Latest Odisha News

BREAKING NEWS

Yearly Archives

2026

ଭାରତ-ନ୍ୟୁଜିଲାଣ୍ଡ ଟି୨୦: ଈଶାନ କିଶାନଙ୍କ ସ୍ଥାନରେ କୁମାର କୁଶାଗ୍ରଙ୍କୁ ସୁଯୋଗ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆହତ ସମସ୍ୟା ଯୋଗୁଁ ୱିକେଟକିପର୍-ବ୍ୟାଟ୍ସମ୍ୟାନ୍ ଇଶାନ କିଷନ୍ ଦ୍ୱିତୀୟ ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ୨୧ ବର୍ଷୀୟ ଯୁବ…

ଆନ୍ତର୍ଜାତୀୟ କ୍ରିକେଟରୁ ମେଘନାଙ୍କ ଅବସର

ନୂଆଦିଲ୍ଲୀ: ଶୁକ୍ରବାର ଭାରତୀୟ କ୍ରିକେଟକୁ ଶକ୍ତ ଧକ୍କା ଲାଗିଛି । ଭାରତୀୟ ମହିଳା କ୍ରିକେଟ୍ ଦଳର ଅଭିଜ୍ଞ ଓପନିଂ ବ୍ୟାଟ୍ସମ୍ୟାନ୍ ସବ୍ବିନେନୀ ମେଘନା  ମାତ୍ର ୩୦ ବର୍ଷ ବୟସରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ମେଘନା ୨୦ ନଭେମ୍ବର ୨୦୧୬ ଦିନ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ…

‘ଏକାମ୍ର ୱାକ୍ସ’ର ସ୍ୱତନ୍ତ୍ର ‘ୟୁଏମ୍ଆଇ’ଟ୍ରେଲ୍ ଆରମ୍ଭ

ଭୁବନେଶ୍ୱର:ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଓ ଏକ୍ସପୋ-୨୦୨୬ ଅବସରରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ର ‘ହେରିଟେଜ୍ ସେଲ୍’ ପକ୍ଷରୁ ଆୟୋଜିତ ‘ଏକାମ୍ର ୱାକ୍ସ’ର ଏକ ସ୍ୱତନ୍ତ୍ର ସାଇକ୍ଲିଂ ଟ୍ରେଲ୍ (Cycling Trail) ଆଜି ସକାଳ ମେଫେୟାର ସାଙ୍କଚୁଆରୀ ଆଣ୍ଡ…

୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ: କ୍ରିକେଟ୍ କ୍ୱାଲିଫାୟର ଓ ଯୋଗ୍ୟତା ନିୟମ

ନୂଆଦିଲ୍ଲୀ: ୧୨୮ ବର୍ଷ ପରେ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ପ୍ରତ୍ୟାବର୍ତ୍ତନ କରୁଛି । ଏହି ଅଲିମ୍ପିକ୍ସ କ୍ରିକେଟ୍ ମ୍ୟାଚଗୁଡ଼ିକ କାଲିଫର୍ଣ୍ଣିଆର ପୋମୋନାରେ ଖେଳାଯିବ । ଆଇସିସି ଦ୍ୱାରା ପ୍ରକାଶିତ ନୂଆ କ୍ୟାଲେଣ୍ଡର ଅନୁଯାୟୀ ଅଲିମ୍ପିକ୍ସ କ୍ରିକେଟ୍ କ୍ୱାଲିଫାୟର୍ ମ୍ୟାଚ୍…

Police Recruitment:୭୨୬୮ ପୋଲିସ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି;ଜାଣନ୍ତୁ ଆବେଦନ ତାରିଖ

ଭୁବନେଶ୍ବର:ଓଡ଼ିଶା ପୋଲିସରେ ଯୋଗଦେବା ପାଇଁ ବଡ଼ ସୁଯୋଗ । ୭୨୬୮ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି Odisha Uniformed Services Staff Selection Commission (OUSSSC)। କମ୍ବାଇନ୍‌ଡ ୟୁନିଫର୍ମଡ୍ ସର୍ଭିସେସ୍‌ ଅଧୀନରେ ଅଣ୍ଡର ଗ୍ରାଜୁଏଟ୍‌ ସ୍ତରର ବିଭିନ୍ନ ପଦବୀ…

ଦ୍ୱିତୀୟ ଟି୨୦ରେ ବୈଭବଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ନୁ୍ୟଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ସମ୍ଭାବନା ଉଜ୍ଜ୍ୱବୀତ ହୋଇଛି । ପ୍ରଥମ ଟି-୨୦ ମ୍ୟାଚ୍ ସମୟରେ ଓପନର ଇଶାନ କିଶନ୍ ଆହତ ହୋଇ ଦଳରୁ ବାଦ୍ ପଡ଼ିବା ପରେ ଭାରତୀୟ ଦଳର…

ବରଗଡ ବିଜେପୁରରେ ନାବାଳକର ସନ୍ଦେହଜନକ ମୃତ୍ୟୁ, ପୋଲିସ ତଦନ୍ତ ଜାରି

ବରଗଡ: ଦଶହରାରେ ବରଗଡ ବିଜେପୁରରେ ଖେଳିଗଲା ଦୁଃଖର କଳାବାଦଲ । ନାବାଳକ ନିଖୋଜ ନେଇ ପୁରା ଅଂଚଳରେ କେଳିଗଲା ଚାଂଚଲ୍ୟ । ଟି.ଗଣ୍ଡପାଲି କର୍ଣ୍ଣପା ଗାଁରେ ୭ବର୍ଷୀୟ ଶିଶୁ ନିଖୋଜ ନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ତାପର ଦିନ ମିଳିଲା ମୃତଦେହ । ୭ବର୍ଷୀୟ ଶିଶୁ ପୁତ୍ରର ସନ୍ଦେହଜନକ…

ସନ୍ନି ଦେଓଲଙ୍କ ‘ସୂର୍ଯ୍ୟ’ ଟିଜରକୁ ନେଇ ବିବାଦ, IMAଓ AIIMS ଦିଲ୍ଲୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି

ବ୍ୟୁରୋ: ଆସୁଛି ଆକ୍ସନ ଅଭିନେତା ସନ୍ନି ଦେଓଲଙ୍କ ଫିଲ୍ମ ‘ସୂର୍ଯ୍ୟ-ଅନ୍ତ ସେ ଆରମ୍ଭ ତକ୍‌’ ଯାହାକୁ ନେଇ ଏବେ ଘନେଇଲାଣି ବିବାଦ । ମୁଭିର ଟିଜରକୁ ନେଇ ଏବେ ଚର୍ଚ୍ଚା ଜୋର୍ । ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ଓ ଏମ୍ସ ଦିଲ୍ଲୀର ରେସିଡେଂଟ ଡାକ୍ତରମାନେ ସନ୍ନି ଦେଓଲ ଷ୍ଟାରର ଏହି ଫିଲ୍ମକୁ କଡା…

ଫ୍ରାନ୍ସରେ ଶନିବାର ବଡ଼ ବିକ୍ଷୋଭ: ସୁରକ୍ଷା ପାଇଁ ୭୦,୦୦୦ ପୋଲିସ ମୁତୟନ

ପ୍ୟାରିସ୍: ଫ୍ରାନ୍ସରେ ବୃଦ୍ଧି ପାଉଥିବା ମହଙ୍ଗା ପରିସ୍ଥିତି ଏବଂ ସରକାରୀ ନୀତି ବିରୋଧରେ ଆସନ୍ତା ଶନିବାର ପୁଣି ଥରେ ମହା ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି। ଶନିବାର (ଅକ୍ଟୋବର ୧୭) ହୋଇଥିବା ହିଂସାତ୍ମକ ପ୍ରଦର୍ଶନ, ଲୁଟପାଟ୍‌ ଏବଂ ସରକାରୀ ସମ୍ପତ୍ତି ନଷ୍ଟ ଘଟଣାକୁ ଦୃଷ୍ଟିରେ ରଖି ଏଥର…

ଆସନ୍ତାକାଲି କୋଟିଆକୁ ନେଇ ସର୍ବଦଳୀୟ ବୈଠକ;ସମସ୍ତଙ୍କୁ ନେଇ ଆଗକୁ ବଢ଼ିବୁ କହିଲେ ରାଜସ୍ବ ମନ୍ତ୍ରୀ

କୋଟିଆ:ଆସନ୍ତାକାଲି କୋଟିଆ ସୀମା ବିବାଦକୁ ନେଇ ବସିବ ସର୍ବଦଳୀୟ ବୈଠକ। କୋଟିଆ ବିବାଦ ପ୍ରସଙ୍ଗରେ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବୁ ବୋଲି ପ୍ରତିକ୍ରିୟା ରଖି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସୂଚନାଥାଉକି, ଆନ୍ଧ୍ରର ବେଆଇନ କାର୍ଯ୍ୟକଳାପ ବିରୋଧରେ ପୁଣି ସୁପ୍ରିମକୋର୍ଟରେ…