Latest Odisha News

BREAKING NEWS

Yearly Archives

2026

‘ମନ୍‌ କି ବାତ୍‌’ର ୧୩୬ତମ ଏପିସୋଡ୍‌: ବିକ୍ରମ-୧କୁ ପ୍ରଂଶସା ସହ ଏହି ସବୁ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି 'ମନ୍ କି ବାତ'ର ୧୩୬ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ୨୭ତମ କାର୍ଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, ''ଏହା ଆମର ବୀର ଯବାନ ମାନଙ୍କ ବୀରତ୍ବକୁ ମନେ ପକାଇବାର ଦିନ ।…

Dharmendra Pradhan: ଘର ବାହୁଡିବେ କି ଧର୍ମେନ୍ଦ୍ର?

ନୂଆଦିଲ୍ଲୀ/ଭୁବନେଶ୍ବର: ହାତରୁ ଗଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦ ଏବେ କ’ଣ କରିବେ ଧର୍ମେନ୍ଦ୍ର? ପୁଣି ଓଡିଶା ରାଜନୀତିକୁ ଫେରିବେ କି? କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ତାଙ୍କର ପରବର୍ତ୍ତୀ ରାଜନୈତିକ ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଛି।…

ବକ୍ସ ଅଫିସରେ ଧମାଲ କରୁଛି ‘Dhamaal 4’

ଭୁବନେଶ୍ୱର: "ଧମାଲ ୪" ରିଲିଜ୍ ହେବାର ୧୬ ଦିନ ବିତିଗଲାଣି ତଥାପି ଏହାର କ୍ରେଜ୍ କମିନି। ଅଜୟ ଦେବଗନଙ୍କ ଫିଲ୍ମ ଶୁକ୍ରବାର ତୁଳନାରେ ଶନିବାର ବକ୍ସ ଅଫିସରେ ଦୁଇଗୁଣ ରୋଜଗାର କରିଛି, ଯାହା ଏହାକୁ ୧୫୦ କୋଟି ଟଙ୍କା ପାଖାପାଖି ପହଞ୍ଚିଛି। ଜାଣନ୍ତୁ ବକ୍ସ ଅଫିସରେ କେତେ କଲେକ୍ସନ କରିଛି।…

Anti-Paper Leak Amendments: ପେପର ଲିକ୍‌ରେ ଆଉ ନିସ୍ତାର ନାହିଁ; ୧୦ ବର୍ଷ ଜେଲକୁ ୧୦ କୋଟି…

ନୂଆଦିଲ୍ଲୀ: ସର୍ବସାଧାରଣ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଅନ୍ୟାନ୍ୟ ଅନିୟମିତତାକୁ ରୋକିବା ପାଇଁ କେନ୍ଦ୍ର ସରକାର ଆଇନକୁ ଆହୁରି କଡ଼ା କରିବାକୁ ଯାଉଛନ୍ତି। 'ପବ୍ଲିକ ଏଗ୍ଜାମିନେସନ୍ସ (ପ୍ରିଭେନସନ ଅଫ୍ ଅନଫେୟାର ମିନ୍ସ) ସଂଶୋଧନ ବିଲ୍-୨୦୨୬' ସୋମବାର ଲୋକସଭାରେ ଉପସ୍ଥାପନ ହେବ। ଦୁଇ ବର୍ଷ…

27th Vijay Diwas: କାର୍ଗିଲ ବିଜୟ ଦିବସରେ ହିରୋଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାର୍ଗିଲ ବିଜୟ ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦ୍ରାସରେ ପାକିସ୍ତାନକୁ ଟାର୍ଗେଟ କରିଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ ଦେଶର ସୈନିକମାନେ ସବୁଠାରୁ କଷ୍ଟକର ପରିସ୍ଥିତିରେ ମଧ୍ୟ ଯେଉଁ ଅସାଧାରଣ ସାହସ…

ବରମୁଣ୍ଡା ବସ୍ ଷ୍ଟାଣ୍ଡ ଆଗରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ବର: ରବିବାର ପ୍ରତ୍ୟୁଷରେ ଭୁବନେଶ୍ୱରର ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟ ଏକ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ସମ୍ଭାବ୍ୟ ସଡ଼କ ଦୁର୍ଘଟଣାକୁ ଇଙ୍ଗିତ କରୁଥିବା…

ଦିଲ୍ଳୀ ମେଟ୍ରୋର ୧୮ ଷ୍ଟେସନ ଖୋଲିଲା

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ଯାତ୍ରୀଙ୍କୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ରବିବାର ତାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛି ଯେ ସମସ୍ତ ଦିଲ୍ଲୀ ମେଟ୍ରୋ ଷ୍ଟେସନ ଯାତ୍ରୀ ସେବା (ପ୍ରବେଶ ଏବଂ ପ୍ରସ୍ଥାନ) ପାଇଁ ଖୋଲା ଅଛି। କକ୍ରୋଚ ଜନତା ପାର୍ଟି (CJP)…

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ: ସିଂହଦ୍ୱାରରେ ତିନି ଠାକୁର । ଗୋଟିଏ ପରେ ଗୋଟିଏ ନୀତିକାନ୍ତି ଚାଲିଛି ରଥାରୁଢ ଠାକୁରଙ୍କର । ଭଳିକି ଭଳି ବେଶରେ ଠାକୁରଙ୍କୁ ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି ଭକ୍ତ । ଗତକାଲି ସୁନବେଶ ସରିବା ପରେ ଆଜି ପ୍ରଭୁଙ୍କର ହେବ ଅଧରପଣା ନୀତି। ସୂଚନା ଅନୁଯାୟୀ, ମଧ୍ୟାହ୍ନ ଧୂପ ସରିବା…

Tej Pratap Yadav : ବଢିଲା ଲାଲୁଙ୍କ ପୁଅଙ୍କ ଅଡୁଆ, ନିଟ୍ ପେପର ଲିକ୍ ପ୍ରତିବାଦ ମାମଲାରେ ୧୪ ଦିନିଆ ନ୍ୟାୟିକ…

ପାଟନା: ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିହାର ବନ୍ଦ ସମୟରେ ଛାତ୍ର ଆନ୍ଦୋଳନକୁ ସମର୍ଥନ କରିବା ପରେ ଗିରଫ ହୋଇଥିବା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ଜନ ଶକ୍ତି ଜନତା ଦଳ (JSJD)ର ମୁଖ୍ୟ ତେଜ ପ୍ରତାପ ଯାଦବଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇଛନ୍ତି ଅଦାଲତ।…