Latest Odisha News

BREAKING NEWS

Yearly Archives

2026

ପୂଜା ଭିଡ଼ରେ ଛିନତାଇ କରୁଥିଲା ‘ବଞ୍ଜାରା ଗ୍ୟାଙ୍ଗ୍’; ୭ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଦଶହରା ପର୍ବର ଧୁମ୍‌ଧାମ୍ ଓ ଭିଡ଼ ମଧ୍ୟରେ ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ଲୁଟେରା ଗ୍ୟାଙ୍ଗକୁ ଧରିଛି। ଏଥିରେ ଲୁଟ୍‌ପାଟ୍ ଓ ମୋବାଇଲ୍ ଚୋରି ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ମହିଳାଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଭିଡ଼ର ସୁଯୋଗ ନେଇ…

Tiger Shroff Attacked : ଟାଇଗର ନୁହେଁ…ଟାର୍ଗେଟରେ ଥିଲେ ବଲିଉଡର ବଡ ହିରୋ?… ଟାଇଗର ଶ୍ରଫଙ୍କ କାର୍‌ ଉପରକୁ…

ମୁମ୍ବାଇ: ଟାଇଗର ଶ୍ରଫଙ୍କ କାର୍‌ ଉପରକୁ ଗୁଳିମାଡ଼! ହେଲେ ଟାଇଗର ହିଁ କ’ଣ ଥିଲେ ସୁଟର୍ସଙ୍କ ଅସଲ ନିଶାନା? ନା ତାଙ୍କ ପୂର୍ବରୁ ବଲିଉଡ୍‌ର ଆଉ କୌଣସି ବଡ଼ ହସ୍ତୀଙ୍କୁ ଟାର୍ଗେଟ୍‌ କରିବାକୁ ହୋଇଥିଲା ଯୋଜନା? ଅଭିଯୁକ୍ତଙ୍କ ପଚରାଉଚରାରୁ ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।…

Dhanush’s Political Entry: ବିଜୟଙ୍କ ପରେ ଧନୁଷଙ୍କ ଏଣ୍ଟ୍ରି! ରାଜନୀତିକୁ ଆସିବେ କି ସାଉଥ୍‌ ସୁପରଷ୍ଟାର୍?…

ଚେନ୍ନାଇ: ଦକ୍ଷିଣ ଭାରତୀୟ ସିନେମା ଜଗତରୁ ରାଜନୀତିକୁ ଆଉ ଜଣେ ବଡ଼ ଅଭିନେତା ପ୍ରବେଶ କରିବେ କି? ଅଭିନେତା ବିଜୟଙ୍କ ରାଜନୈତିକ ସଫଳତା ପରେ ଏବେ ଅଭିନେତା ଧନୁଷଙ୍କୁ ନେଇ ତାମିଲନାଡୁରେ ଚର୍ଚ୍ଚା ଜୋର ଧରିଛି। ଧନୁଷଙ୍କ ପ୍ରଶଂସକ ସଂଘର ନାମ ପରିବର୍ତ୍ତନ ଏବଂ ଏକ ବୈଠକରେ ହଜାର ହଜାର…

୫୦୦ ଗଛର କରାଯିବ ଅସ୍ତ୍ରୋପଚାର, ଜୀବନ ବଞ୍ଚାଇବା ପାଇଁ ଖୋଜା ଚାଲିଛି ବିଶେଷଜ୍ଞ

ରାୟପୁର: ଛତିଶଗଡ଼ର ଉଦନ୍ତୀ ସୀତାନଦୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (USTR) ଅଞ୍ଚଳରେ ପ୍ରାୟ ୫୦୦ରୁ ଅଧିକ କ୍ଷତିଗ୍ରସ୍ତ ଗଛକୁ ବଞ୍ଚାଇବା ପାଇଁ ଏକ ଅଭିନବ 'ଅସ୍ତ୍ରୋପଚାର' (Tree Surgery) କରାଯିବ। କିଛି ଦୁର୍ବୃତ୍ତ ଗଛଗୁଡ଼ିକର ଚାରିପାଖରୁ ବାହାର ବକ୍କଳ ବା ଛାଲକୁ କାଟି ବାହାର…

ଅକ୍ଟୋବର ୨୩ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 

ଭୁବନେଶ୍ୱର: ଥାଇଲ୍ୟାଣ୍ଡ ଉପସାଗର ଏବଂ ଏହାର ସଂଲଗ୍ନ ଥାଇଲ୍ୟାଣ୍ଡ ଓ ମିଆଁମାର ଅଞ୍ଚଳରେ ବର୍ତ୍ତମାନ ସକ୍ରିୟ ଥିବା ଘୂର୍ଣ୍ଣିବଳୟଟି ବୁଧବାର ଦିନ ଉତ୍ତର ଆଣ୍ଡାମାନ ସାଗର ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ଏବଂ ଏହାର…

Drug-Free India: ଡ୍ରଗ୍ସମୁକ୍ତ ଭାରତ ପାଇଁ ଅମିତ ଶାହଙ୍କ ଡେଡ୍‌ଲାଇନ୍‌; ୩୧ ଡିସେମ୍ବର ୨୦୨୯ ସୁଦ୍ଧା ନିଶାମୁକ୍ତ…

ନୂଆଦିଲ୍ଲୀ: ଦେଶକୁ ନିଶାଦ୍ରବ୍ୟର କବଳରୁ ମୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ବଡ଼ ଲକ୍ଷ୍ୟ। ୨୦୨୯ ଡିସେମ୍ବର ୩୧ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ଡ୍ରଗ୍ସମୁକ୍ତ କରିବା ପାଇଁ ଡେଡ୍‌ଲାଇନ୍‌ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏଥିପାଇଁ ସବୁ ରାଜ୍ୟର ପୋଲିସ ବାହିନୀକୁ ଏକାଠି…

ଦୀପାବଳିରେ ପରିବାର ସହ ସମୟ ବିତାନ୍ତୁ, ଆନ୍ଦୋଳନ ସ୍ଥଗିତ ରହିବ: ଅଭିଜିତ୍ ଦୀପକେ

ନୂଆଦିଲ୍ଲୀ: ଦୀପାବଳିରେ ପରିବାର ସହ ସମୟ ବିତାନ୍ତୁ। ସେ ଯାଏଁ ଆନ୍ଦୋଳନ ସ୍ଥଗିତ ରହିବ। ଏନେଇ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଏବଂ ସଂଯୋଜକ ଅଭିଜିତ୍ ଦୀପକେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦଳର ସହ-ସଂଯୋଜକ ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ ଏହି ଆନ୍ଦୋଳନ ସମ୍ପର୍କରେ…

ଚାଷ ଜମିରୁ ଜଙ୍ଗଲି ଦନ୍ତା ହାତୀର ମୃତଦେହ ଉଦ୍ଧାର 

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିଶ୍ରା ବ୍ଲକର ବନ୍ଧମୁଣ୍ଡା ପଞ୍ଚାୟତ ଅଧୀନ ଡୁମେର୍ଟା ଗ୍ରାମର ତୁଙ୍ଗୁରି ଟୋଲି ନିକଟସ୍ଥ ଏକ କ୍ଷେତରୁ ବୁଧବାର ସକାଳେ ଏକ ଜଙ୍ଗଲି ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଅପରପକ୍ଷରେ ହାତୀଟିର ମୃତ୍ୟୁ କିପରି ହେଲା ସେ ନେଇ କୌଣସି ସ୍ପଷ୍ଟ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ୍‌ଙ୍କୁ ୩ ଘଣ୍ଟା ଧରି ଅଟକ ରଖାଯାଇଥିବା ଏବଂ ୫୦,୦୦୦ ଟଙ୍କା ଜରିମାନା କରାଯାଇଥିବା…

ଦିଲ୍ଲୀ: ଆମ୍ ଆଦମୀ ପାର୍ଟି ପଞ୍ଜାବର ମିଡିଆ ଇନଚାର୍ଜ ବଲତେଜ ପନ୍ନୁ ଅଭିଯୋଗ କରିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ କେନ୍ଦ୍ର ସରକାର 'ପଞ୍ଜାବୀୟତ'କୁ ନିଚ୍ଚା ଦେଖାଇବା ପାଇଁ କୌଣସି ସୁଯୋଗ ହାତରୁ ଛାଡୁନାହାନ୍ତି। ସୂଚନା ମୁତାବକ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ୍…

ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ୧୭୯ ରନ୍ ପରେ ଟେମ୍ବା ବାଭୁମାଙ୍କ ବଡ଼ ବୟାନ: ସଚିନ୍ ଙ୍କୁ କଲେ ପ୍ରଶଂସା

ଗକେବେରହା : ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ତଥା ଅଭିଜ୍ଞ ଷ୍ଟାର୍ ବ୍ୟାଟ୍ସର ଟେମ୍ବା ବାଭୁମା ଏକ ଚମତ୍କାର ଓ ଐତିହାସିକ ଇନିଂସ ଖେଳି ସମସ୍ତ କ୍ରିକେଟ ପ୍ରେମୀଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ମ୍ୟାଚ୍ ଆରମ୍ଭରେ ଦଳୀୟ ସ୍କୋର୍ ପ୍ରାରମ୍ଭିକ…