Amarnath Yatra 2026: ଅମରନାଥ ଯାତ୍ରା ପାଇଁ ହାଇ ଆଲର୍ଟ; ୬୭୦ କେନ୍ଦ୍ରୀୟ ସୁରକ୍ଷା କମ୍ପାନୀ ମୁତୟନ; ନଜର ରଖିବେ…
ଶ୍ରୀନଗର: ମୋଦୀ ସରକାର ୨୦୨୬ ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ଏଥର ସୁରକ୍ଷା ପାଇଁ ମୋଟ ୬୭୦ କମ୍ପାନୀ ନିୟୋଜିତ ହେବେ। ଜମ୍ମୁ ଓ କାଶ୍ମୀରର ବିଭିନ୍ନ ଅଞ୍ଚଳରେ କେନ୍ଦ୍ରୀୟ ପୋଲିସ ବାହିନୀର କର୍ମଚାରୀଙ୍କୁ ନିୟୋଜିତ କରାଯିବ। ସମଗ୍ର…