ଚେନ୍ନାଇ: ତାମିଲନାଡୁର କୃଷି ମନ୍ତ୍ରୀ ଆର ଡୋରିକାନ୍ନୁ କରୋନା ସଂକ୍ରମଣ ପରେ ମୃତ୍ୟୁ ଘଟିଛି। ୧୩ ଅକ୍ଟୋବରରେ ୭୨ ବର୍ଷିୟ ଡୋରିକାନ୍ନୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଡୋରିକାନ୍ନୁଙ୍କ ୯୦ ପ୍ରତିଶତ ଫୁସଫୁସ ସଂକ୍ରମଣ ହୋଇଥିବା ରିପୋର୍ଟରୁ ଜଣାପଡ଼ିଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଇସିଏମ୍ଓ ଏବଂ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା। ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ୍ କର୍ତ୍ତୁପକ୍ଷ ତରଫରୁ ସୂଚନା ଦିଆଯାଇଛି। ଡୋରିକାନ୍ନୁ ଥାନଜାଭୁର ଜିଲ୍ଲାର ପପାନାସାମରୁ ତିନିଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।
BREAKING NEWS
- One Rupee Humiliation: ମାନବିକତା ଭୁଲିଲେ ‘ମୁଖ୍ୟମନ୍ତ୍ରୀ ବସ୍’ କଣ୍ଡକ୍ଟର, ମାତ୍ର ଟଙ୍କାଏ ପାଇଁ ବୃଦ୍ଧ ଦମ୍ପତିଙ୍କୁ ମଝି ରାସ୍ତାରେ ଧକ୍କା ମାରି ଓହ୍ଲାଇଦେଲେ…
- ସ୍ୱାମୀ-ସ୍ତ୍ରୀ କଳହର କରୁଣ ପରିଣତି: ପଡ଼ୋଶୀ ଯୁବକଙ୍କୁ କଲେ ନିର୍ମମ ହତ୍ୟା
- ଜୁଲାଇ ଆରମ୍ଭରୁ ରାଜ୍ୟରେ ମେଘ, ଆସୁଛି ଚଳିତ ମୌସୁମୀର ପ୍ରଥମ ଲଘୁଚାପ
- ବାପ-ଝିଅଙ୍କ ଉପରେ ଚଢିଗଲା ଆମ ବସ
- ପୋଲିସ ଆଗରେ ସତ କହିଲା ଅଭିଯୁକ୍ତ; ନିର୍ବନ୍ଧ ଭାଙ୍ଗିବା ଅପେକ୍ଷା କେତନକୁ ମାରିବା ସହଜ ଥିଲା…
- ବିଲରୁ ନାବାଳିକା ଉଦ୍ଧାର; ସ୍ବେଚ୍ଛାସେବୀ ଅନୁଷ୍ଠାନରେ ଶାରୀରିକ ନିର୍ଯାତନା ଅଭିଯୋଗ
- Bank holidays: ଜୁଲାଇରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେବେ କେବେ ବ୍ୟାଙ୍କ ଛୁଟି?
- ପ୍ରସନ୍ନଙ୍କ ବାସଭବନରେ ଭୂପିନ୍ଦର: ଦୁଇ ବରିଷ୍ଠ ନେତାଙ୍କ ‘ଗୁପ୍ତ ଭେଟଘାଟ’କୁ ନେଇ ଶଙ୍ଖ ଶିବିରରେ କମ୍ପନ
- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା, କାଳୁଆ ଯାତ୍ରାରେ ହୋଇଥିଲା ହତ୍ୟା ପ୍ଲାନ୍
- ତାମିଲନାଡୁ ଗ୍ୟାସ ଲିକ୍ ଦୁର୍ଘଟଣା: ଓଡ଼ିଶା ଫେରିଲେ ୬୨ ଆତଙ୍କିତ ଶ୍ରମିକ, ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷର ସହାୟତା

Comments are closed.