Latest Odisha News

BREAKING NEWS

Yearly Archives

2026

୨୩ ରାତିରେ ବିଶାଖାପାଟଣା-ଗୋପାଳପୁର ମଧ୍ୟରେ ଉପକୂଳ ଛୁଇଁବ ଗଭୀର ଅବପାତ: ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକଙ୍କ ସଦ୍ୟତମ ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଜି ସନ୍ଧ୍ୟାରୁ ରାତି ମଧ୍ୟରେ ଏକ 'ଗଭୀର ଅବପାତ'ର ରୂପ ନେବାକୁ ଯାଉଛି । ଏହି ସାମୁଦ୍ରିକ ଝଡ଼ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଦ୍ରୁତ ଗତି କରି ଆସନ୍ତା ୨୩…

ଟିପିଏସ୍ଓଡିଏଲ୍‌ ତରଫରୁ ‘ସୋଲାର ରଥ’ ଶୁଭାରମ୍ଭ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ତରଫରୁ ଦକ୍ଷିଣ ଓଡ଼ିଶାରେ ସୌର ଶକ୍ତିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଲୋକଙ୍କୁ ସଚେତନ କରିବା ଏବଂ ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’କୁ…

ଦିଲ୍ଲୀ ପ୍ରିମିୟର ଲିଗରୁ ଆଇପିଏଲ ଯାଏଁ ସ୍ପଟଫିକ୍ସିଂ, ଟିମ୍ ଲିକ୍ ଅଭିଯୋଗ, ତଦନ୍ତ ପାଇଁ ବିସିସିଆଇକୁ ଅନୁରୋଧ

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରିମିୟର ଲିଗରେ ମ୍ୟାଚ୍‌ର ପ୍ଲେଇଂ ଏକାଦଶ ଲିକ୍ ଏବଂ ସ୍ପଟ୍-ଫିକ୍ସିଂ ଅଭିଯୋଗକୁ ନେଇ କ୍ରିକେଟ୍ ଜଗତରେ ହଙ୍ଗାମା ସୃଷ୍ଟି ହୋଇଛି । ତହେଲକାର ଏକ ଷ୍ଟିଂ ଅପରେସନ୍ ପରେ ଏହି ମାମଲା ଏବେ ଆଇପିଏଲ ପର‌୍ୟ୍ୟନ୍ତ ପହଞ୍ଚିଛି । ସାମ୍ନାକୁ ଆସିଥିବା ରିପୋର୍ଟ ଅନୁସାରେ,…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର:ଅକ୍ଟୋବର ୨୭ରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସାଂସଦ ନବ ଚରଣ ମାଝୀ ଦେଇଛନ୍ତି ସୂଚନା। ସେ କହିଛନ୍ତି, ‘ଅକ୍ଟୋବର ୨୭ରେ ରାଇରଙ୍ଗପୁର ଗସ୍ତ କରିବେ ଏବଂ ୨୮ରେ ଫେରିଯିବେ। ଏହି…

ବହି ତ୍ରୁଟି ଓ ଏମଏମଡିଆରକୁ ନେଇ ବିଧାନସଭା ବିରୋଧୀଙ୍କ ପ୍ରତିବାଦ, ଆଲୋଚନା ପାଇଁ ପ୍ରସ୍ତୁତ ଶାସକ

ଭୁବନେଶ୍ୱର: ମଙ୍ଗଳବାର(୨୨ ସେପ୍ଟେମ୍ବର) ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ । ଆରମ୍ଭରୁ ହିଁ ସରଗରମ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ମଙ୍ଗଳବାର ସକାଳ ୧୧ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବନ୍ଦେ ମାତରମ୍‌ ଓ…

ଜାପାନକୁ ହରାଇ ରୋମାଞ୍ଚକର ବିଜୟ ହାସଲ କଲା ଭାରତ

ସାନୋ (ଜାପାନ): ଚଳିତ ଏସିଆନ ଗେମ୍ସରେ ଭାରତୀୟ କ୍ରିକେଟ ଟିମ ଆୟୋଜକ ଜାପାନକୁ ଟି୨୦ ମୁକାବିଲାରେ ହରାଇବା ପାଇଁ ନାକେଦମ ହୋଇଛି ।ì ବର୍ଷା ବାଧାପ୍ରାପ୍ତ ଏକ ରୋମାଞ୍ଚକର ୫ ଓଭରିଆ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ଆୟୋଜକ ଜାପାନକୁ ମାତ୍ର ୨ ରନ୍‌ରେ ପରାସ୍ତ କରିଛି । ମ୍ୟାଚ୍‌ର ଶେଷ ଓଭରରେ…

ଡିଜିପି ନିଯୁକ୍ତି ମାମଲା: ସୁପ୍ରିମକୋର୍ଟରେ ଆସନ୍ତାକାଲି ହେବ ମୌଖିକ ଶୁଣାଣି

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ତଥା ସ୍ଥାୟୀ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତିକୁ ନେଇ ଲାଗି ରହିଥିବା ସସପେନ୍ସ ଏବେ ଆହୁରି ବଢ଼ିଛି। ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଡିଜିପି ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଗୁରୁତ୍ୱପୂର୍ଣ୍ଣ…

Asian Games: ଶ୍ରୀଲଙ୍କାକୁ ଧୂଳି ଚଟାଇ ଏସିଆନ୍ ଗେମ୍ସରେ ଭାରତର ପ୍ରଥମ ସ୍ୱର୍ଣ୍ଣ! ୧୪୭ ରନ୍‌ରେ ଜିତିଲା ମହିଳା…

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୬ରେ ଭାରତ ପାଇଁ ଆସିଲା ପ୍ରଥମ ସ୍ୱର୍ଣ୍ଣ ପଦକ। ମହିଳା କ୍ରିକେଟ୍ ଟିମ୍‌ ଶ୍ରୀଲଙ୍କାକୁ ଫାଇନାଲ୍‌ରେ ଏକତରଫା ଭାବେ ହରାଇ ସ୍ୱର୍ଣ୍ଣ ଜିତିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ବିଜୟୀ ହୋଇ ଏସିଆନ୍ ଗେମ୍ସରେ…

ଶ୍ରୀମନ୍ଦିରରେ ‘ବାମନ ଜନ୍ମ’ ନୀତି; ବୁଧବାର ୬ ଘଣ୍ଟା ପାଇଁ ଦର୍ଶନ ବନ୍ଦ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ବୁଧବାର ଦିନ 'ବାମନ ଜନ୍ମ ନୀତି' ପାଳନ ହେବାକୁ ଥିବାରୁ ଭକ୍ତମାନଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଛଅ ଘଣ୍ଟା ପାଇଁ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ସୂଚନା ଦେଇଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା…

ଡିଜେ-ସାଉଣ୍ଡ ସିଷ୍ଟମ୍ ବ୍ୟବହାରକୁ ନେଇ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଖୁବଶୀଘ୍ର ଆସିବ ଗାଇଡଲାଇନ

ଭୁବନେଶ୍ୱର: ଆରମ୍ଭ ହେଲାଣି ପାର୍ବଣ ଋତୁ। ଆଉ ଏହି ସମୟରେ ବିଭିନ୍ନ ଅଞ୍ଚଳରେ ଉତ୍ସାହ ଲାଗି ରହିବ। ଏବେ ଗଣେଶ ପୂଜା ଶେଷ ହୋଇଛି। ଆଗକୁ ଦଶହରା, ଲକ୍ଷ୍ମୀପୂଜା ଓ କାଳୀପୂଜା ଆସୁଛି। ପାର୍ବଣକୁ ନେଇ ଚାରିଆଡେ ଉତ୍ସାହ ଲାଗି ରହିଥିବା ବେଳେ କମିସନରେଟ ପୋଲିସ ପକ୍ଷରୁ ଡିଜେକୁ ନିଷେଧ କରାଯାଇଛି।…