ମହିଳାଙ୍କ ବୟସ ୩୯,ହେଲେ ତାଙ୍କ ପିଲାମାନଙ୍କ ସଂଖ୍ୟା ୩୮ । ଏହା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବେ । ମହିଳା ଜଣକ ହେଲ ଯୁଗାଡ଼ାର ମୁକୋନୋ ଜିଲା କବମ୍ବରୀ ଗ୍ରାମର ମାରିୟମ ନବାତାଜୀ । ମାତ୍ର ୩୯ ବୟସରେ ୩୮ ପିଲାଙ୍କୁ ଜନ୍ମ ଦେଇ ସାରିଲେଣି ।
ମାରିୟମଙ୍କର ବିବାହ ୧୨ ବର୍ଷ ବୟସରେ ହୋଇଥିଲା । ଯେତେବେଳେ ତାଙ୍କୁ ୧୩ ବର୍ଷ ବୟସ ସେତେବେଳେ ସେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ମୋଟ ଉପରେ ସେ ୨ ଥର ଗୋଟିଏ ଲେଖାଏଁ ସନ୍ତାନ ଜନ୍ମ ଦେଇଥିବା ବେଳେ ୬ ଥର ଜାଆଁଳା,୪ଥର ତିନି ସନ୍ତାନ, ୩ ଥର ୪ଟି ଲେଖାଏଁ ସନ୍ତାନ ଜନ୍ମ ଦେଇଛନ୍ତି । ମହିଳା ଜଣକ ସ୍ଥାନୀୟ ଅଂଚଳରେ ପିଲା ଜନ୍ମ ମେସିନ୍ ଭାବେ ଜଣାଶୁଣା । ମେରିୟମଙ୍କ ଯୁକ୍ତି ହେଲା, ତାଙ୍କ ବାପା ୪୫ ସନ୍ତାନର ଜନକ ଥିଲେ । ତେଣୁ ସେ ମଧ୍ୟ ସେହି ରାସ୍ତାରେ ଅଛନ୍ତି ।
BREAKING NEWS
- ଅଜରବଇଜାନରେ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ ହିଜାବ ଉପରେ କଟକଣା
- ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ, ଉପକୃତ ହେବେ ୧,୬୦୮ ପରିବାର
- ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ କଟକଣା, ୬ ଦିନ ଯାଏଁ ବନ୍ଦ ରହିବ ଏହି ସବୁ ରାସ୍ତା
- ଅଡ଼ୁଆରେ ଅଭିନେତା ଇମ୍ରାନ ଖାନ; ‘ଲୁକ୍ ଆଉଟ୍ ସର୍କୁଲାର୍’ ଜାରି କରିବାକୁ ବିଜେପି ନେତାଙ୍କ ଦାବି
- ରଣଜୀ ଟ୍ରଫି: ବାଦଲଙ୍କ ପ୍ରଥମ ଥର ପାଇଁ ୫ ୱିକେଟ୍ ସଫଳତା, କିନ୍ତୁ ଗୁଜରାଟ ବିପକ୍ଷରେ ସଙ୍କଟରେ ଓଡ଼ିଶା
- ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ହୋଇପାରନ୍ତି ରୋହିତ ଶର୍ମା, ଜାଣନ୍ତୁ କାରଣ
- ନୂଆ IPL ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍, ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବରାଜ
- Smartphone Scrolling: ଅଧ୍ୟୟନରୁ ଲୁକ୍କାୟିତ ସମସ୍ୟା
- ଗୋଟିଏ ଓଭରରେ ୫ଟି ୱିକେଟ ନେଲେ ଦକ୍ଷିଣ ଆଫ୍ରିକାର ଏହି ବୋଲର
- ଐତିହାସିକ ବାଲିଯାତ୍ରାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ନା, ନିୟମ ଭାଙ୍ଗିଲେ ଗଣିବାକୁ ପଡ଼ିବ ଜରିମାନା

Comments are closed.