ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍ । ମହାରାଷ୍ଟ୍ର ଏବଂ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କଲେ ବିଜେପି ନେତା ବୈଜୟନ୍ତ ପଣ୍ଡା । ସେ ଲେଖିଛନ୍ତି , ପାକିସ୍ତାନ ଭଳି ଏହି ଦୁଇ ରାଜ୍ୟରେ ସାମ୍ବାଦିକମାନଙ୍କୁ ଉଠାଇ ନିଆଯାଉଛି । ଆଇନ ବ୍ୟବସ୍ଥାକୁ ପାଳନ କରାଯାଉ ନାହିଁ ବୋଲି କହିଛନ୍ତି ବୈଜୟନ୍ତ ପଣ୍ତା।

ବୈଜୟନ୍ତଙ୍କ ଏହି ଟ୍ୱିଟ୍ ପରେ ବିଜେଡି ନେତା ତାଙ୍କୁ କାଉଣ୍ଚର କରିଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ମିଡିଆକୁ ଅସ୍ତ୍ର କରି ଅଭିଯୁକ୍ତ ସାମ୍ବାଦିକଙ୍କୁ ବଞ୍ଚାଉଛନ୍ତି ବୈଜୟନ୍ତ ପଣ୍ଡା । ପାକ୍ ସହ ତୁଳନା କରିବାକୁ କେମିତି ସାହସ କଲେ ବୋଲି ପ୍ରଶ୍ନ କଲେ ଅନୁଭବ ମହାନ୍ତି । ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ଲୋକଙ୍କୁ ବୋକା କରନ୍ତୁ ନାହିଁ ।

BREAKING NEWS
- Women Entrepreneurship Platform: ମହିଳାଙ୍କୁ ଉଦ୍ୟୋଗପତି କରିବାକୁ ବଡ଼ ପଦକ୍ଷେପ, “ଏବେ କେବଳ ଚାକିରି ଖୋଜିବେନି, ସୃଷ୍ଟି କରିବେ ଚାକିରି”
- ଏସଆଇଆର କାମରେ ଅବହେଳା ପାଇଁ ଶିକ୍ଷକ ନିଲମ୍ବିତ
- Double murder: ମା’-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା
- ହସୁଥିବା ମଣିଷ ଚାଲିଗଲା କୋମାକୁ; ସିସିଟିଭି କ୍ୟାମେରାରେ କଏଦ ହେଲା ରାସ୍ତା କଡ଼ର ସେହି ଭୟଙ୍କର ଦୃଶ୍ୟ
- ୨ନାବାଳିକାଙ୍କୁ କରାଯାଇଥିବା ଦୁଷ୍କର୍ମ ମାମଲାର ଶୁଣାଣି; ଉଭୟ ଦୋଷୀଙ୍କୁ ଜେଲ୍ ଦଣ୍ଡ
- ନିଜ ବାଡି ଛତୁ ଖାଇ ୬ଅସୁସ୍ଥ; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
- ଖେଳ ପଡ଼ିଆରୁ ସନ୍ତ୍ରାସବାଦର ଗୁପ୍ତ ସୁଡ଼ଙ୍ଗ; ପୂର୍ବତନ ଖେଳାଳିଙ୍କ ଭାଇଙ୍କ ମୃତ୍ୟୁ ପରେ ଖୋଲିଲା ବଡ଼ ସାଙ୍ଘାତିକ ସତ
- ମାତ୍ର କେଇ ଶହ ଟଙ୍କା ପାଇଁ ଖଟୁଥିବା ଝିଅ ପାଲଟିଗଲା କୋଟିପତି? ପଛରେ ଲୁଚିଛି ଏକ ଭୟଙ୍କର ଷଡ଼ଯନ୍ତ୍ର?
- ନିମିଷକେ ବଦଳି ଯାଇଥାନ୍ତା ଭାଗ୍ୟ, ହେଲେ ଲକ୍ଷ ଲକ୍ଷ ଟଙ୍କାର ପ୍ରଲୋଭନକୁ ଏଭଳି ଭାବେ ପ୍ରତ୍ୟାଖ୍ୟାନ କଲେ ଓଡ଼ିଆ ପୁଅ
- ଯୁବପିଢ଼ିଙ୍କୁ ବରବାଦ୍ କରିବାକୁ ସ୍ପେଶାଲ୍ ଡେଲିଭରୀ; ଭୁବନେଶ୍ୱରରୁ ଗିରଫ ହେଲା ବଡ଼ ନିଶା ବେପାରୀ

Comments are closed.