Latest Odisha News

BREAKING NEWS

Yearly Archives

2026

କଟକରୁ ୫୦୦ ଏଲପିଜି ଗ୍ୟାସ ସିଲିଣ୍ଡର ଜବତ

କଟକ: ଅବୈଧ ଏଲପିଜି ସିଲିଣ୍ଡର ଗଚ୍ଛିତ ଏବଂ କଳାବଜାରୀ ବିରୋଧରେ ରାଜ୍ୟବ୍ୟାପୀ ଚାଲିଛି ଅଭିଯାନ। ଏହି ପରିପ୍ରେକ୍ଷୀରେ ପୋଲିସ, ଜିଲ୍ଲା ପ୍ରଶାସନ ଏବଂ ସିଭିଲ ଯୋଗାଣ ଅଧିକାରୀଙ୍କ ଏକ ମିଳିତ ଟିମ୍ ଶନିବାର କଟକ ଜିଲ୍ଲାରେ ୫୦୦ ଏଲପିଜି ଗ୍ୟାସ ସିଲିଣ୍ଡର ଜବତ କରିଛି। କଟକ ସଦର ଥାନା…

Mamata’s dare to PM: “ଯମୁନାରେ ବୁଡ଼ ପକାଇ ଦେଖାଅ”, ମୋଦିଙ୍କ ହୁଗୁଳି ଫଟୋସୁଟ୍ ନେଇ ବର୍ଷିଲେ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ତୀବ୍ର ବୟାନବାଜି ଦେଖିବାକୁ ମିଳିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୁଗୁଳି ନଦୀରେ ଡଙ୍ଗା ଯାତ୍ରାକୁ କଡ଼ା ସମାଲୋଚନା କରି ଏହାକୁ କେବଳ ଫଟୋସୁଟ୍ ଏବଂ ନିର୍ବାଚନୀ ଷ୍ଟଣ୍ଟ୍ ବୋଲି କହିଛନ୍ତି।…

କେଜ୍ରିୱାଲ ହେଉଛନ୍ତି ଦିଲ୍ଲୀର ‘ରେହମାନ ଡକୈତ୍’: ବିଜେପି ଜାରି କଲା ଦ୍ୱିତୀୟ ‘ଶୀଶମହଲ’…

ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ତଥା ବିଜେପି ନେତା ପରବେଶ ବର୍ମା ଶନିବାର ଦିନ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଉପରେ ତୀବ୍ର ଆକ୍ରମଣ କରି ତାଙ୍କୁ "ଦିଲ୍ଲୀର ରେହମାନ ଡକୈତ" ବୋଲି ଅଭିହିତ କରିଛନ୍ତି। ଏହାସହ ଅଭିଯୋଗ କରିଛନ୍ତି ଯେ ସେ ଦ୍ୱିତୀୟ "ଶୀଶ ମହଲ" ନିର୍ମାଣ କରିଛନ୍ତି। ବର୍ମା…

ପେଟ ସମସ୍ୟା ପାଇଁ ରାମବାଣ ‘ପାନମଧୁରୀ’: ଡିନର୍ ପୂର୍ବରୁ ଖାଇଲେ ରହିବନି ଏସିଡିଟି ଓ କୋଷ୍ଠକାଠିନ୍ୟ…

ନୂଆଦିଲ୍ଲୀ: ଆମ ରୋଷେଇ ଘରେ 'ପାନମଧୁରୀ' ଏକ ସାଧାରଣ ତଥା ଅତ୍ୟାବଶ୍ୟକ ମସଲା। ହୋଟେଲ୍ ହେଉ କିମ୍ବା ଘର, ଖାଇବା ପରେ ପାନମଧୁରୀ ଚୋବାଇବାର ପରମ୍ପରା ଆମର ବହୁ ପୁରୁଣା। ସାଧାରଣତଃ ଲୋକେ ମୁଖବାସ ଭାବରେ ଖାଇବା ପରେ ଏହାକୁ ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣନ୍ତି କି, ରାତ୍ରିଭୋଜନ କରିବାର…

ଝିଅଙ୍କ ଭବିଷ୍ୟତ ସୁରକ୍ଷିତ କରୁଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା: ଜାଣନ୍ତୁ ଆବେଦନ ପ୍ରକ୍ରିୟା ଓ ଆବଶ୍ୟକୀୟ…

ନୂଆଦିଲ୍ଲୀ: କନ୍ୟା ସନ୍ତାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ଉଚ୍ଚ ଶିକ୍ଷା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ କଲ୍ୟାଣକାରୀ ଯୋଜନା ଚଲାଯାଉଛି। ବିଶେଷ କରି ମଧ୍ୟବିତ୍ତ ଏବଂ ଗାଁରେ ବସବାସ କରୁଥିବା ପରିବାରଗୁଡ଼ିକ ପାଇଁ ଏହି ଯୋଜନାଗୁଡ଼ିକ ବେଶ୍…

Iran’s Shocking Claims: “ଏପର୍ଯ୍ୟନ୍ତ ବ୍ଯବହାର କରିନୁ ଆମର କ୍ଷେପଣାସ୍ତ୍ର କ୍ଷମତା…”,…

ନୂଆଦିଲ୍ଲୀ: ଆମେରିକା ସହିତ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାର ସମ୍ଭାବନା ମଧ୍ୟରେ ଇରାନ ଏକ ବଡ଼ ବୟାନ ଦେଉଛି। ଯାହା ଆମେରିକା ଏବଂ ଇସ୍ରାଏଲକୁ ଚକିତ କରିଛି। ଇରାନ ସେନା ଦାବି କରିଛି ଯେ ଇସ୍ରାଏଲ ଏବଂ ଆମେରିକା ବିରୁଦ୍ଧରେ ଯୁଦ୍ଧରେ ସେ ଏପର୍ଯ୍ୟନ୍ତ ଏହାର ପ୍ରମୁଖ କ୍ଷେପଣାସ୍ତ୍ର…

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

ଭୁବନେଶ୍ୱର: ମେଟ୍ରୋ, ସିଜିମାଳୀ ପରେ ଏବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶନାମାକୁ ନେଇ ବର୍ଷିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ସସ୍ମିତ ପାତ୍ର । ଏନେଇ ସେ ଏକ ଭିଡିଓ ବାର୍ତ୍ତା…

କ’ଣ ଜାଣିଶୁଣି ଶୀଘ୍ର ଖରାପ କରାଯାଏ ସ୍ମାର୍ଟଫୋନ୍? ୟୁରୋପୀୟ ୟୁନିଅନ୍ ତଦନ୍ତରୁ ହେଲା ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ: ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ଆପଣଙ୍କର ଦାମୀ ସ୍ମାର୍ଟଫୋନ୍ ଦୁଇ କିମ୍ବା ତିନି ବର୍ଷ ପରେ ଆପେ ଆପେ ସ୍ଲୋ ହୋଇଯାଏ? ବ୍ୟାଟେରୀ ଶୀଘ୍ର ସରିଯାଏ କିମ୍ବା ନୂଆ ଆପ୍ଲିକେସନ୍ ଗୁଡ଼ିକ ଠିକ୍ ଭାବେ କାମ କରେନାହିଁ? ଯଦି ଆପଣ ଭାବୁଛନ୍ତି ଏହା ଏକ ସାଧାରଣ ବୈଷୟିକ ତ୍ରୁଟି ବା ପୁରୁଣା…

ଶ୍ରୀସନ୍ଥ ଆଣିଲେ ବଡ ଅଭିଯୋଗ: ଚାପୁଡା କାଣ୍ଡକୁ ବିକ୍ରି କରି ମାଲାମାଲ ହୋଇଛନ୍ତି ହରଭଜନ

ନୂଆଦିଲ୍ଲୀ: ୨୦୦୮ ଆଇପିଏଲରେ ଚାପୁଡା କାଣ୍ଡ ବେଶ ଆଲୋଚନାର କେନ୍ଦ୍ର ସାଜିଥିଲା । ପ୍ରତ୍ୟେକ ଆଇପିଏଲରେ ଏହି ବିବାଦୀୟ ଘଟଣା କୌଣସି ନା କୌଣସି ବାଟରେ ସମ୍ମୁଖକୁ ଆସିଥାଏ । ଏଥର ଏସ.ଶ୍ରୀସନ୍ଥ ଏହି ଚାପୁଡା କାଣ୍ଡକୁ ନେଇ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ହରଭଜନ ଏହି କାଣ୍ଡକୁ…

ଭାରତର ଶ୍ରେଷ୍ଠ ୬ଷ୍ଠ ବିଶ୍ୱବିଦ୍ୟାଳୟ ବନିଲା କିଟ୍‍

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତବର୍ଷ ‘ଦି ଟାଇମ୍‍ସ ହାଇଅର ଏଜୁକେସନ୍‍’ ଏସିଆ ୟୁନିଭର୍‍ସିଟି ରାଙ୍କିଂ ଫଳାଫଳ ପ୍ରକାଶ ପାଇଛି । ଗୁରୁବାର ପ୍ରକାଶିତ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍‍ସିଟି ରାଙ୍କିଂରେ କିଟ୍‍ ବିଶ୍ୱବିଦ୍ୟାଳୟ ଏସିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୧୬୯ ତମ ସ୍ଥାନରେ…