ଏଣିକି ଏସ୍ବିଆଇ ଏଟିଏମ୍ କାର୍ଡରେ ବି ପାଇପାରିବେ ଇଏମ୍ଆଇ ସୁବିଧା
ମୁମ୍ବାଇ: ଯଦି ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆକାଉଣ୍ଟଧାରୀ ଅଛନ୍ତି ତେବେ ଆପଣ ନିଜର ଏଟିଏମ୍ କାର୍ଡ ବା ଡେବିଟ୍ କାର୍ଡରେ ଇଏମ୍ଆଇ ସୁବିଧା ପାଇପାରିବେ।
ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟଧାରୀମାନଙ୍କୁ ଦିଆଯାଇଥିବା ଡେବିଟ୍ କାର୍ଡ ଏସ୍ବିଆଇ ଏକ ସ୍ବତନ୍ତ୍ର ସୁବିଧା ଦେଉଛି।ଏସ୍ବିଆଇ ଅନୁଯାୟୀ ବର୍ତ୍ତମାନ ଇଏମ୍ଆଇ ସୁବିଧା ସହିତ ଡେବିଟ୍ କାର୍ଡ ଦିଆଯାଉଛି।
ଏହା ସେହି ଗ୍ରାହକମାନଙ୍କୁ ଲାଭ ଦେବ ଯେଉଁମାନେ ଅନ୍ଲାଇନ୍ ସପିଂ କରିବାକୁ ଚାହୁଛନ୍ତି।