ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ବିବାଦ; ୮ ଜଣ ଗିରଫ
ନୂଆଦିଲ୍ଲୀ: ଦୀର୍ଘ ୨୦ ଦିନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ରାମ ମନ୍ଦିରର ଦାନ ବାକ୍ସରୁ ପାଣ୍ଠି ଆତ୍ମସାତ ମାମଲାରେ ଏକ ଏଫଆଇଆର ରୁଜୁ ହୋଇଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି।
ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ କୃଷ୍ଣମୋହନଙ୍କ ଅଭିଯୋଗ…