କଣ୍ଟେନରର ଗୁପ୍ତ ଚେମ୍ବରରୁ ମିଳିଲା ଗଞ୍ଜେଇ ;ବଜାର ମୂଲ୍ୟ ୧୨ କୋଟି,ମାଫିଆ ଫେରାର
ସୁବଳୟା:ସୁବର୍ଣ୍ଣପୁର ପୋଲିସକୁ ଏକ ବଡ ସଫଳତା ମିଳିଛି। ସୁବଳୟା ଥାନା ପୋଲିସ ଟିମ୍ ଚଢ଼ାଉ କରି ଏକ ଟ୍ରକରୁ ୧୨.୫ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରିଛି। ଜବତ ହୋଇଥିବା ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।…