Latest Odisha News

BREAKING NEWS

Yearly Archives

2026

ModiPutin:ଦ୍ୱିପାକ୍ଷିକ ବୈଠକ ପରେ…’ନୋମାଡ୍ ଗେମ୍ସ’ ପାଇଁ ଗୋଟିଏ ଗାଡ଼ିରେ ଯାତ୍ରା କଲେ ମୋଦୀ-…

ନୂଆଦିଲ୍ଲୀ: ବିଶକେକ୍‌ରେ ଅନୁଷ୍ଠିତ ଏସସିଓ (SCO) ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ(Prime Minister Narendra Modi ) ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଭେଟିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିର୍ଗିଜସ୍ତାନର ରାଜଧାନୀ ତଥା ସର୍ବବୃହତ ସହର…

ମଜବୁତ ହେଉଛି ଭାରତ-ରୁଷ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ଉଦ୍ୟମକୁ ପ୍ରଶଂସା କଲେ ରାଷ୍ଟ୍ରପତି…

ବିଶକେକ୍: କିର୍ଗିଜସ୍ତାନର ରାଜଧାନୀ ବିଶକେକ୍‌ଠାରେ ବର୍ତ୍ତମାନ ଚାଲିଥିବା ୨୬ତମ ଶାଙ୍ଘାଇ ସହଯୋଗ ସଙ୍ଗଠନ ଶିଖର ସମ୍ମିଳନୀ ବିଶ୍ୱ ରାଜନୀତି ପାଇଁ ଏକ ପ୍ରମୁଖ ମଞ୍ଚ ପାଲଟିଛି। ଏହି ସମ୍ମିଳନୀ ଅବସରରେ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର…

ଟ୍ରେନ୍‌ରେ ଭିଡ଼ କମାଇବାକୁ ରେଳବାଇର ନୂଆ ଯୋଜନା: ସେପ୍ଟେମ୍ବର ମାସ ପାଇଁ ବଢିବ ଏସି ଓ ସ୍ଲିପର କୋଚ୍ ସଂଖ୍ୟା

ଭୁବନେଶ୍ୱର: ଆଗକୁ ପାର୍ବଣ ଋତୁ ଆସୁଥିବାରୁ ବିଭିନ୍ନ ଟ୍ରେନ୍‌ଗୁଡ଼ିକରେ ଯାତ୍ରୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଲାଣି । ଏହି ସମୟରେ ଯାତ୍ରୀମାନଙ୍କ ଗହଳିକୁ ଆଖି ଆଗରେ ରଖି ତଥା ସେମାନଙ୍କୁ ଅଧିକ ଆରାମଦାୟକ ଓ ସୁବିଧାଜନକ ଯାତ୍ରା ପ୍ରଦାନ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ଏକ…

ରାଜ୍ୟରେ ଆଉ ୩ ଦିନ ବର୍ଷିବ: ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜକୁ ଆଇଏମଡିର ‘ରେଡ୍ ଆଲର୍ଟ’

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ଏବେ ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ସମଗ୍ର ଓଡ଼ିଶାରେ ପାଗ ବଦଳିବା ସହ ଆଗାମୀ ଆଉ ତିନି ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ…

Safety of tourists at Deomali:ଦେଓମାଳିରେ ସୁରକ୍ଷାକୁ ନେଇ ଲାଗିବ CCTV , ଜଗିବେ ସୁରକ୍ଷାକର୍ମୀ;ପର୍ଯ୍ୟଟକଙ୍କ…

କୋରାପୁଟ:ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦେଓମାଳିରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ଦେଓମାଳିରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ଘଟଣା ପରେ ଦେଓମାଳିରେ ସୁରକ୍ଷା ବ୍ୟବସ୍ଥା କଡ଼ା କରିବାକୁ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ…

ସିନ୍ଧୁ ଜଳ ଚୁକ୍ତି ମାମଲାରେ ଆନ୍ତର୍ଜାତୀୟ ରାୟକୁ ପ୍ରତ୍ୟାଖ୍ୟାନ କଲା ଭାରତ

ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତି ସମ୍ପର୍କିତ ନେଦରଲ୍ୟାଣ୍ଡସର ହେଗ୍‌ସ୍ଥିତ ‘ଆର୍ବିଟ୍ରେସନ୍ କୋର୍ଟ’ ଦେଇଥିବା ରାୟକୁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ ଭାବେ ଜଣାଇଛି ଯେ, ଏହି ମାମଲାରେ ଶୁଣାଣି କରିବା କିମ୍ବା କୌଣସି ଆଦେଶ ଦେବାର…

ଆଫଗାନିସ୍ତାନ ବିପକ୍ଷ ସିରିଜ : ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନା, ବୁମରାଙ୍କୁ ନେଇ ସସପେନ୍ସ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ପାଇଁ ବିସିସିଆଇ ଚୟନ କମିଟି କିଭଳି ଦଳ ପ୍ରସ୍ତୁତ କରିବେ ସେ ନେଇ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ନୀତିଶ କୁମାର ରେଡ୍ଡୀ ଫିଟ ହୋଇଥିବା ଜଣାପଡିଛି । ଆଗାମୀ ମାସରେ…

AFC U-20 Asian Cup qualifier: ସିରିଆକୁ ୧-୦ରେ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ସୋମବାର ଦିନ ଉଜବେକିସ୍ତାନର ତାସକେଣ୍ଟସ୍ଥିତ ଡୋଷ୍ଟଲିକ୍ ଷ୍ଟାଡିୟମ୍‌ରେ (Do’stlik Stadium in Tashkent, Uzbekistan,) ସିରିଆକୁ ୧-୦ ଗୋଲ୍‌ରେ ପରାସ୍ତ କରି ଭାରତ ନିଜର AFC U20 ଏସିଆନ୍ କପ୍ ୨୦୨୭ ଯୋଗ୍ୟତା ପର୍ଯ୍ୟାୟ ଅଭିଯାନର (AFC U20 Asian Cup 2027 Qualifiers…

Odisha Education:ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି; ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଆଡମିଶନ ବେଳେ ତୁରନ୍ତ…

ଭୁବନେଶ୍ବର:ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଶ୍ୱସ୍ତି । ରାଜ୍ୟ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କୁ ଆଡମିଶନ ସମୟରେ ଏବଂ ଆଡମିଶନ୍ର ୬ ମାସ ପର୍ଯ୍ୟନ୍ତ କୌଣସି ଫି ଜମା କରିବାକୁ ପଡ଼ିବ…

ଅନ୍ତର୍ଜାତୀୟ ଫୁଟବଲ୍‌କୁ ଅଲ୍‌ବିଦା କହିଲେ ଲିଓନେଲ ମେସି: ଶେଷ ହେଲା ଏକ ସ୍ୱର୍ଣ୍ଣିମ ଯୁଗ

ନୂଆଦିଲ୍ଲୀ: ବିଶ୍ୱ ଫୁଟବଲ୍‌ର ମହାନତମ ଖେଳାଳି ଲିଓନେଲ ମେସି ଆର୍ଜେଣ୍ଟିନା ଜାତୀୟ ଦଳରୁ ନିଜର ଅନ୍ତର୍ଜାତୀୟ ଅବସର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ୨୦୨୬ ଫିଫା ବିଶ୍ୱକପ୍‌ ଫାଇନାଲ୍‌ରେ ସ୍ପେନ୍‌ ନିକଟରୁ ପରାଜୟର କିଛି ମାସ ପରେ, ୩୯ ବର୍ଷୀୟ ମେସି ନିଜର ଇନ୍‌ଷ୍ଟାଗ୍ରାମ୍…