ନୂଆଦିଲ୍ଲୀ: ପପ୍ଷ୍ଟାର ନିକ୍ ଜୋନାସ ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଏକ ପୁରୁଣା ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି। ଫଟୋରେ ନିକ ଏବଂ ପ୍ରିୟଙ୍କା କଳା ପୋଷାକରେ କ୍ୟାମେରା ଆଗରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି।
ନିକ୍ ଇନଷ୍ଟାଗ୍ରାମରେ ହର୍ଟ-ଆଇର ଇମୋଜି ସହିତ ଲେଖିଛନ୍ତି, “ମୁଁ କେତେ ଭାଗ୍ୟବାନ। ହ୍ୟାସଟ୍ୟାଗ ଫ୍ଲାସବ୍ୟାକ୍।” ନିକ୍ଙ୍କ ଫଟୋରେ ପ୍ରିୟଙ୍କା ମଧ୍ୟ ଖୁବ୍ ସୁନ୍ଦର ମନ୍ତବ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, “ମାଏ୍ ଲଭ୍। ମୁଁ ମଧ୍ୟ ସବୁଠାରୁ ଲକି”
ଏହାପୂର୍ବରୁ ମଧ୍ୟ ପ୍ରିୟଙ୍କା ନିକ୍ଙ୍କ ସହ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ନିକ୍ଙ୍କୁ ପାଇ ସେ ବହୁତ କୃତଜ୍ଞ। ଏହି ଫଟୋରେ ପ୍ରିୟଙ୍କା ନିକ୍ଙ୍କୁ ହାତ ଧରିଥିବାର ଦେଖିବାକୁ ମିଳିଥିଲା।
BREAKING NEWS
- ନିଜ ଦେହର ମାଂସ ଖାଇଗଲେ କଏଦୀ ! ଛାତିଥରା ଘଟଣା
- ଆପଣଙ୍କ ପାସୱାର୍ଡ ଆଉ ଜଣଙ୍କ ପାଖରେ! ଜାଣନ୍ତୁ କିଏ…
- ଆଇପିଏଲ: ୯ ଖେଳାଳିଙ୍କୁ ନିଲାମ ତାଲିକାରୁ ବାଦ ଦେଲା ବିସିସିଆଇ
- Farmers request: ଧାନ ବିକ୍ରି ପାଇଁ ଜିଲ୍ଲାପାଳଙ୍କୁ ମୁଣ୍ଡିଆ ମାରି ନେହୁରା ହେଲେ ଚାଷୀ
- ଅବୈଧ ବୋଲିଂ ଆକ୍ସନ ତାଲିକାରେ ଦୀପକ ହୁଡା
- Naveen Patnaik Writes to CM: ମୋର ବର୍ଦ୍ଧିତ ଦରମା ଗରିବଙ୍କ ପାଇଁ: ନବୀନ ପଟ୍ଟନାୟକ
- ଏଆଇ କ୍ୟାମେରା ସାହାଯ୍ୟରେ ୩ ଶିକାରୀ ଗିରଫ, ୫ ବନ୍ଧୁକ ଜବତ
- ବଡ଼ବିଲରେ ନବ ନିର୍ମିତ ୧୦ ଏମଭିଏ ଯୁକ୍ତ ସବଷ୍ଟେସନର ଉଦଘାଟିତ
- ମାଲକାନଗିରିରେ ଇଣ୍ଟରନେଟ୍ କଟକଣା ଆଉ ୩୬ ଘଣ୍ଟା ବୃଦ୍ଧି, ହଟିଲା BNSS ୧୬୩
- Maoists surrender: ୨ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ;୨୦ବର୍ଷ ଧରି ସଂଗଠନରେ ଥିଲେ ସକ୍ରିୟ
Comments are closed.