Latest Odisha News

BREAKING NEWS

Yearly Archives

2026

ଜଳବନ୍ଦୀ ଅଞ୍ଚଳରେ ସାପ କାମୁଡ଼ା ଘଟଣା ବୃଦ୍ଧି;ଏଯାଏଁ ୯୬ ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଛି

ଭୁବନେଶ୍ୱର:ବନ୍ୟା ପରେ ଜଳବନ୍ଦୀ ଅଞ୍ଚଳରେ ସାପ କାମୁଡ଼ା ଘଟଣା ବୃଦ୍ଧି ପାଉଛି । ସରକାରୀ ସୂଚନା ଅନୁଯାୟୀ, ବନ୍ୟା ସମୟରେ ଏପର୍ଯ୍ୟନ୍ତ ୯୬ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ପରାମର୍ଶ ଦେଇଛି ଯେ, ବନ୍ୟା ପାଣିରେ ଚାଲିବା ବେଳେ ସତର୍କ ରୁହନ୍ତୁ,…

ହୀରାକୁଦର ଆଉ ୪ଟି ଗେଟ୍ ବନ୍ଦ, ବର୍ତ୍ତମାନ ୧୩ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷାର ପରିମାଣ ହ୍ରାସ ପାଇବା ଫଳରେ ଜଳସ୍ତରରେ କ୍ରମାଗତ ଅବନତି ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ରବିବାର ଦିନ ଆଉ ଚାରୋଟି ସ୍ଲୁଇସ୍ ଗେଟ୍ ବନ୍ଦ କରିଛନ୍ତି। ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ର ମୋଟ ୧୩ଟି ଗେଟ୍ ମାଧ୍ୟମରେ…

ମହାକାଶରେ ବଢ଼ୁଛି ଆବର୍ଜନା: ପ୍ରତି ସପ୍ତାହରେ ପୃଥିବୀ ପୃଷ୍ଠରେ ଖସୁଛି ଏକ ଟନ୍‌ରୁ ଅଧିକ ମଳିନ ବସ୍ତୁ

ନୂଆଦିଲ୍ଲୀ: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଣିଷ ନୂଆ ନୂଆ ଉପଲବ୍ଧି ହାସଲ କରୁଥିବା ବେଳେ ମହାକାଶରେ ମଧ୍ୟ ନିଜର ଆଧିପତ୍ୟ ବିସ୍ତାର କରିବାକୁ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ତେବେ ମହାକାଶକୁ ଅଧିକରୁ ଅଧିକ ଉପଗ୍ରହ ଓ ରକେଟ୍ ପ୍ରେରଣ କରିବା ଫଳରେ ସେଠାରେ 'ସ୍ପେସ୍ ଡେବ୍ରିସ୍' ବା…

ଅଷ୍ଟ୍ରେଲିଆ କ୍ରିକେଟର ରେକର୍ଡ ଟେଷ୍ଟ ସିଜନ୍: ୧୨ ମାସରେ ଖେଳିବ ୨୦ ଟେଷ୍ଟ !

ମେଲବୋର୍ନ: ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଏକ ଅତି ବ୍ୟସ୍ତବହୁଳ ଓ ଚ୍ୟାଲେଞ୍ଜିଂ ଟେଷ୍ଟ ସିଜନ୍ ପାଇଁ ଅଷ୍ଟ୍ରେଲିଆ ପ୍ରସ୍ତୁତ ହେଉଛି । ଆଗାମୀ ୧୨ ମାସ ମଧ୍ୟରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ଅନ୍ତତଃ ୨୦ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି । ରେଡ୍-ବଲ୍  କ୍ରିକେଟର ଏହି ସିଜନରେ ଦଳକୁ ଘରୋଇ…

ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୧୧୦ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ବନ୍ୟା ବିପନ୍ନମାନଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ଲାଗି ରାଜ୍ୟ ସରକାର ୧୧୦ କୋଟି ଟଙ୍କାର ଏକ ପ୍ରାଥମିକ ରିଲିଫ୍ ପ୍ୟାକେଜ୍…

ପରଲୋକରେ ସୁପ୍ରସିଦ୍ଧ ପାଲା ଗାୟକ ଶେଖର ଜଗନ୍ନାଥ ବେହେରା;ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର:ଓଡ଼ିଶାର ପ୍ରାଚୀନ ଲୋକକଳା 'ପାଲା'ର ବିଶିଷ୍ଟ ଗାୟକ ତଥା ଶତାୟୁ ବରେଣ୍ୟ କଳାକାର ଶେଖର ଜଗନ୍ନାଥ ବେହେରାଙ୍କର ପରଲୋକ। ରବିବାର ରାତି ୧୧ଟା ୪୫ ମିନିଟରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କଟିଜଙ୍ଗା ଗ୍ରାମରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏହି ମହାନ କଳାକାରଙ୍କ ପରଲୋକରେ…

ପ୍ରଧାନମନ୍ତ୍ରୀଙ୍କ ଭିଡିଓ ହଟାଇବା ମେଟାକୁ ପଡ଼ିଲା ମହଙ୍ଗା: କ୍ଷମାପ୍ରାର୍ଥନା ଅଗ୍ରାହ୍ୟ କଲା ସଂସଦୀୟ କମିଟି, କଠୋର…

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମନମାନି ଏବେ ଆଉ ବରଦାସ୍ତ କରାଯିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିଡିଓ ଫେସବୁକରୁ ହଟାଯିବା ଘଟଣାକୁ ନେଇ କେନ୍ଦ୍ର ସରକାର ଓ ସଂସଦୀୟ କମିଟି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମର…

ଅଗଷ୍ଟ ୫ରେ କର୍କଟ ରାଶିକୁ ଚଳନ କରିବେ ଗ୍ରହରାଜ ବୁଧ: ଜାଣନ୍ତୁ ସମସ୍ତ ରାଶି ଉପରେ ଏହାର ପ୍ରଭାବ ଓ ପ୍ରତିକାର

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ରାଶି ପରିବର୍ତ୍ତନ ବା ଗୋଚରର ବିଶେଷ ଗୁରୁତ୍ୱ ରହିଛି। ବୁଦ୍ଧି, ବାଣୀ, ବ୍ୟାପାର, ଯୋଗାଯୋଗ ଏବଂ ତର୍କର କାରକ ଗ୍ରହ କୁହାଯାଉଥିବା 'ବୁଧ' ଆସନ୍ତା ଅଗଷ୍ଟ ୫ ତାରିଖ (୨୦୨୬) ସନ୍ଧ୍ୟାରେ ଚନ୍ଦ୍ରଙ୍କ ସ୍ୱରାଶି କର୍କଟରେ ପ୍ରବେଶ କରିବାକୁ…

ଦୁଲୀପ ଟ୍ରଫି ୨୦୨୬: ଘୋଷଣା ହେଲା ସମସ୍ତ ଜୋନର ଦଳ, ଓହ୍ଲାଇବେ ଅନେକ ତାରକା ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ଘରୋଇ କ୍ରିକେଟ୍‌ର ପ୍ରତିଷ୍ଠିତ ଟୁର୍ନାମେଣ୍ଟ ଦୁଲୀପ ଟ୍ରଫି ୨୦୨୬ ପାଇଁ ସମସ୍ତ ୬ଟି ଜୋନ୍‌ର ଦଳ ଘୋଷଣା କରାଯାଇଛି । ଚଳିତ ସିଜନ୍‌ରେ ଦେଶର ବହୁ ନାମୀଦାମୀ ତଥା ତାରକା ଖେଳାଳି ମଇଦାନକୁ ଓହ୍ଲାଇବେ । ଚଳିତ ଦୁଲୀପ ଟ୍ରଫିରେ ତିଲକ ବର୍ମା, ଇଶାନ କିଶାନ, ରଜତ ପାଟିଦାର,…

ବୃଜଭୂଷଣ ଖଲାସ: କ୍ଷୋଭ ପ୍ରକାଶ କଲେ ଭିନେଶ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂଙ୍କୁ ଦିଲ୍ଲୀର ଏକ ଅଦାଲତ ମହିଳା ପହଲୱାନ ଯୌନ ନିର୍ଯ୍ୟତନା ମାମଲାରେ ଦୋଷମୁକ୍ତ କରିଛନ୍ତି । ଅଦାଲତଙ୍କ ଏହି ରାୟ ପରେ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ତୀବ୍ର କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି । ୬ ଜଣ…