Latest Odisha News

BREAKING NEWS

କେବିସିର ହଟ୍ ସିଟରେ ବସିବେ ଓଡ଼ିଶା ଅଧ୍ୟାପିକା

ସମ୍ବଲପୁର: ବଲିଉଡ ତାରକା ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ରିୟାଲିଟି ସୋ କୌନ ବାନେଗା କରୋଡ଼ପତି (କେବିସି) ର ହଟ୍ ସିଟ୍ ରେ ବସିବେ ରମାଦେବୀ ମହିଳା ମହାବିଦ୍ୟାଳୟର ଜଣେ ମହିଳା ପ୍ରଫେସର।

ଭୁବନେଶ୍ୱରର ରମାଦେବୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବରେ କାର୍ଯ୍ୟରତ ସସ୍ମିତା କରଙ୍କୁ କେବିସିର ଆୟୋଜକଙ୍କ ପାଖରୁ ଆସିଛି କଲ।

କେବିସିର ସୁଟିଂ ପାଇଁ ମୁମ୍ବାଇ ଯିବେ ସସ୍ମିତା । ବ୍ରାଇଟ ଷ୍ଟୁଡେଣ୍ଟ ଥିବା ସସ୍ମିତା ଜଣେ ଅଲରାଉଣ୍ଡର ରହିଆସିଛନ୍ତି । ସେ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ସୁକାନ୍ତ କରଙ୍କ ପତ୍ନୀ ଏବଂ କଟକ ଜିଲ୍ଲା ନିଆଳି ବସିନ୍ଦା ବଟକୃଷ୍ଣ ଷଡଙ୍ଗୀ ଝିଅ।

Leave A Reply

Your email address will not be published.