Latest Odisha News

BREAKING NEWS

Yearly Archives

2026

ପଶ୍ଚିମବଙ୍ଗରେ ଭୋଟ ଆଗରୁ ବାଦ ପଡିଲେ ୯୦ ଲକ୍ଷ ଭୋଟର

କୋଲକତା: ପଶ୍ଚିମବଙ୍ଗ ବିଧାନସଭା ଆଗରୁ ଆସିଛି ବଡ ଅପଡେଟ୍ । ଭୋଟର ତାଲିକା ସମ୍ପର୍କରେ ଆସିଥିବା ତଥ୍ୟ ସମସ୍ତଙ୍କୁ ଦୋହଲାଇ ଦେଇଛି । ଭୋଟ ହେବା ଆଗରୁ ୯୦ ଲକ୍ଷରୁ ଅଧିକ ଭୋଟର ବାଦ ପଡିଛନ୍ତି । ଭୋଟ ହେବା ଆଗରୁ ଏକ ନୂତନ ଭୋଟର ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ସାରା ରାଜ୍ୟରୁ ୯୦ ଲକ୍ଷରୁ…

ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା । ଏଣିକି ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ୫ କିଲୋଗ୍ରାମ ବିଶିଷ୍ଟ ଛୋଟ ଗ୍ୟାସ୍ ସିଲିଣ୍ଡର FTLର ଦୈନିକ କୋଟାକୁ ଦୁଇଗୁଣା କରାଯିବ । ପ୍ରତି ରାଜ୍ୟରେ ଚାହିଦା ଅନୁଯାୟୀ ଏହି ସଂଖ୍ୟା ବୃଦ୍ଧି…

ଖଣି ଲିଜ୍‌ଧାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଉତ୍ପାଦନ ବୃଦ୍ଧି କରନ୍ତୁ

ଭୁବନେଶ୍ବର: ରାଜ୍ୟରେ ଲୁହାପଥର ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଖଣି ଲିଜ୍‌ଧାରୀ ଓ ଶିଳ୍ପପତି ମାନଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନ ଠାରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ଶିଳ୍ପାୟନ ଏବଂ ଦେଶରେ…

ଆମ ପୃଥିବୀର ବୟସ କେତେ, ବୈଜ୍ଞାନିକମାନେ ଏହାକୁ କିପରି ନିର୍ଣ୍ଣୟ କରିଥିଲେ ଜାଣନ୍ତୁ?

ନୂଆଦିଲ୍ଲୀ: ସମସ୍ତ ବସ୍ତୁର ଏକ ବୟସ ରହିଥାଏ। ଲୋକମାନେ ପ୍ରାୟତଃ ଭାବନ୍ତି ଯେ ପୃଥିବୀ କେତେ ପୁରୁଣା। ବୈଜ୍ଞାନିକମାନେ ଏହି ପ୍ରଶ୍ନର ଉତ୍ତର ଦେଇସାରିଛନ୍ତି। କିନ୍ତୁ ଏହା କେବଳ ଏକ ଅନୁମାନ ନୁହେଁ; ଏହା ପ୍ରମାଣ ବ୍ୟବହାର କରି ଗବେଷଣା ଏବଂ ଯାଞ୍ଚର ଫଳାଫଳ। ଆସନ୍ତୁ ଜାଣିବା ଯେ ଆମର…

ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଆଲୋକୀକରଣ ନେଇ ପୁରୀ ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜିତ ହୋଇଯାଇଛି । ବୈଠକରେ ଶ୍ରୀମନ୍ଦିର ଆଲୋକୀକରଣ ପାଇଁ ୧୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଛି । ଦେଢ଼ କିଲୋମିଟର ଦୂରରୁ ଝଲସିବ…

ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ

ନୂଆଦିଲ୍ଲୀ: ଭାରତର ଯୁବ କ୍ରିକେଟର ଯଶସ୍ୱୀ ଜୈସୱାଲ ଚଳିତ ଆଇପିଏଲ ଅବସରରେ ପୂନର୍ବାର ଚର୍ଚ୍ଚାର କାରଣ ସାଜିଛନ୍ତି । ମ୍ୟାଡି ହେମିଲଟନ ନାମକ ମହିଳାଙ୍କ ସହ ଯଶସ୍ୱୀଙ୍କ ନାମ ଯୋଡାଯାଉଛି । ସେ ଏବେ ଇଂଲଣ୍ଡର ପଢ଼ୁଛନ୍ତି । ୨୦୨୪ ହାଇଦ୍ରାବାଦ ଟେଷ୍ଟ ଅବସରରେ ହେମିଲଟନଙ୍କୁ ଟିମ ଇଣ୍ଡିଆ ଜର୍ସି…

ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି

ରାୟଗଡା: ବେଦାନ୍ତର ରାସ୍ତା ନିର୍ମାଣକୁ ନେଇ କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି। କାଶୀପୁର ବ୍ଲକର ଶାଗବାରୀ ଗ୍ରାମ ଠାରେ ପୁଲିସ ଉପରେ ଆକ୍ରମଣ କରିଛନ୍ତି ଖଣିଖନନ ବିରୋଧୀ। ରାସ୍ତା କାମକୁ ବିରୋଧ କରି ଆନ୍ଦୋଳନକାରୀ ମାନେ ପୁଲିସ ବୁଝାସୁଝା କରୁଥିବା ବେଳେ ଉତ୍ଯକ୍ତ ହୋଇ ପଥର ମାଡ…

ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ

ଯାଜପୁର: ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟରେ ଗୁଳିକାଣ୍ଡ । ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତକ କୁଆଁସରପୁର ଅଞ୍ଚଳର ସୋମ୍ୟ ରଞ୍ଜନ ସାମଲ ବୋଲି ଜଣାପଡିଛି । ସୋମବାର ରାତିରେ ଯାଜପୁର ସହରର କାଳିମେଘା ନିକଟରେ…