BJP State In-Charge: ବିଜେପିରେ ବଡ଼ ସାଂଗଠନିକ ପରିବର୍ତ୍ତନ; ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଓ ହରିୟାଣା ଦାୟିତ୍ବ,…
ନୂଆଦିଲ୍ଲୀ: ବିଜେପି ସଂଗଠନରେ ବଡ଼ ପରିବର୍ତ୍ତନ। ଦଳ ପକ୍ଷରୁ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାଁ ଘୋଷଣା କରାଯାଇଛି। ବିଜେପି ଜାତୀୟ ସଭାପତି ନିତିନ ନବୀନଙ୍କ ପକ୍ଷରୁ ଏହି ତାଲିକା ଜାରି ହୋଇଛି। ନୂଆ ତାଲିକାରେ ଅନେକ ବରିଷ୍ଠ ନେତାଙ୍କୁ…