Latest Odisha News

BREAKING NEWS

Yearly Archives

2026

ଝାରସୁଗୁଡ଼ା ଏସବିଆଇ ଏଟିଏମରେ ଅଗ୍ନିକାଣ୍ଡ

ଝାରସୁଗୁଡା: ସୋମବାର ସକାଳେ ଝାରସୁଗୁଡାର ବେଲପାହାଡ଼ ରେଳ ଫାଟକ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏଟିଏମ୍‌ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ,…

ସାଇବର ଠକଙ୍କ ଯୋଜନା ପଣ୍ଡ, ୭ ନକଲି ହୋଟେଲ ୱେବସାଇଟ୍ ବନ୍ଦ କଲା ପୋଲିସ

ଭୁବନେଶ୍ୱର: ସାବାଡ ହେଲେ ସାଇବର ଲୁଟେରା। ରଥଯାତ୍ରାରେ ସାଇବର ଠକଙ୍କୁ ମିଳିଛି ବଡ଼ ଝଟକା। ସାଇବର ଠକଙ୍କ ଯୋଜନା ପଣ୍ଡ କଲା ପୋଲିସ। ୭ ନକଲି ହୋଟେଲ ୱେବସାଇଟ୍ ହେଲା ବନ୍ଦ। ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ସୁଯୋଗ କରି ସକ୍ରିୟ ହୋଇଥିଲେ ସାଇବର ଠକ। ନକଲି ହୋଟେଲ ବୁକିଂ ୱେବସାଇଟ୍…

ଆଜି ହେରା ପଞ୍ଚମୀ: ମହାପ୍ରଭୁଙ୍କ ରଥ ଭାଙ୍ଗିବେ ଅଭିମାନିନୀ ମା’ ଲକ୍ଷ୍ମୀ

ପୁରୀ: ନବଦିନାତ୍ମକ ଘୋଷଯାତ୍ରାରେ ଯାଇ ମାଉସୀ ମା ଘରେ ଅଛନ୍ତି ତିନି ଠାକୁର । ଘୋଷଯାତ୍ରାରେ ରଥାରୂଢ ହୋଇ ଆଡପ ମଣ୍ଡପ ବିଜେ ପରିଛନ୍ତି ମହାପ୍ରଭୁ । ହେଲେ ସାଙ୍ଗରେ ମା ଲକ୍ଷ୍ମୀଙ୍କୁ ଆଣିନଥିବାରୁ ଶ୍ରୀମନ୍ଦିରରେ ରୁଷିଛନ୍ତି ମା ଲକ୍ଷ୍ମୀ । ଏଥିପାଇଁ ଆଜି ଶ୍ରୀକ୍ଷେତ୍ର ପୁରୀରେ ହେବ…

ଭାଙ୍ଗିଲା ମେସୀଙ୍କ ସ୍ୱପ୍ନ; ଫିଫା ବିଶ୍ୱକପ୍‌ ଜିତିଲା ସ୍ପେନ୍

ନ୍ୟୁୟର୍କ: ରବିବାର ମେଟଲାଇଫ୍ ଷ୍ଟାଡିୟମରେ ଅନୁଷ୍ଠିତ ଏକ ଐତିହାସିକ ଫାଇନାଲରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନାକୁ ୧-୦ ଗୋଲରେ ପରାସ୍ତ କରି ଫିଫା ବିଶ୍ୱକପ୍ 2026 ଜିତିଛି ସ୍ପେନ। ୟୁରୋପୀୟ ଚାମ୍ପିଅନ୍ ସ୍ପେନ କେବଳ ଫୁଟବଲର ସବୁଠାରୁ ବଡ଼ ପୁରସ୍କାର ଜିତିନାହିଁ ବରଂ ରେକର୍ଡ ଭାଙ୍ଗି ଫିଫା…

ଆଜିଠୁ ସଂସଦର ମୌସୁମୀ ଅଧିବେଶନ; ଏସବୁ ପ୍ରସଙ୍ଗରେ ଆଲୋଚନା ହୋଇପାରେ…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆଜି ଆରମ୍ଭ ହେଉଛି। ଏହି ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନର ହଂସ ଗେଟରେ ଗଣମାଧ୍ୟମକୁ ସମ୍ବୋଧିତ କରିପାରନ୍ତି। ଏହି ଅଧିବେଶନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ରିପୋର୍ଟ ଅନୁଯାୟୀ, ଭାରତର ୭୯ତମ ସ୍ୱାଧୀନତା ଦିବସ ଅବସରରେ…

ଅନଶନ ଭାଙ୍ଗିବେ ସୋନମ ୱାଙ୍ଗଚୁକ୍, ୨ଟି ସର୍ତ୍ତ ରଖିଲେ ପତ୍ନୀ…

ନୂଆଦିଲ୍ଲୀ: ଅନଶନ ଭାଙ୍ଗିବେ ସୋନମ ୱାଙ୍ଗଚୁକ୍। ଦିଲ୍ଲୀ ହାଇକୋର୍ଟ ସୋନମ ୱାଙ୍ଗଚୁକଙ୍କୁ ସରକାରୀ ପରିଚାଳିତ ସଫଦରଜଙ୍ଗ ହସ୍ପିଟାଲରୁ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରିବାକୁ ଅନୁମତି ନଦେବା ପରେ ସେ ଅନଶନ ସମାପ୍ତ କରିବାକୁ ରାଜି ହୋଇଛନ୍ତି ବୋଲି ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ରବିବାର…

‘ବନ୍ଦେ ମାତରମ୍’କୁ ଅସମ୍ମାନ କଲେ ହେବ ଜେଲ୍, ଖୁବ୍ ଶୀଘ୍ର ଆସିବ ବିଲ୍…

ନୂଆଦିଲ୍ଲୀ: ସାଂସ୍କୃତିକ ଜାତୀୟତାବାଦକୁ ସର୍ବଦା ରାଜନୈତିକ ଏଜେଣ୍ଡା ଭାବରେ ସମର୍ଥନ କରୁଥିବା ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର, ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ, ୧୯୭୧ରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ମୂଳ ଆଇନକୁ ସଂଶୋଧନ କରି, ସଂଶୋଧିତ…

ପୋଲିସ ଭ୍ୟାନ ନେଲା ୨ଜୀବନ; ଜଣେ ଗୁରୁତର

ସୁନ୍ଦରଗଡ଼:ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼ା ଥାନା ଛଟେନପାଲି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ପୋଲିସ ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଲେଫ୍ରିପଡ଼ା ଥାନା ଗାଡ଼ି ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ପରିଚୟ ମିଳି ନାହିଁ।…

କୋରାପୁଟରେ ଗୋହତ୍ୟା ଓ ମାଂସ ବିକ୍ରି ଘଟଣା; ଜଣେ ମହିଳାଙ୍କ ସମେତ ୨ ଗିରଫ,୧୫ ଅଟକ

କୋରାପୁଟ:ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୫ଜଣଙ୍କୁ ରବିବାର ଅଟକ ରଖାଯାଇଛି। ଏହି ଘଟଣା କୋରାପୁଟ ଜିଲ୍ଲାରେ ପ୍ରଥମ ବୋଲି ଆଲୋଚନା ହେଉଛି। ଅଭିଯୁକ୍ତମାନେ ହେଲେ ହମିଦ ବିବି ଓ ମାଧବ ଭୋଈ। ୩…

ଜିଏସ୍‌ଟି ଫାଙ୍କି ପାନମସଲା ଚାଲାଣ; ୯ ଲକ୍ଷ ୩୬ ହଜାର ଟଙ୍କା ଜରିମାନା

ଭଷ୍ମା:ଜିଏସ୍‌ଟି ଫାଙ୍କି ପାନମସଲା ଚାଲାଣ ବେଳେ ଏକ ଗାଡ଼ିକୁ ଧରିଲା ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ପୋଲିସ । ଜିଏସ୍‌ଟି ଅଧିକାରୀ ଜିଏସ୍‌ଟି ସମେତ ୯ ଲକ୍ଷ ୩୬ ହଜାର ଟଙ୍କା ଜରିମାନା କରିଛନ୍ତି । ପୋଲିସକୁ ସୂତ୍ରରୁ ସୂଚନା ମିଳିଥିଲା ଯେ ଶନିବାର ରାତିରେ ଜିଏସ୍‌ଟି ଫାଙ୍କି ଏକ ପାନମସଲା…