Latest Odisha News

BREAKING NEWS

Yearly Archives

2026

ଆକ୍ସନ ମୋଡ୍‌ରେ ବିଇଓ: ନିଶାଶକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଦୁଇ ଶିକ୍ଷକଙ୍କ ଦରମା ବନ୍ଦ

ବାରିପଦା: ନିଶାରେ ସ୍କୁଲ ଆସିଲେ ଶିକ୍ଷକ! ଆକ୍ସନ ନେଲେ କପ୍ତିପଦା ବିଇଓ। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ପାଇଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହିତ ଦୁଇ ଜଣଙ୍କ ଦରମା ବନ୍ଦ କରିଛନ୍ତି ବିଇଓ। ଏହା ସହିତ ଜଣେ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।…

ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିବେନି ଏମଏସ ଧୋନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ, ଚେନ୍ନାଇ ସୁପର କିଙ୍ଗସର ଖେଳାଳି ମହେନ୍ଦ୍ର ସିଂହ ଧୋନି ଆଇପିଏଲରେ ଇମ୍ପାକ୍ଟ ପ୍ଲେୟାର ଭାବରେ ଖେଳିବାକୁ ଚାହୁଁନାହାଁନ୍ତି । ଯଦି ସେ ଆଗାମୀ ସିଜନରେ ଖେଳନ୍ତି, ତେବେ ଜଣେ ଫୁଲଟାଇମ୍ ୱିକେଟକିପର ଭାବେ ସମ୍ପୂର୍ଣ୍ଣ ୨୦ ଓଭର ପଡ଼ିଆରେ…

Corruption case:ଟଙ୍କା ହେରଫେର ମାମଲାରେ ପୂର୍ବତନ ଜିଲ୍ଲାପାଳ ଦୋଷୀ; କାରାଦଣ୍ଡ ସହ ପେନସନ୍ ବନ୍ଦ

ଭୁବନେଶ୍ବର:୯ ଲକ୍ଷ ଟଙ୍କା ସରକାରୀ ଅର୍ଥ ହେରଫେର ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ IAS ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବର୍ଷେ ଜେଲ୍,ପେନସନ୍ ବନ୍ଦ ପାଇଁ ପଦକ୍ଷେପ ନେବ ଭିଜିଲାନ୍ସ ବିଭାଗ । ପ୍ରାୟ ୯ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ମାମଲାରେ ପୂର୍ବତନ…

ଓଡ଼ିଶାରେ ପୁଣି ବନ୍ୟା ଆଶଙ୍କା, ଅତି ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି

ଭୁବନେଶ୍ୱର: ଗତ କିଛି ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଥିଲା। ଏବେ ଗୋଟିଏ ସପ୍ତାହ ଧରି ଓଡ଼ିଶାରେ ବର୍ଷା କମିଥିଲା। ହେଲେ ଏବେ ପୁଣିଥରେ ଚଳିତ ସପ୍ତାହର ଶେଷ ଆଡକୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେଲେ ଓଡ଼ିଶାର…

India-Iran meeting: ମୋଦି–ପେଜେଶ୍କିଆନ୍‌ଙ୍କ ଭେଟ ପରେ ତାତିଗଲେ ଆମେରିକା ବିଦେଶ ମନ୍ତ୍ରୀ, ଦେଲେ କଡା ଚେତାବନୀ…

ନୂଆଦିଲ୍ଲୀ: କିର୍ଗିଜସ୍ତାନର ରାଜଧାନୀ ବିଶକେକ୍‌ରେ ଚାଲିଥିବା ୨୬ତମ ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇରାନର ରାଷ୍ଟ୍ରପତି ମାସୁଦ ପେଜେଶ୍କିଆନ୍‌ଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଏହି ବୈଠକକୁ ନେଇ ଆମେରିକାର ପ୍ରତିକ୍ରିୟା ଏବେ ଚର୍ଚ୍ଚାରେ।…

ବେକରେ କଟୁରୀ ଲଗାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ; ଟଙ୍କାସହ ବ୍ୟାଗ୍ ନେଇ ଫେରାର

ବାଲିପାଟଣା:ଭୁବନେଶ୍ବର ଉପକଣ୍ଠରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ବାଲିପାଟଣା ଥାନାର ହଂସପାଳ- ଅଭୟମୁଖି ଗୋପ ବ୍ରାଞ୍ଚ କେନାଲ ବନ୍ଧ ରାସ୍ତା ସାହେବନଗରଠାରେ ୨ ଜଣ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଛି । ଭାରତ ଫାଇନାନ୍ସର ୨ ଜଣ କର୍ମଚାରୀଙ୍କ ବେକରେ…

ବୁର୍ଲା ବିଚ୍‌ ରାସ୍ତାରେ ଗୁଳିକାଣ୍ଡ ଘଟଣା, ରାଜାକୁ ବନ୍ଧୁକ ଯୋଗାଇଥିବା ଯୁବକ ଗିରଫ

ସମ୍ବଲପୁର: ବୁର୍ଲା କିର୍ବା ଛକରେ ଗତ ୨୯ ତାରିଖ ଦିନ ମାଂସ ଦୋକାନୀ ମହମ୍ମଦ ଅନିଶଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଗୁଳି କରିଥିବା ରାଜା ସ୍ୱାମୀକୁ ବନ୍ଧୁକ ଯୋଗାଇଥିବା ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ସେହି କିର୍ବାର ପ୍ରଭାତ ରଞ୍ଜନ ଧଳ ଓରଫ ଟିଟୁ (୩୮)…

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ୍ ଡ୍ରଗ୍ସ କଣ୍ଟ୍ରୋଲର ସଞ୍ଜୟ ହାଁସଦା

ଭୁବନେଶ୍ୱର: ହୋଲସେଲ ଔଷଧ ଲାଇସେନ୍ସ ପ୍ରଦାନ ପାଇଁ ୬,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଯାଜପୁରର ଜଣେ ଆସିଷ୍ଟାଣ୍ଟ୍ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଗିରଫ କରିଛନ୍ତି। ଉକ୍ତ ଅଧିକାରୀ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଦାୟିତ୍ୱରେ ଥିବା ଯାଜପୁରର ସହକାରୀ…

Putin’s Family: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ମୁଖ୍ୟ, ହେଲେ କାହିଁକି ଦୁନିଆଠୁ ନିଜ ପରିବାରକୁ ଲୁଚାଇ…

ନୂଆଦିଲ୍ଲୀ: କାହିଁକି ଦୁନିଆ ଠାରୁ ଦୂରରେ ପୁଟିନଙ୍କ ପରିବାର? ବିଶ୍ୱର ସବୁଠୁ ଚର୍ଚ୍ଚିତ ନେତାଙ୍କ ପରିବାରକୁ ନେଇ ରହିଛି ଅନେକ ରହସ୍ୟ! ଭାରତର ବନ୍ଧୁ ରୁଷିଆର ରାଷ୍ଟ୍ର ମୁଖ୍ୟ ଭ୍ଲାଦିମିର ପୁଟିନଙ୍କ ରାଜନୈତିକ ଜୀବନ ବିଷୟରେ ସାରା ବିଶ୍ୱ ଜାଣେ। କିନ୍ତୁ କ’ଣ ଆପଣ ତାଙ୍କ ପରିବାର ବିଷୟରେ…

BCI କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: ଆଇନ ଶିକ୍ଷାର୍ଥୀଙ୍କୁ ଦଣ୍ଡ ଦେବାର ବିସିଆଇର କୌଣସି ଅଧିକାର ନାହିଁ

ନୂଆଦିଲ୍ଲୀ: ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (BCI)କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା। ସୁପ୍ରିମକୋର୍ଟ ବିସିଆଇକୁ ଭର୍ତ୍ସନା କରିଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ ଶୃଙ୍ଖଳାମୂଳକ କାର୍ଯ୍ୟାନୁଷ୍ଠାନ ନେବାର BCIର କୌଣସି ଆଇନଗତ…