Latest Odisha News

BREAKING NEWS

ଆଜି ଅନ୍ତର୍ଜାତୀୟ ଶିକ୍ଷକ ଦିବସ

୧୯୯୪ ମସିହାରୁ ପ୍ରତିବର୍ଷ ଅକ୍ଟୋବର ୫ ତାରିଖରେ ୟୁନେସ୍କୋ ଓ ଏଜୁକେସନ୍‌ ଇଣ୍ଟର୍‌ନ୍ୟାସନାଲ୍‌ ଆନୁକୂଲ୍ୟରେ ବିଶ୍ବ ସ୍ତରରେ ଆନ୍ତର୍ଜାତୀୟ ଶିକ୍ଷକ ଦିବସ ପାଳିତ ହେଉଛି।

ଆଗାମୀ ଭବିଷ୍ୟତକୁ ଗଢ଼ିବାରେ ଶିକ୍ଷକ ସମାଜର ଗରୁତ୍ବପୁର୍ଣ୍ଣ ଭୂମିକା ରହିଛି। ସେଥିପାଇଁ ଶିକ୍ଷକମାନଙ୍କ ସମ୍ମାନର୍ଥେ ବିଭିନ୍ନ ଦେଶରେ ଏହି ଦିବସ ପାଳନ କରାଯାଉଛି।

Leave A Reply

Your email address will not be published.