Latest Odisha News

BREAKING NEWS

Yearly Archives

2026

ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ଏଭଳି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ…

ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଲୋକସଭା ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ନି ନିରାପତ୍ତା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ…

ସୋସିଆଲ ମିଡିଆରେ ଶ୍ରେୟାଶ ଲେଖିଲେ ନୂଆ ଜନ୍ମ ତାରିଖ

ନୂଆଦିଲ୍ଲୀ: ଭାରତୀୟ ଟି୨୦ ଟିମର ଅଧିନାୟକ ଶ୍ରେୟାଶ ଆୟାର ତାଙ୍କ ଇନଷ୍ଟାଗ୍ରାମ ବାୟୋରେ ଏକ ବଡ ପରିବତୟନ କରିଛନ୍ତି । ଆୟର୍ଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ସେ ତାଙ୍କ ଦ୍ୱିତୀୟ ଜନ୍ମ ତାରିଖ ଭାବେ ୨୫-୧୨-୨୦୨୫ ଲେଖିଛନ୍ତି । ଏହାର କାରଣ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ସୃଷ୍ଟି…

୨୦୨୩ ପାଇଁ ‘ପୁଷ୍କରା’ ଓ ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌’ ଶ୍ରେଷ୍ଠ ଚଳଚ୍ଚିତ୍ର

ଭୁବନେଶ୍ବର: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ୨୦୨୩ ଓ ୨୦୨୪ ବର୍ଷ ପାଇଁ ପୁରସ୍କାର ଘୋଷଣା କରିଛନ୍ତି। ୨୦୨୩ ପାଇଁ 'ପୁଷ୍କରା' ଓ 'ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌'କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ମିଳିବ । ଉଭୟ ବର୍ଷ…

ତନ୍ମୟ ପଟ୍ଟନାୟକ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର ନୂଆ ରେଜିଷ୍ଟ୍ରାର

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି (BGU) ଗୁରୁବାର ଦିନ ନୂଆ ରେଜିଷ୍ଟ୍ରାର ଭାବରେ ତନ୍ମୟ ପଟ୍ଟନାୟକଙ୍କୁ ନିଯୁକ୍ତ କରିଛି। ରେଜିଷ୍ଟ୍ରାର ଭାବରେ ସେ ପ୍ରଶାସନିକ ଢାଞ୍ଚା ତଦାରଖ କରିବେ। କାର୍ଯ୍ୟକ୍ଷମ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବେ ଏବଂ ଭୁବନେଶ୍ୱରରେ ଅବସ୍ଥିତ…

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର: ମନ୍ତ୍ରୀ

ଭୁବନେଶ୍ୱର: ପୁରୀର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର। ପୁରୀକୁ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ବୃହତ ଜନସମାବେଶ ପାଇଁ ଏକ ପ୍ରମୁଖ ସ୍ଥଳ ଭାବେ ଗଢ଼ିତୋଳିବା…

ଫିଫା ବିଶ୍ୱକପ: ଅଷ୍ଟ୍ରିଆର ଏହି ଖେଳାଳିଙ୍କ ପରିବାରର ୮ ଦେଶ ସହ ରହିଛି ସଂଯୋଗ

ନୂଆଦିଲ୍ଲୀ : ଆମେରିକା, ମେକ୍ସିକୋ ଓ କାନାଡାରେ ଖେଳା ଯାଉଥିବା ଫିଫା ବିଶ୍ୱକପର ରୋମାଂଚ ବୃଦ୍ଧି ପାଉଥିବା ବେଳେ କେତେକ ରୋଚକ ତଥ୍ୟ ମଧ୍ୟ ସମ୍ମୁଖକୁ ଆସୁଛି । ଅଷ୍ଟ୍ରିଆର ଜଣେ ଖେଳାଳିଙ୍କ ପରିବାରର ୮ ଦେଶ ସହ ରଚିଛି ସଂଯୋଗ । ଅଷ୍ଟ୍ରିଆ ଅଧିନାୟକ ଡେଭିଡ ଅଲୱାଙ୍କ ପରିବାର ଏକ ଆଦର୍ଶ…

shooting in Balasore: ବଜାରରେ ବ୍ୟବସାୟୀଙ୍କୁ ଗୁଳିମାଡ଼,୮ ରାଉଣ୍ଡ ଗୁଳି ଫୁଟିଥିବା ସିସିଟିଭିରୁ ସ୍ପଷ୍ଟ

ବାଲେଶ୍ବର:ଆଜି ବାଲେଶ୍ବର ସହରର ସହଦେବଖୁଣ୍ଟା ଥାନା ଅଧୀନ ଅରଡ଼ବଜାରରେ ଗୁଳିକାଣ୍ଡ ହୋଇଛି । ବାଇକରେ ୨ ଜଣ ଦୁର୍ବୃତ୍ତ ଆସି ଗୁଳିମାଡ଼ କରିଛନ୍ତି। ଗୁଳିମାଡରେ ବ୍ୟବସାୟୀ ଶେଖ ହମିଦଙ୍କ ମୃତ୍ୟୁ ଘଟିଛି। ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୮ ରାଉଣ୍ଡ ଗୁଳିମାଡ଼ କରିଛନ୍ତି। ଗୁଳି ଫୁଟିଥିବା…

ସଲମାନଙ୍କ ପରେ ସୈଫଙ୍କୁ ନେଇ ଫିଲ୍ମ କରିବେ ଫରହାନ

ମୁମ୍ବାଇ: ଡନ ୩ ବିବାଦ ପରେ ଫରହାନ ଅଖତାର ସଲମାନ ଖାଁଙ୍କ ସହ ଏକ ବିଗ ବଜେଟ ଫିଲ୍ମ କରିବା ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏବେ ତାଜା ରିପୋର୍ଟ ଅନୁସାରେ ଫରହାନ ୨୫ ବର୍ଷ ପରେ ସୈଫ ଅଲୀ ଖାଁଙ୍କୁ ନେଇ ମଧ୍ୟ ଆଉ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏହା ଏକ ଥ୍ରୀଲର ଫିଲ୍ମ ହେବ । ଫରହାନ…

ନିଶା ନିବାରଣ କେନ୍ଦ୍ର ବାରମ୍ବାର ମୃତ୍ୟୁ ପରେ ଚେତିଲେ ସରକାର, ସମସ୍ତ ଜିଲ୍ଲାରୁ ରିପୋର୍ଟ ତଲବ

ଭୁବନେଶ୍ୱର: ରାଜ୍ୟରେ ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ (Rehabilitation Center) ଅନ୍ତେବାସୀଙ୍କ ବାରମ୍ବାର ସନ୍ଦେହଜନକ ମୃତ୍ୟୁ ଏବଂ ନିର୍ଯାତନା ଘଟଣା ଚିନ୍ତାଜନକ। ନିକଟରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ପଣ୍ଡୁଆ ନିକଟରେ ଥିବା ଏକ କେନ୍ଦ୍ରରେ ଜଣେ ଯୁବକଙ୍କୁ…

ବାଂଲାଦେଶୀଙ୍କ ପାଇଁ ପର୍ଯ୍ୟଟନ ଭିସା ପୁନଃଆରମ୍ଭ କଲା ଭାରତ

ଢାକା: ଭାରତ ସରକାର ବାଂଲାଦେଶୀ ନାଗରିକଙ୍କ ପାଇଁ ପର୍ଯ୍ୟଟନ ଭିସା ପୁନଃସ୍ଥାପିତ କରିଛନ୍ତି। ବାଂଲାଦେଶରେ ଭାରତର ନୂଆ ହାଇକମିଶନର ଦିନେଶ ତ୍ରିବେଦୀ ଏହି ଘୋଷଣା କରିଛନ୍ତି। ଶେଖ୍ ହସିନା ସରକାରଙ୍କ ପତନ ପରେ ଗତ ଦୁଇ ବର୍ଷ ଧରି ଏହି ଭିସା ସ୍ଥଗିତ ରଖାଯାଇଥିଲା। ତଥାପି ବାଂଲାଦେଶୀ…