ଶହେ ଟଙ୍କା ଲାଂଚ, ୩୧ବର୍ଷ ପରେ ଜେଲ୍
ଝାଡଖଣ୍ଡ: ୧୯୯୫ରେ ଶହେ ଟଙ୍କା ଲାଂଚ ମାଗିଥିବା ଅଭିଯୋଗରେ ଜଣେ ସରକାରୀ କର୍ମଚାରୀଙ୍କୁ ୩୧ ବର୍ଷ ପରେ ଦୋଷୀ ସାବ୍ୟସ୍ତ କଲେ ହାଇକୋର୍ଟ । ୭୫ ବର୍ଷ ବୟସରେ ଗଲେ ଜେଲ୍ ରେଳ କର୍ମଚାରୀ । ଆଇନ ଆଗରେ ସମସ୍ତେ ସମାନ । ସେ ଶହେ ଟଙ୍କା ହେଉ କି ଲକ୍ଷେ, ଲାଂଚ ନେଲେ ଦଣ୍ଡପାଇବ । ଯାହାର ପ୍ରମାଣ…