Latest Odisha News

BREAKING NEWS

Yearly Archives

2026

ହକି ବିଶ୍ୱକପ: ଭାରତକୁ ବଡ ଝଟକା, ୨୮ ବର୍ଷ ପରେ ଘଟିଲା ଏ ଭଳି ଘଟଣା

ନୂଆଦିଲ୍ଲୀ:ଅଗଷ୍ଟ ୧୫ରୁ ନେଦରଲ୍ୟାଣ୍ଡସ ଏବଂ ବେଲଜିୟମର ମିଳିତ ଆୟୋଜନରେ ଆରମ୍ଭ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ୱକପରୁ ଏକ ନିରାଶାଜନକ ଖବର ସାମ୍ନାକୁ ଆସିଛି । ୨୮ ବର୍ଷ ପରେ ବିଶ୍ୱକପରେ କୌଣସି ଭାରତୀୟ ଅମ୍ପାୟାର କିମ୍ବା ଟେକ୍ନିକାଲ ଅଫିସିଆଲ ମ୍ୟାଚ୍ ପରିଚାଳନା କରୁଥିବାର ନଜର ଆସିବେ…

ଫୁଡ୍‌ ପ୍ରୋସେସିଂ ହବ୍‌ ହେବ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାକୁ ଫୁଡ୍‌ ପ୍ରୋସେସିଂ ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାକୁ ଏକ ପ୍ରମୁଖ ନିବେଶ କେନ୍ଦ୍ରରେ ପରିଣତ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ପ୍ରୟାସ। ଏଥିପାଇଁ ନୂଆଦିଲ୍ଲୀରେ ଆୟୋଜନ ହେଉଛି ‘ଓଡ଼ିଶା ଫୁଡ୍ ପ୍ରୋ–୨୦୨୬’। ଜାତୀୟ ସ୍ତରରେ…

ମାଛ ଧରିବାକୁ ଯାଇ ବୃଦ୍ଧ ନିଖୋଜ; କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ଆଣିଲେ…

ମହାକାଳପଡ଼ା: ଜଣେ ମାଛ ଧରାଳିଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି । ନିଖୋଜ ମାଛ ଧରାଳି ହେଲେ ବରକନ୍ଧା ଗ୍ରାମର ଚକ୍ରଧର ବେହେରା(୬୯)।  ମହାକାଳପଡ଼ା ବ୍ଲକ ଦେଇ ପ୍ରବାହିତ ମହାନଦୀ ଶାଖା ଗୁପ୍ତଗିରୀ ନାଳରେ ଜଣେ ମାଛ ଧରାଳିଙ୍କୁ କୁମ୍ଭୀର ଟାଣି ନେଇଥିବା ଗ୍ରାମବାସୀ ଅଭିଯୋଗ …

Delimitation Bill: ଅଗଷ୍ଟରେ ହେବ କି ସଂସଦର ସ୍ୱତନ୍ତ୍ର ଅଧିବେଶନ? ପରିସୀମନ ବିଲ୍‌କୁ ନେଇ ମୋଦିଙ୍କ ବଡ଼ ସଙ୍କେତ

ନୂଆଦିଲ୍ଲୀ: ପରିସୀମନ ବିଲ୍‌କୁ ନେଇ ଦିଲ୍ଲୀରେ ରାଜନୈତିକ ତାତି ବଢ଼ିଛି। ପରିସୀମନ ବିଲ୍ ପାସ୍ କରାଇବା ପାଇଁ ସରକାରଙ୍କ ପାଖରେ ଆବଶ୍ୟକ ସମର୍ଥନ ରହିଥିବା ନେଇ ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର NDA ସାଂସଦଙ୍କ ସହ ଏକ ବୈଠକରେ ମୋଦି ଏନେଇ ଆଲୋଚନା କରିଥିବା…

ହିଟ୍ ଆଣ୍ଡ୍ ରନ୍ ମାମଲା: ୨ଟି ବାଇକ ଓ ସ୍କୁଟିକୁ ଧକ୍କା ଦେଲା କାର, ୭ ଗୁରୁତର

ଯାଜପୁର: କୁଆଖିଆ ବଜାରରେ ଛାତିଥରା ହିଟ୍ ଆଣ୍ଡ୍ ରନ୍ ମାମଲା। ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ। ଡ୍ରାଇଭର ମଦ ପିଇ ଚଲାଉଥିଲେ ଗାଡ଼ି। ଏହି ଘଟଣାରେ ୭ଜଣ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା କାର ଚାଳକ ଅତ୍ୟଧିକ ମଦ୍ୟପାନ କରିଥିବା ମେଡିକାଲ ପରୀକ୍ଷା ପରେ ଡାକ୍ତର…

Nuclear power plant: ଓଡ଼ିଶାରେ ହେବ ପରମାଣୁ ପ୍ଲାଣ୍ଟ! ସରକାରଙ୍କ ପାଖରେ ପହଞ୍ଚିଲେ ଟାଟା, ଆଦାନୀ…କାହା…

ଭୁବନେଶ୍ୱର: ଓଡ଼ିଶାରେ ପରମାଣୁ ଶକ୍ତି ଉତ୍ପାଦନକୁ ନେଇ ବଡ଼ ଖବର। ରାଜ୍ୟରେ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ଦେଶର ଦୁଇ ବଡ଼ ଶିଳ୍ପ ଗୋଷ୍ଠୀ ଟାଟା ଗ୍ରୁପ୍ ଓ ଆଦାନୀ ଗ୍ରୁପ୍ ଓଡ଼ିଶା ସରକାରଙ୍କ ନିକଟରେ ଅଲଗା ଅଲଗା ପ୍ରସ୍ତାବ ଦେଇଛନ୍ତି। ତେବେ ଏହି ପ୍ରସ୍ତାବ ଉପରେ ସରକାର…

Boarding School:ପିଲାଙ୍କ ଭବିଷ୍ୟତ ପାଇଁ ବୋଡିଂ ସ୍କୁଲ ଛାଡିଥିଲେ ବାପା ମା’, ହଠାତ୍ ବେଡିଂ ବସ୍ତାନି ଧରି ଚାଲି…

ନବରଙ୍ଗପୁର: ଭଲ ପାଠ ପଢିବେ, ନିଜ ଭବିଷ୍ୟତ ଗଢିବେ ବୋଲି ନିଜ ପିଲାଙ୍କୁ ନିଜ ଠାରୁ ଦୂରେଇ ଦେଇ ବୋଡିଂ ସ୍କୁଲରେ ଛାଡିଥିଲେ ଅଭିଭାବକ । ହେଲେ ଦିନ କେଇଟା ଯାଇନି, ହଠାତ୍ ସ୍କୁଲର ପ୍ରାୟ ୧୮୦ରୁ ଅଧିକ ପିଲା ପାଦରେ ଚାଳି ଚାଲି ଘରକୁ ଫେରିଯିବାର ନିଷ୍ପତ୍ତି ନେଇଥିଲେ । ଏଭଳି ଘଟଣା…

ବାଘଛାଲ ଚୋରାଚାଲାଣର ପର୍ଦ୍ଦାଫାଶ, ଗିରଫ ଅଭିଯୁକ୍ତ

ଭବାନୀପାଟଣା: କଳାହାଣ୍ଡି ବନବିଭାଗକୁ ବଡ଼ ସଫଳତା। ବାଘଛାଲ ଚୋରାଚାଲାଣର ହେଲା ପର୍ଦ୍ଦାଫାଶ। ବାଘ ଛାଲ ବିକ୍ରି ଯୋଜନା ବେଳେ ମାଡ଼ିବସିଲା ବନବିଭାଗ। କଳାହାଣ୍ଡି ଜିଲ୍ଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନର ଡହଗାଁରୁ ବାଘଛାଲ ଜବତ। ବାଘ ଛାଲ ଜବତ ସହ ଜଣେ ବ୍ୟକ୍ତିଙ୍କୁ ବନ ବିଭାଗ ଗିରଫ…

Handloom Day: ‘କିଣନ୍ତୁ, ପିନ୍ଧନ୍ତୁ, ଭିଡିଓ କରନ୍ତୁ…’, GRWM ଟ୍ରେଣ୍ଡରେ ଦେଶୀ ବୁଣାକାରଙ୍କୁ ଦୁନିଆକୁ…

ନୂଆଦିଲ୍ଲୀ: ‘Get Ready With Me’... ଅର୍ଥାତ୍ GRWM। ସୋସିଆଲ ମିଡିଆରେ ଯେଉଁ ଟ୍ରେଣ୍ଡରେ ଲୋକେ ନିଜକୁ ପ୍ରସ୍ତୁତ କରିବା ସମୟର ଭିଡିଓ ଶେୟାର କରନ୍ତି, ଏବେ ସେହି ଟ୍ରେଣ୍ଡରେ ଭାରତର ହ୍ୟାଣ୍ଡଲୁମ୍‌କୁ ଯୋଡ଼ିବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତୀୟ ହ୍ୟାଣ୍ଡଲୁମ୍…

ହିଟ୍ ଆଣ୍ଡ୍ ରନ୍ ମାମଲା: କାରକୁ ଘୋଷାଡ଼ି ନେଲା ଯାତ୍ରୀବାହି ବସ

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥରେ ହିଟ୍ ଆଣ୍ଡ୍ ରନ୍ ମାମଲା। ଭଦ୍ରକ ଜିଲ୍ଲା ଗେଲପୁର ଛକ ନିକଟରେ କାରକୁ ପଛରୁ ଧକ୍କା ଦେଲା ଯାତ୍ରୀବାହି ବସ। ଧକ୍କା ଦେଇ କାରକୁ ଘୋଷାଡ଼ି ନେଇଥିଲା ବସ୍। ବିଳମ୍ବିତ ରାତିରେ ଚଣ୍ଡିଖୋଲରୁ ବାଲେଶ୍ୱର ଅଭିମୁଖେ ଗୋଟିଏ କାରରେ ୪ ଜଣ ବ୍ୟକ୍ତି ଆସୁଥିଲା ବେଳେ…