Latest Odisha News

BREAKING NEWS

Browsing Tag

kbc

କେବିସି-୧୪ ର ପ୍ରଥମ କୋଟିପତି ହେଲେ ମହାରାଷ୍ଟ୍ରର କବିତା

ମୁମ୍ବାଇ: କଥାରେ ଅଛି ଇଚ୍ଛା ଶକ୍ତି ଥିଲେ ଉପାୟ ଆପେ ବାହାରେ। ବାରମ୍ବାର ହାରିବା ସତ୍ତ୍ୱେ ମନବଳ ଭାଙ୍ଗିନଥିଲେ ସେ । ସେ ପୁଣିଥରେ କୌନ ବନେଗା କରୋଡ୍‌ପତିର ୧୪ତମ ସିଜିନରେ ଅଂଶ ଗ୍ରହଣ କରିଛନ୍ତି ଏବଂ ଖେଳୁଛନ୍ତି। ସେ ହେଉଛନ୍ତି ମହାରାଷ୍ଟ୍ରର କୋଲହାପୁରରେ ରହୁଥିବା କବିତା ଚାୱଲା। କବିତା…

“କୌନ ବନେଗା କରୋଡପତି” ଏକ୍ସପର୍ଟ ସାଜିବେ ଆନନ୍ଦ କୁମାର

ମୁମ୍ବାଇ: ସୁପର୍ ୩୦ର ପ୍ରତିଷ୍ଠାତା ତଥା ଜଣାଶୁଣା ଗଣିତଜ୍ଞ ଆନନ୍ଦ କୁମାର । ଖୁବଶୀଘ୍ର ଆନନ୍ଦ 'କୌନ ବନେଗା କରୋଡପତି' (KBC) ଭଳି ପପୁଲାର ରିୟାଲିଟି ସୋ'ରେ ଏକ୍ସପର୍ଟ ଭୂମିକାରେ ନଜର ଆସିବେ । ଆସନ୍ତା ସୋମବାର ଦିନ ପ୍ରସାରିତ ହେବାକୁ ଥିବା ଏପିସୋଡରେ ଆନନ୍ଦ କୁମାରଙ୍କୁ ଦର୍ଶକ ଦେଖିବାକୁ…

କେବିସିର ହଟ୍ ସିଟରେ ବସିବେ ଓଡ଼ିଶା ଅଧ୍ୟାପିକା

ସମ୍ବଲପୁର: ବଲିଉଡ ତାରକା ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ରିୟାଲିଟି ସୋ କୌନ ବାନେଗା କରୋଡ଼ପତି (କେବିସି) ର ହଟ୍ ସିଟ୍ ରେ ବସିବେ ରମାଦେବୀ ମହିଳା ମହାବିଦ୍ୟାଳୟର ଜଣେ ମହିଳା ପ୍ରଫେସର। ଭୁବନେଶ୍ୱରର ରମାଦେବୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବରେ କାର୍ଯ୍ୟରତ ସସ୍ମିତା କରଙ୍କୁ କେବିସିର…

KBCରେ ସ୍ଥାନ ପାଇଲା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୁ ନେଇ ପ୍ରଶ୍ନ

ମୁମ୍ବାଇ: ଟିଭି ଦୁନିଆର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ କୌନ ବନେଗା କରୋଡପତିରେ ଓଡିଶାକୁ ନେଇ ଏକ ପ୍ରଶ୍ନ ସ୍ଥାନ ପାଇଛି । ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଏକ ବାଲୁକା କଳାକୁ ନେଇ ଏହି ପ୍ରଶ୍ନ ରହିଥିଲା । କେବିସି ହଟ ସିଟରେ ଥିଲେ ମାଇକ୍ରୋ ବାୟୋଲଜି ପ୍ରଫେସର…

KBCରେ ୫ କୋଟି ଜିତି ପଶ୍ଟାତାପ କରୁଛନ୍ତି ସୁଶୀଲ କୁମାର !

ବିହାର: କୌନ ବନେଗା କରୋଡପତି ଭଳି ସୁପରହିଟ୍ କୁଇଜ୍ ସୋ'ରେ ଚହଳ ଖେଳାଇଥିଲେ ସୁଶୀଲ କୁମାର । ୫କୋଟି ଭଳି ମୋଟା ଅଙ୍କର ଅର୍ଥରାଶି ଜିତି ସେ ଆଜି ପର୍ଯ୍ୟନ୍ତ କେବିସିରେ ରେକର୍ଡଧାରୀଙ୍କ ତାଲିକାରେ ଆଗୁଆ ରହିଛନ୍ତି । ହେଲେ ଏବେ ସେ ପଶ୍ଚାତାପ କରୁଥିବା ନେଇ ଖୋଦ ନିଜେ ପ୍ରକାଶ କରିଛନ୍ତି ।…

କୌନ ବନେଗା କରୋଡପତି ଓ ଇଣ୍ଡିଆସ୍ ବେଷ୍ଟ ଡାନ୍ସର ସେଟ୍‌ରେ କରୋନା ଚଡକ !

ମୁମ୍ବାଇ: ସାରା ବିଶ୍ୱରେ କରୋନା ମହାମାରୀର କାୟା ବିସ୍ତାର । ତଥାପି ଭାରତରେ କିଛିଟା ଆଶ୍ୱସ୍ତି ମିଳିଛି । ବିଭିନ୍ନ କଟକଣା ଭିତରେ ଆରମ୍ଭ ହୋଇଛି ଫିଲ୍ମ ଓ ଟିଭି ସୋ'ର ସୁଟିଂ । ତଥାପି କରୋନାଠୁ କେହି ବର୍ତ୍ତିପାରୁନାହାନ୍ତି । "କୌନ ବନେଗା କରୋଡପତି" ଓ "ଇଣ୍ଡିଆସ୍ ବେଷ୍ଟ ଡାନ୍ସର" ଭଳି…

ପିପିଇ କିଟ୍‌ରେ ବିଗ ବି, ଆରମ୍ଭ ହେଲା କେବିସି-୧୨ ସୁଟିଂ

ମୁମ୍ବାଇ: ନୀଳ ରଙ୍ଗର ପିପିଇ କିଟ୍ ଭିତରେ ବଲିଉଡ୍ ସୁପରଷ୍ଟାର । କ୍ରୁ ମେମ୍ବର ବି ପିପିଇ କିଟ ଭିତରେ ତୟାର । ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଆଉ ଦମଦାର ଡାଏଲଗ ସହ ଆରମ୍ଭ ହେଲା ଟିଭି ଜଗତର ସୁପରହିଟ୍ ରିଆଲିଟି ସୋ କେବିସି-୧୨ର ସୁଟିଂ । କରୋନାକୁ ମାତ୍ ଦେବା ପରେ କୌନ ବନେଗା କରୋଡପତି ସୁଟିଂ…

୧୪ବର୍ଷ ବୟସରେ କେବିସି ଜୁନିଅରରେ ହୋଇଥିଲେ କୋଟିପତି ଏବେ ଆଇପିଏସ୍

ଭୁବନେଶ୍ୱର : ୨୦୦୧ରେ ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମ କୌନ ବନେଗା କରୋଡପତି ଜୁନିଅରରେ ୧୪ ବର୍ଷ ବୟସରେ ସେ ବିଜେତା ହୋଇ କୋଟିଏ ଟଙ୍କା ଜିତି ଚର୍ଚ୍ଚାରେ ରହିଥିଲେ । ସେତେବେଳେ ବିଗ୍ ବିଙ୍କ ସାମ୍ନାରେ ହଟ୍ ସିଟ୍‌ରେ ବସି ସେ ସମସ୍ତ ୧୫ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିଲେ । ଏବେ ପ୍ରାୟ ୨୦…

‘କେବିସି’ରେ ନଜର ଆସିବେ ଦୂତୀ ଚାନ୍ଦ

ଭୁବନେଶ୍ୱର: ଟେଲି ଜଗତର ଲୋକପ୍ରିୟ ରିୟାଲିଟି ଶୋ 'କୋନ ବନେଗା କରୋଡ଼ପତି'ରେ ଖୁବଶୀଘ୍ର ନଜର ଆସିବାକୁ ଯାଉଛନ୍ତି ଦୌଡ଼ରାଣୀ ଦୂତିଚାନ୍ଦ। ଶୋ'ର ହଷ୍ଟ ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ହଟ୍ ସିଟରେ ବସିବେ ଦୂତୀ । ଏହାର ଶୁଟିଂ ପାଇଁ ଦୂତୀ ଶନିବାର(ଆଜି) ମୁମ୍ବାଇ ଯାଇଥିବା ଜଣାପଡିଛି ।…

‘କେବିସି’ରେ ଏହି ପ୍ରଶ୍ନର ଉତ୍ତର ଦେଇନପାରି ସମାଲୋଚନାର ଶିକାର ହେଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡର ଦବଙ୍ଗ ଗାର୍ଲ ତଥା ଲୋକପ୍ରିୟ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜ ଅଭିନୟର ଯାଦୁରେ ବାନ୍ଧି ରଖିଛନ୍ତି ଅନେକଙ୍କ ମନ । ବଲିଉଡର ଏହି ସୁନ୍ଦରୀଙ୍କର ଅଧିକାଂଶ ସିନେମା ସୁପର ଡୁପର ହିଟ ହେଉଥିବା ବେଳ, ନିକଟରେ ରିଲିଜ ହୋଇଥିବା ମିଶନ ମଙ୍ଗଲ ଭଳି ବ୍ଲକ ବଷ୍ଟର ଫିଲ୍ମ ମଧ୍ୟ ସେ…