Latest Odisha News

BREAKING NEWS

Yearly Archives

2026

ରାଜ୍ୟସଭା ସାଂସଦଙ୍କୁ ଠକି ଗିରଫ ହେଲେ ପୂର୍ବତନ ମନ୍ତ୍ରୀଙ୍କ ପୁଅ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ନୃସିଂହ ସାହୁଙ୍କ ପୁଅକୁ ଗିରଫ କରିଛି ପୁଲିସ। ରାଜ୍ୟସଭା ସାଂସଦଙ୍କୁ ଠକି ବନ୍ଧାହେଲେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଅଜିତ ସାହୁ। ମନ୍ତ୍ରୀଙ୍କ ପୁଅକୁ ଗିରଫ କଲା ନୟାପଲ୍ଲୀ ପୋଲିସ। ଜାଗା ଦେବାକୁ କହି ଠକେଇ ଅଭିଯୋଗରେ ବନ୍ଧା…

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ ଜିଲ୍ଲାପାଳ

କଟକ: ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାରେ ଆସନ୍ତା ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିଲ୍ଲାପାଳ। ଆଜି କୋର୍ଟରେ ପକ୍ଷ ରଖିଲେ କଟକ ମହାନଗର ନିଗମ କମିଶନର। ଖୁବଶୀଘ୍ର ବିଜୁ ପଟ୍ଟନାୟକ ପାର୍କ ଆଲୋକୀକରଣ କାମ ଶେଷ ହେବ। ଅନ୍ୟାନ୍ୟ ମୌଳିକ ସୁବିଧା କାମ ସରିବ ବୋଲି…

Scorpion Venom: ବିଷ ବଞ୍ଚାଇବ ଜୀବନ…ଦାମ କୋଟି କୋଟି ଟଙ୍କା!

ନୂଆଦିଲ୍ଲୀ: ବିଷ ବଞ୍ଚାଇବ ଜୀବନ? ବୁନ୍ଦାଏ ବିଷକୁ ଲକ୍ଷ ଲକ୍ଷ ଟଙ୍କା! ବିଷ… ଯାହାକୁ ଲୋକେ ଜୀବନ ହାରିବା ପାଇଁ ଖାଆନ୍ତି, ଯାହାର ଟିକିଏ ବି ମାତ୍ରା ଆମ ଶରୀର ପାଇଁ ମରଣାନ୍ତକ ହୋଇପାରେ, ସେହି ବିଷ ଏବେ ଜୀବନ ବଞ୍ଚାଇବ! ଆଉ ଏହି ବିଷର ଦାମ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।…

ଆର୍‌ଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ଗୁରୁତ୍ୱପୂର୍ଣ୍ଣ ଫାଇଲ୍, ଆସବାବପତ୍ର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ। ଶନିବାର ପୂର୍ବାହ୍ଣ ପ୍ରାୟ ୯ଟା ୩୦ ସମୟରେ ପାରଳାଖେମୁଣ୍ଡିସ୍ଥିତ ଗଜପତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ହଠାତ୍ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡରେ କାର୍ଯ୍ୟାଳୟର ବହୁ ଅଂଶ…

PM Modi Visits: ମୋଦୀଙ୍କ ମିଶନ୍ ମଧ୍ୟ ଏସିଆ; ଉଜବେକିସ୍ତାନରୁ କିର୍ଗିଜସ୍ତାନ, ପୁଟିନଙ୍କ ସହ ସାକ୍ଷାତ…ଗସ୍ତରେ…

ନୂଆଦିଲ୍ଲୀ: ତିନି ଦିନିଆ ଉଜବେକିସ୍ତାନ ଓ କିର୍ଗିଜସ୍ତାନ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗସ୍ତ ସମୟରେ ସେ ୨୬ତମ ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଯୋଗଦେବା ସହ ଅନେକ SCO ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏଥିରେ ରୁଷିଆ ରାଷ୍ଟ୍ରପତି…

Venezuela Oil: ଭେନେଜୁଏଲାର ୬୫ ବିଲିୟନ ବ୍ୟାରେଲ ତୈଳ ଭଣ୍ଡାର ଉପରେ ଆମେରିକା ଆଖି! ଟ୍ରମ୍ପ କହିଲେ, ‘ବିଶ୍ୱର…

ନୂଆଦିଲ୍ଲୀ: ଭେନେଜୁଏଲାକୁ ନେଇ ଆମେରିକାର ବଡ଼ ପଦକ୍ଷେପ। ଭେନେଜୁଏଲାର ପ୍ରାୟ ୬୫ ବିଲିୟନ ବ୍ୟାରେଲ ଅଶୋଧିତ ତୈଳ ଭଣ୍ଡାର ଉପରେ ଆମେରିକା ନିୟନ୍ତ୍ରଣ ନେବ ବୋଲି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଏହାକୁ ସେ “ବିଶ୍ୱ ଇତିହାସର ସବୁଠାରୁ ବଡ଼ ତୈଳ ଚୁକ୍ତି” ବୋଲି…

ଟାଟା ପାୱାର ପକ୍ଷରୁ ‘ଓଃ ମାଇଁ ବିୟୁଟିଫୁଲ ଓଡ଼ିଶା ୪.୦’ ପ୍ରତିଯୋଗିତା ଆରମ୍ଭ; ବିଜେତାଙ୍କୁ ମିଳିବ ନଗଦ ପୁରସ୍କାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହଭାଗୀତାରେ ଓଡ଼ିଶାରେ ବିଦ୍ୟୁତ୍ ବିତରଣ କାର୍ଯ୍ୟ ପରିଚାଳନା କରୁଥିବା ଭାରତର ଅଗ୍ରଣୀ ସମନ୍ୱିତ ଶକ୍ତି କମ୍ପାନୀ ଟାଟା ପାୱାର ପକ୍ଷରୁ ଏହାର ପ୍ରମୁଖ ଫଟୋଗ୍ରାଫି ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣ ‘ଓଃ ମାଇଁ ବିୟୁଟିଫୁଲ ଓଡ଼ିଶା ୪.୦’ ଘୋଷଣା କରାଯାଇଛି ।…

Rakhi To Delivery Boy: ଡେଲିଭରି ବୟଙ୍କୁ ରାକ୍ଷୀ ବାନ୍ଧିଲେ, ପାଦ ଛୁଇଁ ନେଲେ ଆଶୀର୍ବାଦ…

ଭଦୋଦରା: ଭଉଣୀ-ଭାଇର ସମ୍ପର୍କ କେବଳ ରକ୍ତର ନୁହେଁ, ଏହା ସ୍ନେହ, ଭଲପାଇବା ଓ ଭାବନାର ଏକ ପବିତ୍ର ବନ୍ଧନ। ଆଉ ଏହି ସୁନ୍ଦର ସମ୍ପର୍କକୁ ଏକ ଉତ୍ସବ ମାଧ୍ୟମରେ ପାଳନ କରାଯାଏ “ରକ୍ଷାବନ୍ଧନ”। ଭାଇ-ଭଉଣୀଙ୍କ ଏହି ପବିତ୍ର ବନ୍ଧନର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଲୋକଙ୍କ ମନ କିଣୁଛି।…

ଜେନ୍-ଜିଙ୍କୁ ଆକୃଷ୍ଟ କରିବାକୁ ବିଜେପିର ଇନଷ୍ଟାଗ୍ରାମ୍ ଜାଲ୍

ଭୁବନେଶ୍ୱର: ଯୁବପିଢ଼ି ବା (ଜେନ୍-ଜି)ଙ୍କୁ ଦଳ ସହ ଯୋଡ଼ିବା ପାଇଁ ଭାରତୀୟ ଜନତା ପାର୍ଟି ନିଜର ସୋସିଆଲ୍ ମିଡିଆ ରଣନୀତିରେ ବଡ଼ ପରିବର୍ତ୍ତନ କରିଛି। ପାରମ୍ପରିକ ରାଜନୈତିକ ଭାଷଣ ବଦଳରେ ଦଳ ଏବେ ଇନଷ୍ଟାଗ୍ରାମ୍ ମିମ୍ସ, ପପ୍-କଲଚର ଏବଂ କାର୍ଟୁନ୍ ଚରିତ୍ରର ସାହାରା ନେଉଛି। ଦଳର ନୂଆ…

ଚରମ୍ପାରେ ୨ କିନ୍ନର ଗୋଷ୍ଠୀ ମୁହାଁମୁହିଁ, ୧୦ରୁ ଅଧିକ ଆହତ

ଭଦ୍ରକ: ଚରମ୍ପା ୨ କିନ୍ନର ଗୋଷ୍ଠୀ ମୁହାଁମୁହିଁ। ରେଳ ଓଭରବ୍ରିଜ୍‌ ନିକଟରେ ରକ୍ତାକ୍ତ ସଂଘର୍ଷ। ଉଭୟ କିନ୍ନର ଗୋଷ୍ଠୀର ୧୦ ଜଣ ଆହତ ହୋଇଛନ୍ତି। ଆହତମାନେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ଗୋଟାଏ କିନ୍ନର ଗୋଷ୍ଠୀଙ୍କର ଆକ୍ରମଣରେ ଅନ୍ୟ ଏକ କିନ୍ନର ଗୋଷ୍ଠୀର ୭ ଜଣ…