Mohanlal Horror Film: ଭୁଲରେ ବି ଏକା ବସି ଦେଖିବେନି…୨୬ ବର୍ଷ ପୁରୁଣା, ୨ ଘଣ୍ଟା, ୩୮ ମିନିଟର ହରର…
ମୁମ୍ବାଇ: ଅକ୍ଷୟ କୁମାରଙ୍କ ହରର-କମେଡି "ଭୂତ ବଙ୍ଗଲା" ର ରିଲିଜ୍ ପୁଣିଥରେ ହରର ସିନେମା ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ପୁରା ଇଣ୍ଟରନେଟ କିଛି ପୁରୁଣା ଏବଂ ନୂତନ ଉଭୟ ଫିଲ୍ମ ସମେତ ଏମିତି କିଛି ଭୟର କାହାଣୀକୁ ସାଧାରଣ ଲୋକଲୋଚନକୁ ଆଣିଛି। ସେମିତି ଆଜି ଆମେ ଆପଣଙ୍କୁ ଏକ ହରର…