Sushila Tiriya: ପୂର୍ବତନ ସାଂସଦ ସୁଶୀଳା ତିରିଆଙ୍କ ପରଲୋକ
ଭୁବନେଶ୍ବର: ଆଜି ମୟୂରଭଞ୍ଜର ପୂର୍ବତନ ଏମ୍ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ସୂଚନା ରହିଛି । ଶେଷ ନିଶ୍ବାସ ତ୍ୟାଗ ବେଳକୁ ୭୦ବର୍ଷ ବୟସ ହୋଇଥିଲା । ଡିସେମ୍ବର ୫ତାରିଖରେ ଅସୁସ୍ଥ ହୋଇ ସେ…