ମୁମ୍ବାଇ: ଆସନ୍ତାକାଲିଠୁ ମହାରାଷ୍ଟ୍ରରେ ଖୋଲିବ ମନ୍ଦିର । କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଳିବା ନେଇ ଅନୁମତି ଦେଇଛନ୍ତି ସରକାର । ଦୀପାବଳି ରାତିରେ ଏହି ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସର୍ତ୍ତ ସହ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । କରୋନାକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ମାସରୁ ବନ୍ଦ ରହିଛି ଧାର୍ମିକ ସ୍ଥଳୀ ।
ମନ୍ଦିର ଖୋଲିବା ନେଇ ଗାଇଡଲାଇନ୍
– ୬୫ ବର୍ଷରୁ ଅଧିକ ବୟସ୍କ, ଗର୍ଭବତୀ, ୧୦ ବର୍ଷରୁ କମ୍ ବୟସକ ଶିଶୁଙ୍କୁ ନଆସିବାକୁ ପରାମର୍ଶ
– ଧାର୍ମିକ ସ୍ଥଳୀ ଭିତରେ ଦୁଇ ଜଣଙ୍କ ଭିତରେ ଛଅ ଫୁଟ ଦୂରତା ରହିବ
– ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
– ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ, ଦିଆଯିବ ସାନିଟାଇଜର୍
– ମନ୍ଦିରରେ ଯେପରି ଅଧିକ ଗହଳି ନହେବ ସେନେଇ ନଜର ରଖାଯିବ
– ଅଡିଓ ଓ ଭିଡିଓ ମାଧ୍ୟମରେ ଭକ୍ତଙ୍କୁ କୋଭିଡ୍ ଗାଇଡଲାଇନ ସମ୍ପର୍କରେ ସୂଚନା ପ୍ରଦାନ
– ହାତ ଧୋଇବା ବ୍ୟବସ୍ଥା କରାଯିବ
– ସମସ୍ତେ ମୋବାଇଲ ଫୋନରେ ଡାଉନଲୋଡ୍ କରିବେ ଆରୋଗ୍ୟ ସେତୁ ଆପ୍
– ସାର୍ବଜନିକ ସ୍ଥାନରେ ଛେପ ପକାଇବା ମନା
– ମନ୍ଦିର ଭିଚରେ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଅଲଗା ଅଲଗା ହେବ
BREAKING NEWS
- ୪ଗୋରୁ ବୋଝେଇ ଟ୍ରକ ଜବତ;୩ ଗିରଫ,ଜଣେ ଫେରାର
- କଲମପୁର ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ
- କଟକରେ ୨ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପକୁ ସଫଳତା ସହ କାର୍ଯ୍ୟକ୍ଷମ କଲା ଟିପିସିଓଡିଏଲ୍
- ପ୍ରଶାସନରେ ଏ .ଆଇ.ର ଉପଯୋଗ ସମ୍ବନ୍ଧିତ କର୍ମଶାଳା ଅନୁଷ୍ଠିତ
- ଭାରତୀୟ ଛାତ୍ରଙ୍କୁ ଦେଶାନ୍ତର କରାଯିବ ନାହିଁ; ରୋକ୍ ଲଗାଇଲେ କୋର୍ଟ
- ଭାରତ ଗସ୍ତରେ ଆସିବେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ
- ଦେଶରେ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ପ୍ରଥମ
- ମଣିଷକୁ ସତରେ ଲାଗେ ଭୂତ? ବିଜ୍ଞାନ କଣ କୁହେ
- AI ସାହାଯ୍ୟରେ ବିଶ୍ୱର ପ୍ରଥମ ଶିଶୁ ହେଲା ଜନ୍ମ
- ଯାତ୍ରା ମାଲିକଙ୍କୁ କାହିଁକି ‘ବାବୁ’ ଡାକନ୍ତି କଳାକାର, ଏହା ପଛରେ ରହିଛି ଅନେକ କାରଣ
Comments are closed.