Latest Odisha News

BREAKING NEWS

Yearly Archives

2026

୧୫ ଦିନର ଅସ୍ତ୍ରବିରତି: ହ୍ରାସ ହେବ କି ବିମାନ ଭଡା, ଫୁଏଲ୍ ସରଚାର୍ଜ ଉପରେ କ’ଣ ପ୍ରଭାବ ପଡ଼ିବ?

ନୂଆଦିଲ୍ଲୀ: ବିଶ୍ୱରେ ଘୋଡ଼ାଇ ହୋଇଥିବା ଯୁଦ୍ଧର କଳାବାଦଲ ଏବେ ହଟିବା ଆରମ୍ଭ କରିଛି। ଆମେରିକା ଏବଂ ଇରାନ ମଧ୍ୟରେ ୧୫ ଦିନିଆ ଯୁଦ୍ଧବିରତି କେବଳ ବନ୍ଧୁକକୁ ନୀରବ କରିନାହିଁ, ବରଂ ଅନ୍ତର୍ଜାତୀୟ ବଜାରରେ ତେଲ ମୂଲ୍ୟ ହ୍ରାସ ପାଇବା ମଧ୍ୟ ନୂତନ ଆଶା ସୃଷ୍ଟି କରିଛି। ଯଦି ଆପଣ ମଧ୍ୟ ମହଙ୍ଗା…

LPG cylinder at ₹500: ଏଲପିଜି ସଙ୍କଟ ମଧ୍ୟରେ, ମାତ୍ର ୫୦୦ ଟଙ୍କାରେ ଟାଙ୍କି ଦେଉଛନ୍ତି ଦୁଇ ଭାଇ

ଡେରାଡୁନ: ଗ୍ୟାସ୍ ଟାଙ୍କି ପାଇଁ ଦେଶରେ ଚାଲିଛି ଟଣାଓଟରା। ସରକାର ଯେତେ କହିଲେ ବି, ଠିକ୍ ସମୟରେ ମିଳିପାରୁନି ଟାଙ୍କି। କେଉଁଠି ୩୦୦୦ ତ ଆଉ କେଉଁଠି ୫୦୦୦ ଟଙ୍କା ମୂଲ୍ୟ ହୋଇଥିବା ବେଳେ... ଉଜ୍ବଳାରେ ସାମିଲ ଥିବା ଗ୍ରାହକ ବି ବହି ଥାଇ ହାତ ଖାଲି। ମିଳୁନି ଗ୍ୟାସ୍ ଯୋଗାଣ। ଏହି ସମୟରେ…

ଉଛୁଳିଲା ସେୟାର ମାର୍କେଟ: ସେନସେକ୍ସ ୨୭୦୦ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଅସ୍ତ୍ରବିରତି ଏବଂ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ଯୋଗୁଁ ଆଜି ଏସୀୟ ବଜାରରେ ତୀବ୍ର ବୃଦ୍ଧି ଘଟିଛି। ଏହାର ପ୍ରତିଫଳନ ଘରୋଇ ଷ୍ଟକ୍ ବଜାର ଉପରେ ମଧ୍ୟ ପଡୁଛି। ପ୍ରାରମ୍ଭିକ କାରବାରରେ ବିଏସଇ ସେନସେକ୍ସ ୨୭୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିଲା, ଯେତେବେଳେ…

ବିଶ୍ୱ ସଙ୍କଟ ମଧ୍ୟରେ ରେପୋ ହାର ଅପରିବର୍ତ୍ତିତ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ବିଶ୍ୱ ଅନିଶ୍ଚିତତା ସତ୍ତ୍ୱେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ଅପରିବର୍ତ୍ତିତ ରଖିଛି। ବୁଧବାର ଦିନ ମୁଦ୍ରା ନୀତି କମିଟି (MPC) ଏହାର ବୈଠକରେ ଏହାକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଏହା…

Iran US ଯୁଦ୍ଧବିରତି ଉପରେ ଆସିଲା ନେତାନ୍ୟାହୁଙ୍କ ପ୍ରଥମ ବୟାନ, କହିଲେ, ‘ନିଜ ସର୍ତ୍ତ ସହିତ…’

ନୂଆଦିଲ୍ଲୀ: ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଇସ୍ରାଏଲର ପ୍ରଥମ ପ୍ରତିକ୍ରିୟା ଆସିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଏବଂ ନିଜର ସର୍ତ୍ତ ମଧ୍ୟ ସ୍ଥିର କରିଛନ୍ତି। ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଇରାନ ସହିତ…

୭ ଦିନିଆ ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ

କଟକ: ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ। ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ JMFC କୋର୍ଟ। କାଲିଠୁ ୧୫ ତାରିଖ ଯାଏଁ ରିମାଣ୍ଡରେ ନେବ କର୍ଣ୍ଣାଟକ ପୋଲିସ। ୨୦ କୋଟି ଟଙ୍କାର ସୁନା ଗହଣା ଲୁଟ୍‌ ମାମଲାରେ କରିବ ପଚରାଉଚରା। ଆସନ୍ତା ୯ ତାରିଖରୁ ୧୫ ତାରିଖ ଯାଏଁ…

ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ। ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଏକକାଳୀନ ୬ଟି ସ୍ଥାନରେ ଏକକାଳୀନ ରେଡ୍‌ କରୁଛି ଭିଜିଲାନ୍ସ। ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ଯାଜପୁରରେ ରେଡ୍ କରୁଛି…

ATSର ବଡ଼ କାର୍ଯ୍ୟାନୁଷ୍ଠାନ, ମହିଳା ସମେତ ୫ ସନ୍ଦିଗ୍ଧ ପାକିସ୍ତାନୀ ଗୁପ୍ତଚର ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଏଟିଏସ୍‌ର ଦେଓବନ୍ଦ ୟୁନିଟ୍ ମଙ୍ଗଳବାର ଦିନ ଶାମଲିର କୈରାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ପାଞ୍ଚ ଜଣ ସନ୍ଦିଗ୍ଧ ପାକିସ୍ତାନୀ ଗୁପ୍ତଚରଙ୍କୁ ଅଟକ ରଖିଛି। ସେମାନେ ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ପଠାଉଥିବା ଅଭିଯୋଗ ହୋଇଛି। ଏଟିଏସ୍‌ର ଏହି…

ସାରା ରାଜ୍ୟରେ ଝଡବର୍ଷା ଆଲର୍ଟ, ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟରେ ଝଡବର୍ଷା ଆଲର୍ଟ। ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ। ଖୋର୍ଦ୍ଧା, ଯୋଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଜାରି ହୋଇଛି ସତର୍କତା। ବାକି ୨୭ ଜିଲ୍ଲାକୁ ବି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।…