ ଭାରତୀୟ ଖାଦ୍ୟ ନିଗମର ଟାଳଟୁଳ ନୀତି ଏବଂ ଅବହେଳାକୁ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି । ଏକ ସାଧାରଣ ସଭାରେ ଉପସ୍ଥିତ ଥିବା ଏଫସିଆଇର ସାଧାରଣ…

Raghav Chadha to represent India:ରାଘବ ଚଢ଼ା ଏକ ବିଶ୍ୱସ୍ତରୀୟ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିବେ;…

ନୂଆଦିଲ୍ଲୀ:ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢ଼ା 'ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିଅନ୍ ଗ୍ଲୋବାଲ୍ କନଫରେନ୍ସ ଅଫ୍ ୟଙ୍ଗ୍ ପାର୍ଲାମେଣ୍ଟାରିଆନ୍ସ'ରେ ଭାରତର ପ୍ରତିନିଧିତ୍ୱ କରିବେ । ଏହି କାର୍ଯ୍ୟକ୍ରମ ଉଜବେକିସ୍ତାନର ସମରକନ୍ଦଠାରେ ସେପ୍ଟେମ୍ବର ୪ ରୁ ୬ ତାରିଖ ପର୍ଯ୍ୟନ୍ତ…

ଖୁବଶୀଘ୍ର ପୂରଣ ହେବ ଓଡିଶା ପୋଲିସରେ ଖାଲି ପଦବୀ: ସୃଷ୍ଟି ହେଲା ୪,୧୯୫ ନୂଆ ପଦ

ଭୁବନେଶ୍ୱର: ଓଡ଼ିଶା ପୋଲିସରେ ବଡ଼ଧରଣର ନିଯୁକ୍ତି ପାଇଁ ମିଳିଛି ମଞ୍ଜୁରି। ପୋଲିସ ବିଭାଗରେ ମୋଟ ୪ ହଜାର ୧୯୫ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଏହା ମଧ୍ୟରେ କନେଷ୍ଟବଳଠାରୁ ଆରମ୍ଭ କରି ଏଏସ୍‌ଆଇ, ଏସ୍‌ଆଇ ଓ ଅତିରିକ୍ତ ଏସ୍‌ପି ପର୍ଯ୍ୟନ୍ତ ବିଭିନ୍ନ ପଦ ସାମିଲ ରହିଛି । ନୂଆ ପଦବୀ…

IAS ପାହ୍ୟାକୁ ପଦନ୍ନୋତି ହେଲେ ୧୪ OAS ଅଫିସର

ଭୁବନେଶ୍ୱର: ରାଜ୍ୟର ୧୪ ବରିଷ୍ଠ OASଙ୍କ ପଦୋନ୍ନତି କଲେ ରାଷ୍ଟ୍ରପତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ୨୦୨୫ ସିଲେକ୍ଟ ଲିଷ୍ଟ ଆଧାରରେ ପଦନ୍ନୋତି ହୋଇଛି। ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବାରେ ୧୪…