“ଯଦି ସ୍ଥାନୀୟ ଲୋକେ ଆସିନଥାନ୍ତେ, ତେବେ ଆମେ ବଞ୍ଚିନଥାନ୍ତୁ”: ବାଲିଅନ୍ତା ଘଟଣାରେ ପୀଡ଼ିତାଙ୍କ ବୟାନ
ବାଲିଅନ୍ତା: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ଏବେ ପୀଡ଼ିତା ମହିଳାମାନେ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ସେଦିନ ସ୍ଥାନୀୟ ଲୋକେ ସାହାଯ୍ୟ ପାଇଁ ଆଗେଇ ଆସିନଥାନ୍ତେ, ତେବେ ସେମାନେ ଆଜି ଜୀବିତ…