ଭୋଟ୍ ଗଣତି ପୂର୍ବରୁ ସଟ୍ଟା ବଜାର ଗରମ: ପଶ୍ଚିମବଙ୍ଗରେ ବିଜେପିର ପଲା ଭାରି, ଲାଗିଲାଣି କୋଟି କୋଟି ଟଙ୍କାର ବାଜି
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ର ଚୂଡ଼ାନ୍ତ ଫଳାଫଳ ଆସିବାକୁ ଆଉ ମାତ୍ର କିଛି ସମୟ ବାକି ଅଛି। ଇଭିଏମ୍ ଭିତରେ ବନ୍ଦ ରହିଛି ବଡ଼ ବଡ଼ ହେଭିୱେଟ୍ ପ୍ରାର୍ଥୀଙ୍କ ଭାଗ୍ୟ। କିନ୍ତୁ ଭୋଟ୍ ଗଣତି ପୂର୍ବରୁ ରାଜ୍ୟର ରାଜନୈତିକ ପାଣିପାଗ ସାଙ୍ଗକୁ ଏବେ ଅଣ୍ଡରଗ୍ରାଉଣ୍ଡ୍ 'ସଟ୍ଟା…