Latest Odisha News

BREAKING NEWS

ଦୀପାବଳି ରାତିରେ ଅଟୋକୁ ପିଟିଲା ଟ୍ରକ, ୩ ମୃତ

ବରଗଡ଼: ଅଟୋକୁ ସାମନା ପଟରୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ବରଗଡ଼ ସହର ସରସରା ଗାଁ ନିକଟରେ ଦୀପାବଳି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗତକାଲି ରାତି ପ୍ରାୟ ୧୦ଟା ବେଳେ ଦୁର୍ଘଟଣା ଘଟିଛି ।

୩ ଜଣ ଯୁବକ ଗୋଟିଏ ଅଟୋରେ ବରଗଡ଼ରୁ ବରପାଲି ଅଭିମୁଖେ ଯାଉଥିଲେ । ଏତିକି ‌ବେଳେ ସାମନା ପଟରୁ ଆସୁଥିବା ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଅଟୋଟି ସଂପୂର୍ଣ୍ଣ ଚୁରମାର ହୋଇଛି । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଇଛି ।

Leave A Reply

Your email address will not be published.