ରାଜ୍ୟରେ କଲବଲ କରୁଛି ତାତି: ୪୫ ଡିଗ୍ରୀ ଛୁଇଁପାରେ ପାରଦ
ଭୁବନେଶ୍ୱର: ଉପାନ୍ତରୁ ଊପକୂଳ ସବୁଠି କଲବଲ କରୁଛି ତାତି। ୪୨.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର। ବର୍ତ୍ତମାନ ରାଜ୍ୟ ମଧ୍ୟକୁ ବାୟୁମଣ୍ଡଳର ମଧ୍ୟ ଭାଗରୁ ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଜଳୀୟବାଷ୍ପର ମାତ୍ରା କମିବା ସହ କାଳବୈଶାଖୀ ପ୍ରଭାବ କମ…