Latest Odisha News

BREAKING NEWS

କପିଳାସ ଜଙ୍ଗଲରେ ବନ ବିଭାଗର ଚଢ଼ାଉ, ବାଘ ଛାଲ ,ବାଘ ମୁଣ୍ଡ ଜବତ

ଢେଙ୍କାନାଳ: କପିଳାସ ଜଙ୍ଗଲରେ ବନ ବିଭାଗର ଚଢ଼ାଉ ହୋଇଛି । ଏହି ସମୟରେ ବାଘ ଛାଲ ,ବାଘ ମୁଣ୍ଡ ସହିତ ହାତୀ ଦାନ୍ତ ଜବତ ହୋଇଛି । ଏହା ସହିତ ୩ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧୟରୁ ଜଣେ ଶିଶ୍ରକ ଥିବା ଜଣାପଡିଛି ।

ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,  ଚଢାଉ ବେଳେ ଦୁଇଟି କଲରାପତରିଆ ବାଘ ଛାଲ, ବରହା ଖପୁରି, ହାତୀ ଦାନ୍ତ, ଓ ବାଘ ମୁଣ୍ଡ ଓ ନଖ ଜବତ କରାଯାଇଛି ।  ପୂର୍ବରୁ ଏହି ଅଞ୍ଚଳରୁ ବଜ୍ରକପ୍ତା ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ୨ଜଣ ଗିରଫ କରାଯାଇଥିଲା ।

ଏଠାରୁ ବନୟ ଜନ୍ତୁ  ଶିକାର କରି ବାହାରକୁ ଚାଲାଣ ହେଉଥିବା ଘଟଣା ଜଣାପଡିିବା ପରେ ଅଧିକ ଛନ୍ ଭିନ ଜାରି ରହିଛି ।

Leave A Reply

Your email address will not be published.