ବିପଦ ସଙ୍କେତ ଉପରେ ସାପୁଆ ଓ ବଡ଼ଜୋରା ନଈ;ପୋଲ ଉପରେ ୩ଫୁଟ ପାଣି
ହିନ୍ଦୋଳ:ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବଢୁଛି ସାପୁଆ ଓ ବଡ଼ଜୋରା ନଈ । ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଜଳବନ୍ଦୀ ହୋଇରହିଛି । ଏହି ଉପଖଣ୍ଡର ପ୍ରମୁଖ ସାପୁଆ ଓ ବଡ଼ଜୋରା ନଈର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜଳସ୍ତର କ୍ରମାଗତ ଭାବେ ବଢୁଥିବା ଯୋଗୁ ବନ୍ୟା ଜଳ ଗାଁରେ…