ରାଉରକେଲା: ଉଦିତନଗର ଖେଳ ପଡିଆରେ ଏଲ୍ ଆଣ୍ଡ ଟି କମ୍ପାନୀ ପକ୍ଷରୁ ରଖାଯାଇଥିବା ପାଇପରେ ଲାଗିଲା ନିଆଁ । ଆଜି ସାଢ଼େ 12ଟା ବେଳେ ଏଥିରେ ନିଆଁ ଲାଗି ଥିବା ଦେଖିବାକୁ ମିଳିଥିଲା । ପ୍ରବଳ ନିଆଁ ଓ ଧୂଆଁ ଦେଖିବାକୁ ମିଳିଥିଲା । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ ଟିମ୍ । ନିଆଁକୁ ଆୟତ୍ତ କରିଥିଲେ । କିଛି ସମୟ ପାଇଁ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡିଥିଲେ । ତେବେ ପାଇପରେ କେମିତି ଲାଗିଲ ନିଆଁ, ତାହା ଅସ୍ପଷ୍ଟ ରହିଛି । ପାଖରେ ଥିବା ଗଛ ଜଳି ଯାଇଛି । ଲକ୍ଷାଧିକ ଟଙ୍କାର ପାଇପ୍ ପୋଡ଼ି ନଷ୍ଟ ହୋଇଯାଇଛି ।
BREAKING NEWS
- ରାଜପଥରେ ଡିଜେଲ ସଙ୍କଟ: ଜାତୀୟ ରାଜପଥରେ ଅଟକି ରହିଛି ଶହ ଶହ ଟ୍ରକ
- IMA’s First Female Cadets: ଇତିହାସ ରଚିବେ IMAର ପ୍ରଥମ ମହିଳା କ୍ୟାଡେଟ୍, ପୁରୁଷ କ୍ୟାଡେଟଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଦୌଡିବେ…ଜୁନ ୧୩ରେ ପାଇବେ ଲେଫ୍ଟନାଣ୍ଟ ପଦ
- ବ୍ରହ୍ମପୁର କନଷ୍ଟେବଳ ପୋଡ଼ି ମାମଲା: ପୋଲିସ ହାତରେ ୬ ମିନିଟର ସିସିଟିଭି ଟାଇମଲାଇନ
- Plastic Note: ଆସିବ କି ପ୍ଲାଷ୍ଟିକ ନୋଟ୍, ଜାଣନ୍ତୁ କଣ କହିଲା RBI
- ଗାଁରେ ବ୍ୟାପୁଛି ଜଣ୍ଡିସ;୪ ଦିନରେ ହେଲେଣି ୬ ଶିଶୁ ଆକ୍ରାନ୍ତ
- INDIA bloc crisis strengthens NDA: ସଂସଦର ଉଭୟ ଗୃହରେ ଦୁର୍ବଳ ହେଉଛନ୍ତି ବିରୋଧୀ ଦଳ, ବହୁମତ ମୁହାଁ ବିଜେପି ନେତୃତ୍ବାଧୀନ ଏନଡିଏ…
- ଭୁବନେଶ୍ୱର ଶ୍ରେୟା ଛକ ନିକଟରେ ବାଇକକୁ ଧକ୍କା ଦେଲା ଆମ ବସ୍, ଯୁବକ ଗୁରୁତର
- କାହିଁକି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ବଙ୍ଗ ବାଘୁଣୀ ?
- ଏଣିକି ୧୫ ମିନିଟରେ ସିଆରପି ଛକରୁ ବାହାରି ଇନଫୋସିଟିରେ ପହଞ୍ଚିଯିବେ
- Photos of PM Modi’s tenure: ଅନ୍ୟ ଦେଶର ପ୍ରଧାନମନ୍ତ୍ରୀ ଛୁଇଁଥିଲେ ତାଙ୍କ ପାଦ…ହଠାତ୍ ପାକିସ୍ତାନ ମାଟିରେ ରଖିଥିଲେ ପାଦ…ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳର ସବୁଠାରୁ ଚର୍ଚ୍ଚିତ ଫଟୋ…
Comments are closed.