ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟିକଙ୍କ କାର୍ଯ୍ୟକ୍ରମ ବାତିଲ; ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲା ବିଜେଡି…
ଭୁବନେଶ୍ୱର: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟିକଙ୍କ କାର୍ଯ୍ୟକ୍ରମ ବାତିଲ ଘଟଣାରେ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲା ବିଜେଡି।
ସୂଚନା ଅନୁଯାୟୀ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଚେୟାର ତରଫରୁ ସନ୍ଥକବି ଭୀମ ଭୋଇଙ୍କ ଉପରେ…