Woman Renounces US citizenship: ୯୪ ବର୍ଷ ବୟସରେ ଆମେରିକାର ନାଗରିକତା ତ୍ୟାଗ କଲେ ଭାରତୀୟ ମହିଳା, କାରଣ ଜାଣି…
ନୂଆଦିଲ୍ଲୀ: ଶେଷରେ ଦେଶ ପ୍ରେମ ଫେରାଇ ଆଣିଲା ସ୍ବଦେଶ । ୯୪ ବର୍ଷ ବୟସରେ ଆମେରିକାରେ ସବୁ ଛାଡିଛୁଡି ନିଜ ମାଟିକୁ ଫେରି ଆସିଲେ ଭାରତୀୟ ମହିଳା । ଆନ୍ଧ୍ରପ୍ରଦେଶରେ ଜନ୍ମିତ ଜଣେ ମହିଳା ଦୁଇ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ ପାଇଥିବା ତାଙ୍କର ଆମେରିକୀୟ ନାଗରିକତା ତ୍ୟାଗ କରିଛନ୍ତି। ଦାବି…