Latest Odisha News

BREAKING NEWS

Yearly Archives

2026

T20I Match: ଡେବ୍ୟୁ କଲେ ବିସ୍ମୟ ବାଳକ ବୈଭବ, ମାତ୍ର ୧୫ ବର୍ଷ ବୟସରେ.

ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଆରମ୍ଭ ହୋଇଛି। ଟିମ୍ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଆଉ ଏହି ମ୍ୟାଚ୍ ରେ ଡେବ୍ୟୁ କରିଥିଲେ ବୈଭବ ସୂର୍ଯ୍ୟବଂଶୀ। ଏହା…

ବାଡ଼ ଖାଇଲା ଫସଲ; ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ବନ ଜଗୁଆଳି, ବନ୍ଧାହେଲେ ୪

ଅନୁଗୁଳ:ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳି ହରିଣ ମାରି ମାଂସ ରାନ୍ଧି ଖାଉଥିଲେ । ଏହି ଘଟଣା ଘଟିଛି ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଟିକରପଡ଼ା ରେଞ୍ଜରେ । ତେବେ ବନ ବିଭାଗ ଚଢ଼ାଉ କରି ୨ ଜଣ ବନ ଜଗୁଆଳି ଏବଂ ୨…

ମମତା ବାନାର୍ଜୀଙ୍କୁ ପୁଣି ବଡ ଝଟକା; ସମସ୍ତ ପଦବୀରୁ ଇସ୍ତଫା ଦେଲେ ଦଳର ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

କୋଲକାତା: ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ପୁଣି ଝଟକା । ସମସ୍ତ ଦଳୀୟ ପଦବୀରୁ ଇସ୍ତଫା ଦେଲେ ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଏବଂ ବଙ୍ଗ ଟିଏମସିର ରାଜ୍ୟ ସଭାପତି ଭାବରେ ବିବେଚିତ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ । ସେ ମମତା ବାନାର୍ଜୀଙ୍କୁ ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି ଯେ, ସେ ଜୁନ୍ ୩…

Onion Procurement Price: ଚାଷୀଙ୍କୁ ଆଶ୍ୱସ୍ତି,ପିଆଜର ସରକାରୀ କ୍ରୟ ମୂଲ୍ୟ ବୃଦ୍ଧି;ଚଳିତ ସିଜିନ୍‌ରେ ୫ମ ଥର ପାଇଁ…

ନୂଆଦିଲ୍ଲୀ: ସରକାର ବଫର ଷ୍ଟକ୍ ପାଇଁ ପିଆଜର କ୍ରୟ ମୂଲ୍ୟ ୧୩% ବୃଦ୍ଧି କରିଛନ୍ତି। ଏହାକୁ ପ୍ରତି କ୍ୱିଣ୍ଟାଲ ପିଛା ₹୧,୮୭୫ ରୁ ପ୍ରତି କ୍ୱିଣ୍ଟାଲ ପିଛା ₹୨,୧୨୫ କୁ ବୃଦ୍ଧି କରାଯାଇଛି। ଲକ୍ଷ୍ୟ ହେଉଛି କ୍ରୟକୁ ବୃଦ୍ଧି କରିବା ଏବଂ ଚାଷୀଙ୍କ ପାଇଁ ଭଲ ମୂଲ୍ୟ ସୁନିଶ୍ଚିତ କରିବା। ସରକାରୀ…

ସୋନମ ୱାଙ୍ଗଚୁକ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଛି; କକ୍ରୋଚ୍ ପାଇଁ ଅନଶନରେ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତରରେ "କକ୍ରୋଚ୍ ଜନତା ପାର୍ଟି" ପ୍ରତିବାଦ ଶନିବାର ୧୫ ଦିନରେ ପହଞ୍ଚିଛି। ଏହି ସମୟରେ ଆନ୍ଦୋଳନକୁ ସମର୍ଥନ କରି ସାତ ଦିନ ଧରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିବା ସୋନମ ୱାଙ୍ଗଚୁକ୍‌ ଅସୁସ୍ଥ ହୋଇପଡୁଛନ୍ତି। ସ୍ୱାସ୍ଥ୍ୟ ବୁଲେଟିନ୍…

ଜୁଲାଇ ୨୦ରେ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଜୁଲାଇ ୨୦ରେ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ଭାରତ ସରକାରଙ୍କ ସୁପାରିଶକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିବା ପରେ ସଂସଦର ଉଭୟ ଗୃହକୁ ଡକାଯାଇଥିବା ନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ…

ସୋସିଆଲ ମିଡିଆରେ ମହାପ୍ରଭୁଙ୍କ ଏଡିଟ ଫଟୋ ପୋଷ୍ଟ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ…

ପୁରୀ: ଏଣିକି ସୋସିଆଲ ମିଡିଆରେ ମହାପ୍ରଭୁ ଜଗନ୍ନାଥଙ୍କର ଆପତ୍ତିଜନକ ଏଡିଟ ଫୋଟୋ ପୋଷ୍ଟ କଲେ ଆଉ ନିସ୍ତାର ନାହିଁ । ଅନେକ ସମୟରେ ମହାପ୍ରଭୁଙ୍କ ଫୋଟକୁ କଦର୍ଥ କରି ପୋଷ୍ଟ କରାଯାଉଥିବା ଦେଖିବାକୁ ମିଳୁଛି । ଏହା ଭିତରେ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ମୋଟ ୯୭ଟି ଆପତ୍ତିଜନକ ପୋଷ୍ଟ…

ପ୍ରଶାସନର ଅବହେଳା! ରାଜଧାନୀରେ ପୁଣି ଡ୍ରେନ୍ ନେଲା ଜୀବନ…

ଭୁବନେଶ୍ବର: ମୌସୁମୀ ବର୍ଷାରେ ବେହାଲ ରାଜଧାନୀ । ୩ ଦିନ ହେବ ବର୍ଷା ଜାରି ରହିଥିବା ବେଳେ ଭିଜୁଛି ପୁରା ସହର । ଶୁକ୍ରବାର ଠାରୁ ତୁହାକୁ ତୁହା ବର୍ଷା ଲାଗିରହିଥିବା ବେଳେ ଭୁବନେଶ୍ବରରେ ଭୁଷୁଡିଛି ଡ୍ରେନେଜ ଭିତ୍ତିଭୂମି । ଏହି ସମୟରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଆଜି ଡ୍ରେନରେ…

ଏଣିକି ସିଓଆର ବିନା ଓଡ଼ିଶାରେ ଖୋଲିପାରିବନି ଆଉ କୌଣସି ଘରୋଇ ସ୍କୁଲ୍

ଭୁବନେଶ୍ବର: ସାର୍ଟିଫିକେଟ୍‌ ଅଫ୍‌ ରେକଗ୍‌ନେସନ୍‌ (ସିଓଆର) ବିନା ଓଡିଶାରେ ଆଉ ପ୍ରତିଷ୍ଠା ହୋଇପାରିବନି କୌଣସି ଘରୋଇ ସ୍କୁଲ୍ । ଆରସିଏଫସିଇ ଆଇନ ୨୦୦୯ ଅନୁଯାୟୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ନୂତନ ଘରୋଇ ବିଦ୍ୟାଳୟ ଖୋଲିବାକୁ ଥିବା…

ସ୍ବାସ୍ଥ୍ୟମନ୍ତ୍ରୀ ସହ ବୈଠକ ପରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ; ଆଜିଠୁ କାମରେ ଯୋଗ ଦେବେ

ଭୁବନେଶ୍ବର: ସ୍ଥଗିତ ରହିଲା ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (ଓମସା) ପକ୍ଷରୁ ଚାଲିଥିବା ଆନ୍ଦୋଳନ । ଏବେ ରାଜ୍ୟରେ ସ୍ୱାଭାବିକ ହେବ ସ୍ୱାସ୍ଥ୍ୟ ସେବା । ରାଜ୍ୟ ସରକାରଙ୍କ ସହ ସଫଳ ଆଲୋଚନା ଏବଂ ମିଳିଥିବା ପ୍ରତିଶ୍ରୁତି ପରେ ଓମସା ଏହି ନିଷ୍ପତ୍ତି ନେଇଛି । ସ୍ୱାସ୍ଥ୍ୟ…