କଲମ୍ବୋ ଟେଷ୍ଟ: ଗମ୍ଭୀର ଏବଂ ଗିଲଙ୍କ ମଧ୍ୟରେ ନିଷ୍ପତ୍ତିକୁ ନେଇ ମତଭେଦ
କଲମ୍ବୋ: ଭାରତୀୟ ଦଳ ଦୀର୍ଘ ୯ ବର୍ଷ ପରେ ଶ୍ରୀଲଙ୍କା ମାଟିରେ ଟେଷ୍ଟ ସିରିଜ୍ ୧-୦ରେ ଜିତି ଟ୍ରଫି ହାସଲ କରିଛି । ତେବେ କଲମ୍ବୋରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ସୁବିଧାଜନକ ସ୍ଥିତିରେ ଥାଇ ମଧ୍ୟ ମ୍ୟାଚ୍ ଡ୍ର' ହେବା ପ୍ରଶଂସକଙ୍କୁ କିଛିଟା ନିରାଶ କରିଛି । ଭାରତ ପ୍ରଥମ ଇନିଂସରେ ୫୦୩/୯…