Latest Odisha News

BREAKING NEWS

Yearly Archives

2026

ଆସୁଛି ଲଘୁଚାପ, ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର: ଶନିବାର ଅପରାହ୍ନରେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଏବଂ ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏକ ସତର୍କ ସୂଚନା ଜାରି କରିଛି। ସୂଚନା ଅନୁଯାୟୀ, ଶନିବାର ରାଜ୍ୟର ଅଧିକାଂଶ ସ୍ଥାନରେ…

ଲିଫ୍ଟ ଦେବାକୁ ମନା କରିବାରୁ ବେକ କାଟିଦେଲା ଯୁବକ

ହିଞ୍ଜିଳି: ଲିଫ୍ଟକୁ ନେଇ ହତ୍ୟାକାଣ୍ଡ। ଲିଫ୍ଟ ନଦେବାରୁ ଗଳା କାଟିଦେଲା ଯୁବକ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡୁର ଛକ ନିକଟରେ । ଗତକାଲି ବିଳମ୍ବିତ ରାତିର ଏହି ଘଟଣା । ଆହାତ ବ୍ୟକ୍ତି ଏବେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।…

Pakistan’s Conspiracy: ସୀମାରେ ପାକିସ୍ତାନର ଆଉ ଏକ ଚାଲ୍ ବିଫଳ, ଡ୍ରୋନ୍ ସହ ଚୀନ୍ ନିର୍ମିତ ପିସ୍ତଲ, ୨…

ଫାଜିଲ୍କା: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ପୁଣି ଥରେ ଡ୍ରୋନ୍ ମାଧ୍ୟମରେ ଭାରତକୁ ଅସ୍ତ୍ର ପଠାଇବାକୁ ହୋଇଥିବା ଉଦ୍ୟମ ସାମ୍ନାକୁ ଆସିଛି। ପଞ୍ଜାବର ଫାଜିଲ୍କା ଜିଲ୍ଲାର ଟାହଲିୱାଲା ଗାଁ ନିକଟରୁ ଏକ ଡ୍ରୋନ୍ ଠାବ ହୋଇଛି। ଏହି ଡ୍ରୋନ୍ ପାକିସ୍ତାନ ପଟୁ ଭାରତୀୟ ସୀମା ଭିତରକୁ ପ୍ରବେଶ…

ଶିମିଳିପାଳରେ ବାଘୁଣୀ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (STR)ର କୋର୍ ଏରିଆ ଭିତରେ ଏକ ପାଞ୍ଚ ବର୍ଷ ବୟସର ବାଘୁଣୀ ମୃତ ଅବସ୍ଥାରେ ଉଦ୍ଧାର ହୋଇଛି। ଏହି Pseudo-Melanistic ବାଘୁଣୀ ଶିମିଳିପାଳ ଦକ୍ଷିଣ ଡିଭିଜନର UBK ରେଞ୍ଜରେ ଜଟିଆନି କ୍ୟାମ୍ପ ନିକଟରେ ମରି ପଡ଼ିଥିଲା। STR…

ଏକକ ଶିକ୍ଷକ ଥିବା ସ୍କୁଲରେ ଅତିରିକ୍ତ ଶିକ୍ଷକ ନିଯୁକ୍ତି ପାଇଁ ସରକାରଙ୍କ ନିର୍ଦ୍ଦେଶ 

ଭୁବନେଶ୍ୱର: ଜଣେ ଶିକ୍ଷକ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଅତିରିକ୍ତ ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି ଦେବା ପାଇଁ ଓଡ଼ିଶା ସରକାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ…

ସୁନ୍ଦରଗଡ଼ରେ ଯୁବକଙ୍କୁ ଜାଳିଦେଲେ ଦୁର୍ବୁତ୍ତ!

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ଅଞ୍ଚଳର ଏକ ଗାଁରେ ଶନିବାର ଦିନ ଚାରି ଜଣ ମୁଖାପିନ୍ଧା ବ୍ୟକ୍ତି ଜଣେ ଯୁବକଙ୍କୁ ପେଟ୍ରୋଲ ଢାଳି ଜାଳି ଦେଇଛନ୍ତି। ଯାହା ଫଳରେ ସେ ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ସକାଳେ ଜିଲ୍ଲାର ଲହୁଣୀପଡ଼ା ଥାନା ଅଧୀନରେ…

Flying Car: ଆକାଶରେ ଉଡିଲା କାର୍!

ଡେରାଡୁୁନ୍: ରାସ୍ତାରେ ନୁହେଁ, ଆକାଶରେ ଉଡିବ କାର୍! ଭାରତର ‘ଫ୍ଲାଇଂ କାର’ ସ୍ୱପ୍ନକୁ ମିଳିଲା ନୂଆ ଉଡାଣ! ଟ୍ରାଫିକ୍ ଜାମ୍ ଓ ରାସ୍ତାରେ ବଢ଼ୁଥିବା ଭିଡ଼ ମଧ୍ୟରେ ଭବିଷ୍ୟତର ଯାତାୟାତ କିପରି ହୋଇପାରେ, ତାହାର ଏକ ଝଲକ ଦେଖାଇଛନ୍ତି ଉତ୍ତରାଖଣ୍ଡର ଜଣେ ଯୁବ ଉଦ୍ଭାବକ। ଯାହା…

Parliament Monsoon Session: ମୌସୁମୀ ଅଧିବେଶନର ଶେଷ ୪ ଦିନ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? ପରିସୀମନ, ମହିଳା…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଶେଷ ୪ ଦିନ ଏବେ ଜାତୀୟ ରାଜନୀତି ପାଇଁ ଅତ୍ୟନ୍ତ ରୋଚକ ହୋଇପଡ଼ିଛି। ପରିସୀମନ ବିଲ୍‌, ମହିଳା ସଂରକ୍ଷଣ ବିଲ୍‌ ଏବଂ FCRA ବିଲ୍‌କୁ ନେଇ ସଂସଦ ଭିତରେ ଓ ବାହାରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଯଦିଓ ସରକାର ଏପର୍ଯ୍ୟନ୍ତ ଏହି ବିଲ୍‌ଗୁଡ଼ିକୁ କେବେ…

କାଠଯୋଡ଼ିକୁ ଡେଇଁଲେ ଯୁବକ; ଉପରେ ରେନକୋଟ୍, ମୋବାଇଲ୍…

କଟକ: କଟକର ସୁଭାସ ସେତୁରୁ ଶନିବାର ସକାଳେ କାଠଯୋଡି ନଦୀକୁ ଡେଇଁ ଜଟଣୀର ଜଣେ ଯୁବକ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଯାହା ପରେ ପୋଲିସ ଏବଂ ଅଗ୍ନିଶମ ସେବା କର୍ମଚାରୀମାନେ ସନ୍ଧାନ ଅଭିଯାନ ଆରମ୍ଭ କରିଛନ୍ତି। ନିଖୋଜ ଯୁବକ ଜଟଣୀ ଅଞ୍ଚଳର ଲିପୁ ସାହୁ ବୋଲି ଚିହ୍ନଟ କରାଯାଇଛି। ତାଙ୍କ…

Arunachal Pradesh: ଚୀନର ଚାଲକୁ ବଡ ପ୍ରହାର! ଅରୁଣାଚଳ ପ୍ରଦେଶର ୨୭ ସ୍ଥାନର ନାଁ ଭାରତର ଅଫିସିଆଲ ମ୍ୟାପରେ…

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶକୁ ନେଇ ଚୀନର ନାମ ବଦଳ ଚାଲ୍‌କୁ ଜବାବ ଦେଇ ଭାରତ ନେଇଛି ଏକ ବଡ଼ ପଦକ୍ଷେପ। ଅରୁଣାଚଳ ପ୍ରଦେଶର ୨୭ଟି ସ୍ଥାନ ଓ ସେଗୁଡ଼ିକର ଭୌଗୋଳିକ ବିଶେଷତାର ମାନକ ନାମକୁ ଭାରତର ଅଫିସିଆଲ ମ୍ୟାପରେ ସାମିଲ କରାଯାଇଛି। ଭାରତୀୟ ସର୍ଭେ ବିଭାଗ ପକ୍ଷରୁ ଏହି ସ୍ଥାନଗୁଡ଼ିକୁ…