Latest Odisha News

BREAKING NEWS

Yearly Archives

2026

Myanmar military:ମିଆଁମାର ସେନାର ଅଜବ ନିଷ୍ପତ୍ତି: ବିଦ୍ରୋହୀ ଅଧିକୃତ ଅଞ୍ଚଳରେ ସାନିଟାରୀ ପ୍ୟାଡ୍ ଉପରେ ଲଗାଇଲା…

ନେପିଡ଼ (ମିଆଁମାର): ମିଆଁମାରରେ କ୍ଷମତା ଦଖଲ କରିଥିବା ସାମରିକ ସରକାର ଏବେ ଏକ ଅଜବ ତଥା ବିବାଦୀୟ ନିଷ୍ପତ୍ତି ନେଇଛି । ବିଦ୍ରୋହୀଙ୍କ ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳଗୁଡ଼ିକରେ ସେନା ପକ୍ଷରୁ ସାନିଟାରୀ ପ୍ୟାଡ୍ ଏବଂ ମହିଳାମାନଙ୍କ ଋତୁସ୍ରାବ ସମ୍ବନ୍ଧୀୟ ଅନ୍ୟାନ୍ୟ ସାମଗ୍ରୀ ଉପରେ କଟକଣା…

ପରଲୋକରେ ବି ମର୍ସିଡିଜ୍ ସଉକ! ବାପାଙ୍କ କବରରେ ଦେଢ଼ କୋଟିର ଅସଲି କାର୍ ପୋତିଦେଲେ ପରିବାର ଲୋକେ

ବେଜିଂ: ପରଲୋକରେ ନିଜ ପ୍ରିୟଜନ କିପରି ସୁଖସ୍ୱାଚ୍ଛନ୍ଦ୍ୟରେ ରହିବେ ସେଥିପାଇଁ ଲୋକେ ଅନେକ ରୀତିନୀତି ପାଳନ କରନ୍ତି । କିନ୍ତୁ ଚୀନରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ତଥା ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଅନ୍ତିମ ସଂସ୍କାର ବେଳେ ତାଙ୍କ ପରିବାର ଲୋକେ କବର ଭିତରେ…

ଖରାଦିନେ ଅଧିକ ଅଣ୍ଡା ଖାଉଛନ୍ତି କି ?

ନୂଆଦିଲ୍ଲୀ: ସାଧାରଣତଃ ଅଣ୍ଡାକୁ ସୁଷମ ଖାଦ୍ୟର ଏକ ପ୍ରମୁଖ ଅଂଶ ଭାବେ ଗ୍ରହଣ କରାଯାଏ। ଖାସକରି ଜିମ୍ ଯାଉଥିବା ଯୁବପିଢ଼ି ପ୍ରୋଟିନ୍ ପାଇଁ ଅଧିକ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ବର୍ତ୍ତମାନର ଏହି ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ସମୟରେ ଅଧିକ ଅଣ୍ଡା ଖାଇବା ଆପଣଙ୍କ ପାଇଁ ବିପଦ…

ଭାରତ ବିରୋଧରେ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ: ଇସ୍ରାଏଲ-ଗାଜା ଯୁଦ୍ଧକୁ ନେଇ ଜାତିସଂଘର ମାନବାଧିକାର ପରିଷଦରେ ଏକ ଚାଞ୍ଚଲ୍ୟକର ରିପୋର୍ଟ ଉପସ୍ଥାପନ କରାଯାଇଛି। UN ରାଷ୍ଟ୍ରଦୂତ ଫ୍ରାନ୍ସେସ୍କା ଆଲବାନିଜ୍ କେବଳ ଇସ୍ରାଏଲ ନୁହେଁ, ବରଂ ଏହି ପ୍ରସଙ୍ଗରେ ଭାରତର ଭୂମିକାକୁ ନେଇ ମଧ୍ୟ ବଡ଼ ପ୍ରଶ୍ନ ଉଠାଇଛନ୍ତି। ୱାଶିଂଟନରେ…

Onions In Summer: ଅସହ୍ୟ ତାତିରୁ ବଞ୍ଚାଇବ ରୋଷେଇ ଘରେ ଥିବା ପିଆଜ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଏବେ ଭୀଷଣ ଗରମ ସାଙ୍ଗକୁ ଝାଞ୍ଜି ଖରା ଅନୁଭୂତ ହେଉଛି। ତତଲା କଡେଇରେ ଭାଜି ହେଉଛି ଦେଶର ବିଭିନ୍ନ ଅଞ୍ଚଳ। ଦିନ ତାପମାତ୍ରା ୪୪ ଡିଗ୍ରୀ ଡେଇଁଲାଣି। ବୁଧବାର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଓଡ଼ିଶାର ଝାରସୁଗୁଡା। ସର୍ବାଧିକ ୪୪.୬ ଡିଗ୍ରୀ…

ପରିବର୍ତ୍ତନ vs ପ୍ରତିଶୋଧ: ୧୫ ବର୍ଷ ମଧ୍ୟରେ ନିଜ ସ୍ଲୋଗାନକୁ ବଦଳାଇ ଦେଲେ ମମତା, ନୂଆ ନାରାରୁ ମିଳିବ କି କ୍ଷମତା?

କୋଲକାତା: ରାଜନୀତିରେ ସ୍ଲୋଗାନର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହା ଦଳକୁ କ୍ଷମତାର ଦ୍ୱାରଦେଶରେ ପହଞ୍ଚିବାରେ ସାହାଯ୍ୟ କରେ। ମାଆ, ମାଟି, ମାନୁଷ ଏବଂ ଖେଳା ହେବ ଭଳି ସ୍ଲୋଗାନ ବଙ୍ଗଳା ରାଜନୀତିରେ ମମତା ବାନାର୍ଜୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ୨୦୧୧ ମସିହା ଅର୍ଥାତ୍…

ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ଗଞ୍ଜାମର ଗୋପାଳପୁରରୁ ଅପହରଣ ହୋଇଥିବା ଜମି ବ୍ୟବସାୟୀ ସୁଧୀର ପାତ୍ର (୪୭)ଙ୍କ ମୃତଦେହ ବୁଧବାର ଉଦ୍ଧାର କରାଯାଇଥିଲା। ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟ ପ୍ରତାପକୁ ପୋଲିସ ଗିରଫ କରିଥିବା ଜଣାପଡିଛି। ଗୋପାଳପୁର ନିକଟ ସତ୍ୟନାରାୟଣପୁର ଗ୍ରାମର ବାସିନ୍ଦା…

PM Modi Slams TMC: ଟିଏମସିକୁ କଡ଼ା ନିଶାନା ସାଧିଲେ ପ୍ରଧାନମନ୍ତ୍ରୀ ମୋଦୀ, ‘ଝାଲମୁଢୀ ମୁଁ ଖାଇଲି, ଝଟକା…

କୋଲକାତା: ଗୁରୁବାର ଭୋଟ ଦେଉଛି ପଶ୍ଚିମବଙ୍ଗ। ଏପଟେ ବଙ୍ଗଳାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଚାଲିଥିବା ବେଳେ, ସେପଟେ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ୨୯ ଏପ୍ରିଲରେ ହେଉଛି। ବଙ୍ଗଳାର କୃଷ୍ଣନଗରରେ ଏକ ନିର୍ବାଚନୀ…

ଚୀନ୍-ତୁର୍କୀ, ପାକିସ୍ତାନରୁ ଆସୁଥିବା ଅନଲାଇନ୍ ଗେମିଂ ଲିଙ୍କ୍ ପାଇଁ ଭାରତ ସରକାରଙ୍କ ପୃଥକ ନିୟମ ଲାଗୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅନଲାଇନ୍ ଗେମିଂ ପାଇଁ ନୂତନ ନିୟମ ଜାରି କରିଛନ୍ତି, ଯାହା ମେ' ୧, ୨୦୨୫ ରୁ କାର୍ଯ୍ୟକାରୀ ହେବ। ଏହି ନିୟମଗୁଡ଼ିକୁ ସୂଚିତ କରିଦିଆଯାଇଛି। ନୂତନ ନିୟମ ଅନୁଯାୟୀ, ଯଦି ଅନଲାଇନ୍ ଗେମିଂ ଚୀନ୍, ପାକିସ୍ତାନ କିମ୍ବା ତୁର୍କୀ ସହିତ ଲିଙ୍କ୍ ହୋଇଛି, ତେବେ ଭାରତ…

କଟକରୁ ୫୦୦ ଏଲପିଜି ସିଲିଣ୍ଡର ଜବତ, ଯାଜପୁରରୁ ୫୭…

କଟକ/ଯାଜପୁର: ଏଲପିଜି ସିଲିଣ୍ଡରର ଅବୈଧ ମହଜୁଦ ଏବଂ କଳାବଜାରୀ ବିରୁଦ୍ଧରେ ରାଜ୍ୟବ୍ୟାପୀ ଜାରି ରହିଥିବା ଅଭିଯାନରେ କଟକର ଏକ ଗୋଦାମରୁ ପ୍ରାୟ ୫୦୦ ଏଲପିଜି ସିଲିଣ୍ଡର ଜବତ ହୋଇଛି। ଗୁପ୍ତ ସୂଚନା ଆଧାରରେ ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ୱର ଅଞ୍ଚଳରେ ଚଢ଼ାଉ ବେଳେ ବେଆଇନ ଭାବେ ଗଚ୍ଛିତ…