Latest Odisha News

BREAKING NEWS

Yearly Archives

2026

Bab el-Mandeb: ହର୍ମୁଜ୍ ପରେ ଏବେ ବାବ୍-ଏଲ୍-ମାଣ୍ଡେବ୍ ସଙ୍କଟ! ନିର୍ଭର କରେ ବିଶ୍ୱ ବାଣିଜ୍ୟର ୧୨%, ହୁତିଙ୍କ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଅଶାନ୍ତି ମଧ୍ୟରେ ବିଶ୍ୱ ବାଣିଜ୍ୟ ପାଇଁ ଆଉ ଏକ ବଡ଼ ବିପଦ ସୃଷ୍ଟି ହୋଇଛି। ହର୍ମୁଜ୍ ଜଳପଥ (Strait of Hormuz) ବନ୍ଦ ହେବା ପରେ ଯେଉଁ ବାବ୍-ଏଲ୍-ମାଣ୍ଡେବ୍ (Bab el-Mandeb) ଜଳପଥ ବିଶ୍ୱ ବାଣିଜ୍ୟର ନୂଆ ଆଶା ପାଲଟିଥିଲା, ଏବେ ସେହି ରାସ୍ତାକୁ…

ଉପରମୁଣ୍ଡରୁ ଜଳପ୍ରବାହ ବୃଦ୍ଧି; ହୀରାକୁଦରେ ଖୋଲିଲା ଆଉ ୨ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି । ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜି ପୁଣି ଆହୁରି ୨ଟି ସ୍ଲୁଇସ ଗେଟ୍‌ ଖୋଲାଯାଇ । ଏହାକୁ…

ସରକାରୀ କାର୍ଯ୍ୟରେ AIର ହେବ ବ୍ୟବହାର, ଚିଠି ଲେଖିଲା ଗ୍ରାମ୍ୟ ଉନ୍ନୟନ ବିଭାଗ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ କୃତ୍ରିମ ବୁଦ୍ଧିମତ୍ତା (AI)ର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦିଗରେ ଆଉ ଏକ ପଦକ୍ଷେପ ନିଆଯାଉଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (PMGSY)ର ପ୍ରକଳ୍ପ ପରିଚାଳନା, ଅନଲାଇନ୍ ସମୀକ୍ଷା ଏବଂ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟକୁ…

ପ୍ରବଳ ବର୍ଷାରେ ଭିଜୁଛି ଓଡ଼ିଶା; ଆହୁରି ୨ ଦିନ ବର୍ଷିବ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଯାହା ଫଳରେ ଅନେକ ଜିଲ୍ଲା ପାଇଁ ପାଣିପାଗ ସତର୍କତା ଜାରି କରାଯାଇଛି। ଆଇଏମଡି ପକ୍ଷରୁ ବୁଧବାର ଦିନ…

ଛାତ୍ରମାନେ ରାଜନୈତିକ ଅସ୍ତ୍ର ନୁହଁନ୍ତି; CJP ପ୍ରତିବାଦ ମଧ୍ୟରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ସରକାର NEET ସହିତ ଜଡିତ ସମସ୍ତ ପ୍ରସଙ୍ଗ ଏବଂ ଯୁବପିଢ଼ିଙ୍କ ପ୍ରତ୍ୟେକ ଯଥାର୍ଥ ଚିନ୍ତା ଉପରେ ସଂସଦରେ ବିସ୍ତୃତ ଆଲୋଚନା କରିବାକୁ…

ପ୍ଲାଷ୍ଟିକ ଖାଉଛି ଫଙ୍ଗସ

ନୂଆଦିଲ୍ଲୀ: ପ୍ଲାଷ୍ଟିକ୍ ଆଜି ବିଶ୍ୱର ସବୁଠାରୁ ବଡ଼ ପରିବେଶଗତ ସମସ୍ୟା ପାଲଟିଛି। ଲକ୍ଷ ଲକ୍ଷ ବର୍ଷ ଧରି ଏହା ନଷ୍ଟ ହୁଏ ନାହିଁ। ଭୂମି, ନଦୀ ଏବଂ ସମୁଦ୍ରକୁ ପ୍ରଦୂଷିତ କରେ। କିନ୍ତୁ ଏବେ ବୈଜ୍ଞାନିକମାନେ ଏକ ଚମତ୍କାର କବକ ବା ଫଙ୍ଗସ ଆବିଷ୍କାର କରିଛନ୍ତି ଯାହା ପ୍ଲାଷ୍ଟିକ୍‌କୁ ଖାଦ୍ୟରେ…

ସିକିମରେ ଟନେଲ ଭୁଶୁଡିବା ଘଟଣା; ୨୦ ମୃତଦେହ ଉଦ୍ଧାର

ସିଲିଗୁଡି: ସିକିମର ନାମଚି ଜିଲ୍ଲାରେ ଏକ ଜଳବିଦ୍ୟୁତ୍ ପ୍ରକଳ୍ପ ପାଇଁ ନିର୍ମାଣାଧୀନ ଏକ ସୁଡଙ୍ଗ ଭୁଶୁଡ଼ି ପଡ଼ିବା ପରେ ଫସି ରହିଥିଲେ ୨୭ ଜଣ। ସେମାନଙ୍କ ମଧ୍ୟରୁ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ସୁଡଙ୍ଗରୁ ଦୁଇଜଣ ଶ୍ରମିକ ବାହାରି ଆସିଥିବା ବେଳେ ଅବଶିଷ୍ଟ ଲୋକଙ୍କ ସନ୍ଧାନ ଜାରି…

‘ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ୨୦୨୬’ ରିପୋର୍ଟ:ଦେଶର ଶୀର୍ଷ ୫ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନିତ

ଭୁବନେଶ୍ୱର:ନୀତି ଆୟୋଗଙ୍କ ଦ୍ୱାରା ପ୍ରଥମ ଥର ପାଇଁ ପ୍ରକାଶିତ 'ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ (IFI) ୨୦୨୬'ରେ ଓଡ଼ିଶା ଦେଶର ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀ, ସମସ୍ତ ସରକାରୀ ବିଭାଗ, ଶିଳ୍ପ ସହଯୋଗୀ, ଉଦ୍ୟୋଗୀ,…

Dharmendra Pradhan’s resignation:ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ…

ଭୁବନେଶ୍ୱର:ନିଟ୍ ବିବାଦ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସିଧାସଳଖ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି। ନୂଆଦିଲ୍ଲୀ ଗସ୍ତ ଅବସରରେ ଦଳୀୟ ସାଂସଦଙ୍କ ସହ ଆଲୋଚନା ପରେ ଏହି ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ…

ବିନା ପଇସାରେ ଘୁଞ୍ଚୁନଥିଲା ଫାଇଲ୍: ଶେଷରେ ୪ ହଜାର ଲାଞ୍ଚ ନେଉନେଉ ମାଡ଼ିବସିଲା ଭିଜିଲାନ୍ସ

ସୁନ୍ଦରଗଡ଼: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଜଣେ ମହିଳା ରାଜସ୍ୱ ନିରୀକ୍ଷକ (ଆରଆଇ)। ସାମାନ୍ୟ କାଗଜପତ୍ର କାମ କରାଇଦେବା ବାହାନାରେ ଜଣେ ସାଧାରଣ ଲୋକଙ୍କଠାରୁ ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍…